ଆଇପିଏଲ-୧୪ରେ ଖରାପ ଫର୍ମ ପାଇଁ ଚିନ୍ତିତ ଆଣ୍ଡ୍ରେ ରସଲ, ମ-ଦ ବୋତଲ ସହିତ କରିଲେ ଏମିତି ପୋଷ୍ଟ,ଜାଣନ୍ତୁ କଣ କହୁଛନ୍ତି ରସଲ !

କୋଲକାତା ନାଇଟ ରାଇଡ଼ର୍ସର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସଲ ଇଣ୍ଡିଆନ ପ୍ରିମିୟର ଲିଗ-୧୪ରେ ସେହି ଅନ୍ଦାଜରେ ଦେଖାଯାଉ ନାହାନ୍ତି, ଯେଉଁ ଅନ୍ଦାଜ ପାଇଁ ସେ ପରିଚିତ। ରସଲ ନିଜର ଧମାକାଦାର ବ୍ୟାଟିଂ ପାଇଁ ପ୍ରସିଦ୍ଧ। କିନ୍ତୁ ଆଇପିଏଲର ଏହି ସିଜିନରେ ବର୍ତ୍ତମାନ ପର୍ଯ୍ଯନ୍ତ ସେ କିଛି ଖାସ କରିନାହାନ୍ତି।

ଆଣ୍ଡ୍ରେ ରସଲ ବର୍ତ୍ତମାନ ପର୍ଯ୍ଯନ୍ତ ଗୋଟିଏ ମାତ୍ର ଭଲ ଇନିଙ୍ଗ୍ସ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ବି-ରୁ-ଦ୍ଧରେ ରସଲ ଅର୍ଦ୍ଧଶତକ କରିଥିଲେ। କିନ୍ତୁ ସେ ନିଜର ଦଳକୁ ଜିତାଇପାରିଲେ ନାହିଁ। ୩୨ ବର୍ଷୀୟ ଏହି ଅଲରାଉଣ୍ଡର ଏହି ସିଜିନରେ ୧୯.୬୬ ଓଉସତରେ ରନ କରିଲେ।

Google

ଗତ ମ୍ଯାଚରେ ରାଜସ୍ଥାନ ରୟାଲ୍ସ ବି-ରୁ-ଦ୍ଧରେ ବ୍ୟାଟିଂ ବି-ଫ-ଳ ରହିବାରୁ ରସଲ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ମ-ଦ ବୋତଲ ସହିତ ନିଜର ଏକ ଫୋଟ ସେୟାର କରିଥିଲେ। ରସଲ ଲେଖିଲେ,’କେବେ କେବେ ଠିକ ନ ହେବା ମଧ୍ୟ ଠିକ ଅଟେ।’ ଏହା ବ୍ଯତୀତ ସେ ତଳେ ଆଉ ଏକେ ମେସେଜ ଲେଖିଥିଲେ।

ରସଲ ମ-ଦର ଏକ ଫୋଟ ପୋଷ୍ଟ କରି ଲେଖିଲେ,’ଏହା ପ୍ରତ୍ଯେକ ସମୟରେ ସାହାଯ୍ୟ କଇରଥାଏ।’ ଗତ କିଛି ବର୍ଷରେ ରସଲ କୋଲକାତା ନାଇଟ ରାଇଡ଼ର୍ସ ଦଳର ମୁଖ୍ୟ ଅଂଶ ରହିଛନ୍ତି। ସେ ନିଜର ଦମରେ ଦଳକୁ ଅନେକ ମ୍ଯାଚରେ ଜିତାଇଛନ୍ତି। ରସଲ ଓ କୋଲକାତା ନାଇଟ ରାଇଡ଼ର୍ସ ଦଳକୁ ଆଶା ଅଛିକି ସେ ଅତିଶୀଘ୍ର ଫର୍ମକୁ ଫେରିବେ।

Google

ଏମିତି ହେଉଛି ରସଲଙ୍କ ଆଇପିଏଲ କ୍ୟାରୟର:-

ଆଣ୍ଡ୍ରେ ରସଲ ଆଇପିଏଲରେ ୮୦ଟି ମ୍ଯାଚ ଖେଳିଛନ୍ତି। ସେ ୨୮.୬୮ ଓଉସତରେ ୧୬୩୫ ରନ କରିଛନ୍ତି। ତାଙ୍କର ବେଷ୍ଟ ସ୍କୋର ୮୮ ଅଟେ। ରସଲ ୧୭୯.୬୭ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି। ବୋଲିଂ ବିଷୟରେ କହିଲେ, ରସଲ ୬୮ଟି ୱିକେଟ ନେଇଛନ୍ତି। ସେ ଇନିଙ୍ଗ୍ସରେ ଥରେ ୪ଟି ଓ ୫ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *