କରୋନାରେ ସଂକ୍ରମିତ ହୋଇଥିବା ନିଜ ମାଆଙ୍କୁ ଘରୁ ବାହାର କରିଦେଲା ପୁଅ,ଏବଂ ତା ପରେ ମଧ୍ୟ ଝିଅ ଓ ଜ୍ବାଇଁ ଘରେ ଦେଲା ନାହିଁ ସ୍ଥାନ,ଶେଷରେ ରାସ୍ତାରେ ମାଆ ହ-ରାଇ-ଲେ ପ୍ରା-ଣ,ଜାଣନ୍ତୁ ଏହି ଦ-ୟନୀ-ୟ ଘ-ଟ-ଣା ସମ୍ଵ-ନ୍ଧରେ

ଉତ୍ତରପ୍ରଦେଶର କାନପୁରରୁ ସମ୍ପର୍କକୁ ଧ୍ୱଂ-ସ କରିଦେବାର କଥା ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ ପୁଅ କରୋନା ଭ-ୟରେ ନିଜ ମାଆକୁ ଘରୁ ବାହାର କରିଦେଇଛି । ରାସ୍ତାରେ ପଡିଥିବା ଏକ ବୃଦ୍ଧା ମହିଳାଙ୍କର ଭିଡ଼ିଓ କେହି ଜଣେ ସୋସିଆଲ ମିଡିଆରେ ଅପଲୋଡ଼ କରିଛି । ପୋ-ଲି-ସକୁ ଯେତେବେଳେ ଏହାର ପତା ଲାଗିଥିଲା ସେତେବେଳେ ପୋ-ଲି-ସ ମହିଳା ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କୁହାଯାଉଛି, ଚିକିତ୍ସା ସମୟରେ ମହିଳାଙ୍କ ମୃ-ତ୍ୟୁ ହୋଇଯାଇଥିଲା ।

ଏହି ମା-ମ-ଲା କାନପୁର କ୍ୟାଣ୍ଟ ଅଞ୍ଚଳର ଅଟେ । କୁହାଯାଉଛି ଏକ ବ୍ୟକ୍ତି ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଗଲା । ଆ-ରୋ-ପୀ ପୁଅ ମାଆଙ୍କ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ ଭଉଣୀ ଘରକୁ ରାସ୍ତାରେ ଛାଡ଼ିଦେଲା । ରୋ-ଗୀ-ଣା ମାଆକୁ ଦେଖି ଝିଅ ଓ ଜ୍ୱାଇଁ ମଧ୍ୟ ତାଙ୍କୁ ଘରେ ରଖିନଥିଲେ । ଏହାପରେ ରାସ୍ତା ଘାଟରେ ଜୀ-ବନ ଅତିବାହିତ କରୁଥିବାର ଭିଡ଼ିଓ ତାଙ୍କର କେହି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ ।

ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ବୁଢ଼ୀ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ଡ଼କ୍ଟରଙ୍କ ବହୁତ ଚେଷ୍ଟା ପରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଯା-ଞ୍ଚ ପରେ ଜଣାପଡିଥିଲା ବୁଢ଼ୀ ମହିଳା ଜଣକ ଜଣକ କରୋନା ପଜିଟିଭ ଥିଲେ । ଘରର କୌଣସି ସଦସ୍ୟ ତାଙ୍କୁ ସାହାରା ଦେଇନଥିଲେ ଓ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

ଡିସିପି ଅନୁପ ସିଂହ କହିଥିଲେ କି, ସୋସିଆଲ ମିଡିଆରେ ଏକ ବୃଦ୍ଧା ମହିଳାଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା । ମହିଳା ଜଣକ ରାସ୍ତା କଡ଼ରେ ଚାଦର ଘୋଡେ଼ଇ ହୋଇ ଶୋଇଥିଲେ। ଘ-ଟ-ଣା ସ୍ଥଳରେ ପୋ-ଲି-ସ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ ଓ ସେଠାରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ସୂଚନାରୁ ଜଣାପଡିଛି, ମହିଳାଙ୍କୁ ତାଙ୍କ ପୁଅ ରାସ୍ତାରେ ଛାଡି ଦେଇଥିଲେ । ଯାହାଉପରେ କାର୍ଯ୍ୟବାହୀ ଚାଲିଛି ।

କରୋନା ଭାଇରସ ର ଦ୍ଵିତୀୟ ଲହରୀ ଲୋକଙ୍କ ଉପରେ କ-ହ-ର ହୋଇ ଆସିଛି । ପ୍ରତିଦିନ ହଜାର ଲୋକଙ୍କ ଜୀବନ ଯାଉଛି । ଏମିତିରେ ନିଜ ଲୋକ ମଧ୍ୟ ନିଜ ସାଥ ଛାଡ଼ି ଦେଉଛନ୍ତି । ଉତ୍ତରପ୍ରଦେଶରେ କରୋନାରେ ମ-ରୁଥି-ବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ହସ୍ପିଟାଲରେ ବେଡ଼ ଓ ଅକ୍ସିଜେନ ମଧ୍ୟ ଅ-ଭା-ବ ଦେଖାଦେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *