ଏକାଠି ଜିଇଁବା-ମରିବାର ପ୍ରତିଶ୍ରୁତି ସତରେ ପୁରା କଲେ ଦମ୍ପତି, ସ୍ତ୍ରୀର ଶ-ବ ଉଠିବା ପୂର୍ବରୁ ସ୍ୱାମୀ କଲେ ପ୍ରା-ଣ-ତ୍ୟା-ଗ,ଜାଣନ୍ତୁ ପୁରା ଖବର

ସ୍ୱାମୀ-ସ୍ତ୍ରୀଙ୍କର ସମ୍ପର୍କ ବହୁତ ମଧୁର ହୋଇଥାଏ | ଯେତେବେଳେ ଦୁହିଁଙ୍କ ବିବାହ ହୋଇଥାଏ, ସେତେବେଳେ ସେମାନେ ଏକାଠି ଜିଇଁବା-ମରିବାର ଶପଥ ଖାଇଥାନ୍ତି | କିଛି ଲୋକଙ୍କ ପାଇଁ ଏହା କେବଳ କହିବା କଥା ଅଟେ, କିନ୍ତୁ ଝାଡ଼ଖଣ୍ଡ ପଲାମୁରେ ଏକ ଦମ୍ପତି ଏକାଠି ଜିଇଁବା-ମ-ରି-ବା-ର ଢଗକୁ ସତ ପ୍ରମାଣ କରିଦେଲେ | ଏଠାରେ ପ୍ରଥମେ ସ୍ତ୍ରୀର ମୃ-ତ୍ୟୁ ଘଟିଲା | ସ୍ତ୍ରୀର ମୃ–ତ୍ୟୁ ସ୍ୱାମୀ ସହିପାରିଲା ନାହିଁ ଏବଂ ବିବ୍ରତ ହୋଇ ସେ ମଧ୍ୟ ପ୍ରା-ଣ-ତ୍ୟା-ଗ କରିଦେଲେ |

ଏହି ପୁରା ମାମଲା ପଲାମୁ ଜିଲ୍ଲାର ମେଦିନିନଗର ସହରର ଛତ୍ରପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି କୁହାଯାଉଛି | ଏଠାରେ ପୋଷାକ ବ୍ୟବସାୟୀ ବିଶ୍ୱନାଥ ଗୁପ୍ତାଙ୍କ ସ୍ତ୍ରୀ ଲୀଲାବତୀ ଦେବୀ (୬୨) ଙ୍କର ଗତ ସୋମବାର ମୃ-ତ୍ୟୁ ହୋଇଗଲା | ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ | ତାଙ୍କ ମୃ-ତ୍ୟୁ ପାଇଁ ପରିବାରରେ ଶୋକ ପ୍ରକାଶ ପାଇଥିଲା | ସମସ୍ତେ ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ପ୍ରସ୍ତୁତରେ ବ୍ୟସ୍ତ ଥିଲେ | ଏହି ସମୟରେ ଲୀଳାବତୀଙ୍କ ସ୍ୱାମୀ ବିଶ୍ୱନାଥ ଗୁପ୍ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅଚାନକ ବିଗିଡ଼ିବାକୁ ଲାଗିଲା | ଏଭଳି ପରିସ୍ଥିତିରେ ପରିବାର ଲୋକେ କିଛି ସମୟ ପାଇଁ ଅନ୍ତିମ ସଂସ୍କାରକୁ ବନ୍ଦ କଲେ ଏବଂ ସେମାନେ ବିଶ୍ୱନାଥଙ୍କୁ ହସ୍ପିଟାଲ ନେଇଗଲେ |

ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତରମାନେ ତାଙ୍କୁ ମୃ-ତ ଘୋଷଣା କରିଥିଲେ | ସେ ତାଙ୍କ ମୃ-ତ୍ୟୁର କାରଣ ହାର୍ଟଆଟାକ ବୋଲି କହିଲେ | ବୋଧହୁଏ ସ୍ତ୍ରୀର ମୃ-ତ୍ୟୁର ଦୁଃଖ ସେ ସହି ପାରିନଥିଲେ, ତେଣୁ ହାର୍ଟଆଟାକରେ ତାଙ୍କର ମୃ-ତ୍ୟୁ ହୋଇଗଲା | ଏହିପରି ଭାବେ ସ୍ତ୍ରୀର ସବା ଉଠିବା ପୂର୍ବରୁ ହିଁ ସ୍ୱାମୀ ନିଜ ଜୀ-ବ-ନ ତ୍ୟା-ଗ କରିଥିଲେ | ଯେତେବେଳେ ଦୁଇଟି ଶବ ଏକାଠି ଉଠିଲା, ସେତେବେଳେ ଏହାକୁ ଦେଖି ଲୋକମାନେ ପ୍ରେମ ଏବଂ ବଳିଦାନର କଥା କହିବାକୁ ଲାଗିଲେ | ପରିବାର ଲୋକେ ଦୁହିଁଙ୍କ ଅନ୍ତିମ ସଂସ୍କାର ଏକାଠି କଲେ |

ମୃ-ତ ଦମ୍ପତିଙ୍କର ଚାରି ପୁଅ ଏବଂ ତିନି ଝିଅ ଅଛନ୍ତି | ସେମାନେ କହିଛନ୍ତି ଯେ ବିଶ୍ୱନାଥ ଏବଂ ଲୀଲାବତୀ ପରସ୍ପରକୁ ବହୁତ ଭଲ ପାଉଥିଲେ | ବୃଦ୍ଧାବସ୍ଥାରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବହୁତ ପ୍ରେମ ଥିଲା | ସେମାନଙ୍କ ପ୍ରେମକୁ ଅନୁମାନ ଏହି କଥାରୁ କରିପାରିବେ ଯେ ସେମାନେ ପରସ୍ପର ବିନା ଖାଦ୍ୟ ମଧ୍ୟ ଖାଉ ନଥିଲେ | ଏଥିପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା ମଧ୍ୟ କରିବାକୁ ପଡିଥାଏ | ପରିବାର ଲୋକେ ଦୁହିଁଙ୍କ ଶବର ଅନ୍ତିମ ସଂସ୍କାର ଛତ୍ରପୁରର ମନ୍ଦେୟା ନଦୀ କୂଳରେ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *