ଆ-ତ୍ମହ-ତ୍ୟା କରିବା ପୂର୍ବରୁ ଭିଡ଼ିଓ ତିଆରି କରି କହିଲେ- “ଭାଇ, କ୍ଷ-ମା କରିଦିଅ ମୁଁ ତୁମ କଥା ରଖିପାରିଲିନି…”

“ଭାଇ, କ୍ଷ-ମା କରିଦିଅ ମୁଁ ତୁମ କଥା ରଖିପାରିଲି ନାହିଁ। ତୁମେ ମୋତେ କହିଥିଲ କିଛି ଭୁଲ ପଦକ୍ଷେପ ନନେବା ପାଇଁ, କିନ୍ତୁ ଏମାନେ ମୋତେ ଶା-ନ୍ତିରେ ରଖେଇ ଦେବେ ନାହିଁ। ଏମାନେ ମୋତେ ମା-ନସି-କ ନି-ର୍ଯାତ-ନା ଦେଉଛନ୍ତି।” ମହିଳା ଜଣକ ଆ-ତ୍ମହ-ତ୍ୟା ପୂର୍ବରୁ ଏଭଳି କିଛି କହିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ତାଙ୍କର ମୃ-ତ୍ୟୁ ପାଇଁ ସେ କିଛି ଲୋକଙ୍କୁ ଦା-ୟୀ କରିବା ସହ ତାଙ୍କର ନାମ ମଧ୍ୟ ନେଇଛନ୍ତି

କୋରାପୁଟ ଜିଲ୍ଲା ସୁନାବେଢ଼ା ହାଲ୍ ଅଞ୍ଚଳର ଆ-ତ୍ମହ-ତ୍ୟା ପୂର୍ବରୁ ଜଣେ ମହିଳାଙ୍କ ଆ-ବେ-ଗପୂ-ର୍ଣ୍ଣ ଅ-ଭିଯୋ-ଗର ଭାଇରାଲ୍ ଭିଡ଼ିଓକୁ ନେଇ ବର୍ତ୍ତମାନ ଚ-ର୍ଚ୍ଚା ଧରିଛି। ଅତ୍ୟଧିକ ମା-ନସି-କ ଚା-ପ କାରଣରୁ ସେ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଓ ତାଙ୍କର ମୃ-ତ୍ଯୁ ପାଇଁ ନିଜର ଶାଶୁ ଘର ଲୋକଙ୍କ ସହ ହା-ଲର କିଛି କର୍ମଚାରୀଙ୍କୁ ସେ ଦା-ୟୀ କରିଛନ୍ତି। ମୃ-ତ ମହିଳାଙ୍କ ନାମ ଶ୍ରାବଣୀ ମଲ୍ଲିକ ଅଟେ। ସେ ପୂର୍ବତନ କର୍ମଚାରୀ ସ୍ବର୍ଗତ ଆନନ୍ଦ ମଣ୍ଡଳଙ୍କର ଧର୍ମ ଅଟନ୍ତି। କିଛି ଦିନ ତଳେ ଆନନ୍ଦଙ୍କର ଦେ-ହା-ନ୍ତ ହୋଇଥିଲା। ତେବେ ସ୍ବାମୀଙ୍କ ମୃ-ତ୍ଯୁ ପରେ ଟଙ୍କା ନେ-ଣଦେ-ଣକୁ ନେଇ ହା-ଲର କିଛି କର୍ମଚାରୀ ତାଙ୍କୁ ହ-ଇରା-ଣ କରିବା ସହ ମା-ନସି-କ ନି-ର୍ଯାତ-ନା ଦେଉଛନ୍ତି ବୋଲି ଭିଡିଓ ରେ-କ-ର୍ଡିଂରେ ଶ୍ରାବଣୀ କହିଛନ୍ତି। ଏପରିକି ଶ୍ରାବଣୀ ତାଙ୍କର ମୃ-ତ୍ଯୁ ପାଇଁ ଶାଶୁ ଘର ଲୋକଙ୍କୁ ସିଧାସଳଖ ଦା-ୟୀ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *