ଆଇପିଏଲ ୨୦୨୧ : ବହୁତ ଚାପ ସତ୍ତ୍ୱେ ମଧ୍ୟ ଶେଷ ଓଭରରେ ସିରାଜ ବଦଳାଇ ଦେଲେ ମ୍ୟାଚର ମୋଡ଼, ଦେଖନ୍ତୁ ରୋମାଞ୍ଚକର ଭିଡ଼ିଓ

ମଙ୍ଗଳବାର ଦିନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ବିପକ୍ଷରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଆରସିବି 1 ରନରେ ବହୁତ ଶାନଦାର ବିଜୟ ହାସଲ କରିସାରିଛି । ଏହି ମ୍ୟାଚ ଏହି ସିଜିନର 22ତମ ମ୍ୟାଚ ଥିଲା।

ଏହି ମ୍ୟାଚରେ ମହମ୍ମଦ ସିରାଜ ବହୁତ ଚାପ ସତ୍ତ୍ୱେ ମଧ୍ୟ ମ୍ୟାଚର ମୋଡ଼ ଶେଷ ଓଭରରେ ବଦଳାଇ ଦେଇଥିଲେ । ହୁଏତ ଋଷଭ ପନ୍ତ ଓ ସିମରନ ହେଟମାୟାରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦଳ ପ୍ରତ୍ୟାବର୍ତ୍ତନ କରିଥିଲା । କିନ୍ତୁ ଏହା ହୋଇନଥିଲା।

ଅଧିନାୟକ ବିରାଟ କୋହଲି ଶେଷ ଓଭର ପାଇଁ ମହମ୍ମଦ ସିରାଜଙ୍କୁ ଚୟନ କରିଥିଲେ ଓ ସିରାଜ ତାଙ୍କ ବିଶ୍ୱାସରେ ଉପଯୁକ୍ତ ହୋଇଥିଲେ ।

ସିରାଜଙ୍କ ଶେଷ ଦୁଇଟି ବଲରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଦୁଇଟି ଚୌକା ମାରିଥିଲେ କିନ୍ତୁ ଦଳ ବିଜୟ ହାସଲ କରିବାରେ ବିଫଳ ହୋଇଯାଇଥିଲା ।

ଦେଖନ୍ତୁ ଶେଷ ଓଭରରେ ଆରସିବି ଜିତିବାପରେ ମହମ୍ମଦ ସିରାଜ ଓ ଦଳ କେଉଁଭଳି ଭାବରେ ଖୁସି ପାଳନ କରୁଛନ୍ତି। ଦେଖନ୍ତୁ ଭିଡ଼ିଓ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *