୩ ହଜାର କରୋନା ରୋଗୀଙ୍କ ଠିକଣା ମିଳୁନାହିଁ, ଫୋନ ମଧ୍ୟ ସ୍ବିଚ ଅଫ ଅଛି

ସମଗ୍ର ଦେଶରେ କରୋନାର ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଏକ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ଓ ଅନ୍ୟ କେଉଁଠି କର୍ଫ୍ୟୁ ମଧ୍ୟ ଜା-ରି କରାଯାଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜା-ରି କରାଯାଇଛି। ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସ-ଙ୍କ-ଟ ସୃଷ୍ଟି ହୋଇଛି। ଏକ ରି-ପୋ-ର୍ଟରେ ଦା-ବି କରାଯାଇଛିକି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା ରୋଗୀ ବର୍ତ୍ତମାନ ନି-ଖୋ-ଜ ଅଛନ୍ତି। କେବଳ ଏତିକି ନୁହେଁ ଏମାନଙ୍କର କ-ଣ୍ଟା-କ୍ଟ ନମ୍ବର ମଧ୍ୟ ସ୍ବିଚ ଅ-ଫ ଆସୁଛି। ଏଭଳି ସ୍ଥିତିରେ ନି-ଖୋ-ଜ ସଂକ୍ରମିତଙ୍କୁ ଖୋ-ଜି-ବା ପାଇଁ ପ୍ର-ଶାସ-ନ ପାଇଁ ଅ-ସୁବି-ଧା ହୋଇପଡ଼ିଛି। ଏମାନଙ୍କୁ ଖୋ-ଜି-ବା ପାଇଁ ପୋ-ଲି-ସ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ଅ-ନୁରୋ-ଧ କରାଯାଇଛି।

Google

ମିଳିଥିବା ସୂଚନା ମୁତାବିକ, ବେଙ୍ଗାଲୁରୁ ସହରରେ ପାଖାପାଖି ୩ ହଜାର କରୋନା ରୋଗୀ ବର୍ତ୍ତମାନ ନି-ଖୋ-ଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରୋଗୀଙ୍କର ଫୋନ ସ୍ବିଚ ଅଫ ଅଛି। ସରକାର ଏମାନଙ୍କୁ ଟ୍ରାକ କରିବା ପାଇଁ ପୋ-ଲି-ସକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର ଅଶୋକ ଦା-ବି କରିଛନ୍ତିକି, ନି-ଖୋ-ଜ ଲୋକମାନେ ଅନ୍ୟ ଲୋକମାନଙ୍କୁ ସଂକ୍ରମିତ କରୁଛନ୍ତି।

ମନ୍ତ୍ରୀ ଆର ଅଶୋକ କହିଛନ୍ତିକି, ଆମେ ଲୋକଙ୍କୁ ମାଗଣାରେ ଔଷଧ ଦେଉଛୁ। ଯାହାକି ୯୦ ପ୍ରତିଶତ ମା-ମ-ଲାକୁ ନି-ୟନ୍ତ୍ର-ଣ କରିପାରିବ। କିନ୍ତୁ ସେମାନେ ସେମାନଙ୍କର ଫୋନ ସ୍ବିଚ ଅଫ କରି ଦେଇଛନ୍ତି। ସେମାନେ ସମସ୍ତେ ଗୁ-ରୁତ-ର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ ଓ ICU ବେଡ଼ ଖୋଜୁଥିଲେ। ବର୍ତ୍ତମାନ ଏମିତି ସବୁ ଘ-ଟି-ଛି।

Google

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି, ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛିକି ସେମାନେ ସେମାନଙ୍କର ଫୋନକୁ ଅନ ରଖନ୍ତୁ। ଫଳରେ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇ ସେମାନଙ୍କ ପାଖରେ ଅଧିକାରୀ ମାନେ ପହଞ୍ଚି ପାରିବେ। ଅଧିକାଂଶ ଲୋକ ଫୋନ ସ୍ବିଚ ଅଫ କରି କେଉଁଠି ଅଛନ୍ତି, ସେ ସମ୍ପର୍କରେ ତଥ୍ୟ ଲୁ-ଚା-ଇବା-କୁ ଚାହୁଁଛନ୍ତି। ୨ ହଜାରରୁ ୩ ହଜାର ଲୋକ ସେମାନଙ୍କର ଫୋନ ସ୍ବିଚ ଅଫ କରି ଘର ଛାଡ଼ି ପଳାଇଛନ୍ତି। ସେମାନେ କେଉଁ ଆଡ଼େ ଯାଇଛନ୍ତି, ତାହା ଆମେ ମଧ୍ୟ ଜାଣିନାହୁଁ।

ବୁଧବାର କର୍ଣ୍ଣାଟକରେ ୩୯,୦୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ସେଥିରେ ୨୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୮୮୪ରେ ପହଞ୍ଚିଛି। ବୁଧବାର ଦିନ ଚିହ୍ନଟ ୩୯,୦୪୭ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବେଙ୍ଗାଲୁରୁରୁ ୨୨,୫୯୬ ଚିହ୍ନଟ ହୋଇଥିଲେ। ଆପଣଙ୍କୁ ଜଣାଇଦେଉଛୁଯେ, କର୍ଣ୍ଣାଟକର ସରକାର ରାଜ୍ୟରେ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *