ଅଜବ ଅ-ଭି-ଯୋ-ଗ : କୁକଡ଼ା ଅଣ୍ଡା ନଦେବାରୁ, କୁକୁଡ଼ା ଫାର୍ମ ମାଲିକ ଥାନାରେ ଆଣିଲେ ଅ-ଭି-ଯୋ-ଗ,ଜାଣନ୍ତୁ ପୂରା ଘଟଣା

ପୁନେ ର ଏକ ପୋ-ଲି-ସ ଥା-ନାରେ ଏମିତି ଏକ ଅ-ଭି-ଯୋ-ଗ ସାମ୍ନାକୁ ଆସିଛି ଯାହାକୁ ପୋ-ଲି-ସ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅ-ଭି-ଯୋ-ଗ-ରେ ଜଣେ କୁକୁଡ଼ା ଫାର୍ମ ମାଲିକ ଅ-ଭି-ଯୋ-ଗ ଆଣିଛନ୍ତି କି, ତାଙ୍କ କୁକୁଡ଼ା 10 ଦିନ ହେବ ଅଣ୍ଡା ଦେଉନାହାଁନ୍ତି । ବର୍ତ୍ତମାନ ପୋ-ଲି-ସ ଏହି ମାମଲାରେ ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

ପୁନେ ର ମହାତୋବାଚି ଆଲନ୍ଦି ପରିସରରେ ଲକ୍ଷ୍ମଣ ଭଣ୍ଡବେଙ୍କର ଏକ କୁକୁଡ଼ା ଫାର୍ମ ରହିଛି । ତାଙ୍କ କୁକୁଡ଼ା ବହୁତ ଅଣ୍ଡା ଦିଅନ୍ତି ଓ ସେ ଏଥିପାଇଁ ବହୁତ ଖୁସି ଥିଲେ । କିନ୍ତୁ ବିଗତ ଦଶ ଦିନରେ ଏମିତି କିଛି ହୋଇଯାଇଛି ଯେଉଁଥିପାଇଁ କୁକୁଡ଼ା ମାନେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି । ଗୋଟିଏ ଦୁଇଟି କୁକୁଡ଼ା ନୁହେଁ ବରଂ ସବୁ କୁକୁଡ଼ା ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି । ଏହି ଘଟଣା ପାଇଁ ଲକ୍ଷ୍ମଣ ଏତେ ଚିନ୍ତିତ ହୋଇଗଲେ କି, ସେ ସିଧା ପୋ-ଲି-ସ ଥା-ନାରେ ଏହାର ଅ-ଭି-ଯୋ-ଗ କରିଛନ୍ତି ।

ମା-ମଲା କଣ ରହିଛି :-

ମାମଲା ଏହାକି ଯେ, ଲକ୍ଷ୍ମଣ ଯେବେଠାରୁ ଅହମ୍ମଦନଗର ର ଏକ କମ୍ପାନୀ ଆଫା କ୍ୟାମ ଫିଡ଼ ପ୍ରାଇଭେଟ ଲିମିଟେଡ଼ରୁ ଦାନା କିଣିଥିଲେ, ସେହି ଦାନା ଖାଇବାପରେ ତାଙ୍କ କୁକୁଡ଼ା ଅଣ୍ଡା ଦେବା ବନ୍ଦ କରିଦେଇଥିଲେ । ଲକ୍ଷ୍ମଣ ତାଙ୍କ କୁକୁଡ଼ାକୁ ନେଇ ଲ୍ୟାବରେ ଯାଞ୍ଚ କରାଇଲେ ଓ ଏହି ଯାଞ୍ଚରୁ ଜଣାପଡିଥିଲା କମ୍ପାନୀର ଅଣ୍ଡା ଖାଇବାପରେ କୁକୁଡ଼ା ଅଣ୍ଡା ଦେବା ବନ୍ଦ କରିଦେଇଥିଲେ ।

ପୋ-ଲି-ସ ଏହି ମାମଲାର ଅ-ଭି-ଯୋ-ଗ ଦର୍ଜ ଏପର୍ଯ୍ୟନ୍ତ କରାଇନାହିଁ କିନ୍ତୁ ପୋ-ଲି-ସ କହିବାହେଲା ଯାଞ୍ଚ ପରେ କାର୍ଯ୍ୟବାହୀ କରାଯିବ । କମ୍ପାନୀ ଏହାର କ୍ଷତିପୂରଣ ଦେବାକୁ ଆଶ୍ୱାସନା ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *