୪ଟି ଛୁଆର ମାଆକୁ ଧ-ରି ପ-ଳାଇ-ଲା ୬୦ ବର୍ଷର ବୁଢ଼ା,ଗାଁକୁ ଫେ-ରିବା ପରେ ବୁଢାକୁ ଲୋକମାନେ ଦେଲେ ଉ-ତ୍ତ-ମ ମ-ଧ୍ୟ-ମ,ଜାଣନ୍ତୁ ପୁରା ଘ-ଟ-ଣା

ଜଣେ ବୃଦ୍ଧ ମହିଳାଙ୍କୁ ଧରି ଫେ-ରା-ର ହୋଇଗଲା। ଗାଁକୁ ପେରିଲା ପରେ ମା-ଡ ଖା-ଇ-ଲେ। କେନ୍ଦୁଝର ଟାଉନ ଥା-ନା ମଣ୍ଡୁଆ ମୁଣ୍ଡାସାହିରେ ଏପରି ଏକ ଅ-ଭା-ବନୀ-ୟ ଘ-ଟ-ଣା ଘ-ଟି-ଛି। ଗାଁର ଜଣେ ୪ ସନ୍ତାନର ମା’କୁ ଧରି ଜଣେ ୬୦ ବର୍ଷର ବୃଦ୍ଧ ୧୫ ଦିନ ତଳେ ଚ-ମ୍ପ-ଟ ମା-ରିଥି-ଲେ। ଏକ ଶୁ-ଦ୍ଧି କ୍ରିୟାରେ ଯୋଗ ଦେବାକୁ ଆସିଥିବା ସମୟରେ ଗ୍ରାମବାସୀଙ୍କର ହାତରେ ଧ-ରାପ-ଡ଼ି ମା-ଡ ଖା-ଇଛ-ନ୍ତି। ଗ୍ରାମବାସୀ ବୃଦ୍ଧ ଜଣଙ୍କୁ ଅ-ଟ-କ ରଖିଥିବା କଥା କୌଣସି ସୂତ୍ରରୁ ଖବର ପାଇବା ପରେ ଟାଉନ ଥା-ନା ପୋ-ଲି-ସ ତାଙ୍କୁ ସେଠାରୁ ଉ-ଦ୍ଧା-ର କରି ଡାକ୍ତରଖାନାରେ ଭ-ର୍ତ୍ତି କରିଛି

ସୂଚନା ଅନୁସାରେ, ଉକ୍ତ ମହିଳାଙ୍କ ସହ ପ୍ରେ-ମ ସ-ମ୍ପ-ର୍କ ପରେ ବୃଦ୍ଧ ଜଣକ ତାଙ୍କୁ ନେଇ କେଉଁଆଡେ ପ-ଳା-ଇ ଯାଇଥିଲେ। କିଛିଦିନ ପରେ ସେହି ମହିଳାଙ୍କର ସ୍ୱାମୀଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ବୁଧବାର ଦିନ ମହିଳାଙ୍କର ସ୍ୱାମୀଙ୍କ ଦ-ଶା-ହ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିବା ବୃଦ୍ଧ ଜଣକ ଗାଁକୁ ଫେରିବାବେଳେ ତାଙ୍କୁ ଗ୍ରାମବାସୀ କା-ବୁ କରି ନେଇଥିଲେ। କେଉଁଠି ମହିଳାଙ୍କୁ ରଖିଛୁ ବୋଲି ପଚାରି ଉ-ତ୍ତ-ମ ମ-ଧ୍ୟ-ମ ଦେଇଥିଲେ।

ସେହି ମହିଳାଙ୍କର ୪ଟି ଛୋଟ ଛୋଟ ଛୁଆ ଅଛନ୍ତି। ବର୍ତ୍ତମାନ ବାପା ଆ-ରପା-ରିରେ। ମାଆ ପର-ରହା-ତ ଧରି ଚା-ଲିଯା-ଇଥିବାରୁ ବର୍ତ୍ତମାନ ଛୁଆମାନଙ୍କର ଭ-ବିଷ୍ୟ-ତ ଅ-ନ୍ଧା-ରରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *