OYO ଗେଷ୍ଟ ହାଉସରେ ନର୍ସର ଗ-ଳା ଦବାଇ ହ-ତ୍ୟା କଲା ପ୍ରେମିକ, ତା ପରେ…ଜାଣନ୍ତୁ ପୁରା ଘ-ଟ-ଣା

ହରିୟାଣାର ଫରିଦାବାଦରେ ଜଣେ ପ୍ରେମୀ ନିଜ ପ୍ରେମର ଗ-ଳା କା-ଟିଦେଇଛି|ଆ-ରୋ-ପୀ ନିଜ ପ୍ରେମିକା ସହ ଏକ ଓୟୋ ଗେଷ୍ଟହାଉସକୁ ଗଲା ଓ ସେଠାରେ ଯୁବତୀଙ୍କ ଗ-ଳା ଦ-ବା-ଇ ହ-ତ୍ୟା କରିଥିଲେ|ମୃ-ତ ଯୁବତୀ ଏକ ହସ୍ପିଟାଲରେ ନର୍ସ ଭାବରେ କାମ କରୁଥିଲେ|କୈଶଳକ୍ରମେ ଆ-ରୋ-ପୀ ସେଠାରୁ ଫେ-ରା-ର ହୋଇଗଲା|ପରେ ଗେଷ୍ଟହାଉସର ଷ୍ଟାଫ ପୋ-ଲି-ସ-କୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ|ପୋ-ଲି-ସ ମୃ-ତ-କ-ଙ୍କ ପିତାଙ୍କ ପକ୍ଷରୁ ମା-ମ-ଲା ରୁ-ଜୁ କରିଛି|

କଲ୍ଲର ଏହି ମା-ମ-ଲା ଫରିଦାବାଦର ସେକ୍ଟର -୭ର ଅଟେ|ପୋ-ଲି-ସ ଅନୁସାରେ ନୟନପାଲର ୨୪ ବର୍ଷୀୟ ଝିଅ ବଲ୍ଲଭଗଡର ମୋହନା ରୋଡର ଏକ ଘରୋଇ ନର୍ସିଂହୋମରେ ନର୍ସ କାମ କରୁଥିଲେ|ସୋମବାର ଦିନ ସାଢେ ୩ଟାରେ ହସ୍ପିଟାଲରୁ ଛୁ-ଟି ହେବାପରେ ସେ ଘରକୁ ଯାଇନଥିଲେ|ଶେଖରପୁର ଗାଁର ନିବାସୀ ନିଜର ପ୍ରେମୀ ପବନ ସହ ସେକ୍ଟର-୭ର ଏକ ଅୟୋ ଗେଷ୍ଟ ହାଉସକୁ ଯାଇଥିଲେ|ସନ୍ଧ୍ୟା ପାଖାପାଖି ୫ଟା୩୦ରେ ପବନ ଖାଇବା ବାହାନାରେ ଗେଷ୍ଟ ହାଉସରୁ ବାହାରକୁ ଚାଲିଗଲେ|କିନ୍ତୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫେ-ରି ନଥିଲା|

ଏହି ସମୟରେ ଗେଷ୍ଟ ହାଉସର ଷ୍ଟାଫକୁ କିଛି ଡା-ଉ-ଟ୍ ହେଲା|ସେ ପବନର ରୁମ ଖୋଲି ଦେଖିବାରୁ ଯୁବତୀ ମୃ-ତ ଅବସ୍ଥାରେ ପଡିଥିଲା|ଗେଷ୍ଟ ହାଉସର ଷ୍ଟାଫ ତୁରନ୍ତ ସୂଚନା ପୋ-ଲି-ସ କ-ଣ୍ଟ୍ରୋ-ଲ ରୁମକୁ ସୂଚନା ଦେଇଥିଲେ|ସୂଚନା ମିଳିବା କ୍ଷଣି ସେକ୍ଟର-୭ ଚୈକି ପ୍ରଭାରୀ ଵିଜେନ୍ଦ୍ର କୁମାର ମଉକାରେ ପହଞ୍ଚି ଯାଇଥିଲେ|ସେ ରୁମ ଛା-ନଭି-ନ କରିବାରୁ ମିଳିଲା ଯେ ଯୁବତୀଙ୍କ ଗ-ଳା-ରେ ଦାଗ ଲାଗିଥିଲା|

ପୋ-ଲି-ସ-କୁ ଆ-ଶ-ଙ୍କା ରହିଛି ଯେ ଯୁବତୀଙ୍କ ହ-ତ୍ୟା ଗ-ଳା ଦ-ବା-ଇବାକି କରାଯାଇଛି|ପୋ-ଲି-ସ ମା-ମ-ଲାର ତଥ୍ୟ ସମ୍ପର୍କୀୟଙ୍କୁ ଦେଇଥିଲେ|ପୋ-ଲି-ସ ଯୁବତୀଙ୍କ ପିତା ନୈନପାଲଙ୍କ ବ-ୟା-ନ ଦ-ର୍ଜ କରି ସେହି ଆ-ଧା-ରରେ ପବନ ନାମକ ଆ-ରୋ-ପୀ ବି-ରୁ-ଦ୍ଧ-ରେ ମ-କ-ଦ୍ଦ-ମା ରୁଜୁ କରିଛି|

ନୈନପାଲଙ୍କ କହିବାନୁଯାୟୀ ପବନ ପୂର୍ବରୁ ୧ ବର୍ଷଧରି ତାଙ୍କ ଝିଅକୁ ଅସୁବିଧା କରୁଥିଲା|ଏହି ମା-ମ-ଲାରେ ବହୁଥର ଥା-ନା ଚୈ-କିରେ ଅ-ଭି-ଯୋ-ଗ କରାଯାଇଥିଲା ଓ ଫ-ଏସ-ଲା ମଧ୍ୟ ହୋଇଥିଲା|କିନ୍ତୁ ଏହା ସତ୍ୱେ ପବନ ହ-ଇରା-ଣ କରୁଥିଲା|ଯୁବତୀ ବଲ୍ଲଭଗଡ ନର୍ସିଂ ହୋମରେ ନର୍ସ ଥିଲେ|ପୋ-ଲି-ସ ଯୁବତୀଙ୍କ ଶ-ବ ଜ-ବ-ତ କରି ପୋ-ଷ୍ଟମ-ର୍ଟମ ପାଇଁ ବିକେ ହସ୍ପିଟାଲ ପଠେଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *