ସବୁ ରେ-କ-ର୍ଡ ଭା-ଙ୍ଗି-ଲା ମହାମାରୀ : ୨୪ ଘଣ୍ଟା ମଧ୍ୟରେ ୮୩୮୬ ଜଣ ପଜିଟିଭ ଚିହ୍ନଟ,୧୦ ଜଣ ମୃ-ତ

ଦିନକୁ ଦିନ ରାଜ୍ୟରେ କରୋନା ଚିନ୍ତା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୮୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୮୧ ଜଣ ଏବଂ ୩୬୦୫ ଜଣ ଲୋକାଲ କେ-ସ ରହିଛି। ଆଉ ୧୦ ଜଣଙ୍କର ମହାମାରୀ ପାଇଁ ମୃ-ତ୍ୟୁ ବରଣ କରିଛନ୍ତି।ମୃତକଙ୍କ ମଧ୍ୟରୁ ୩ଜଣ ପୁରୀ ଜିଲ୍ଲାରୁ,ରାୟଗଡ଼ା ଜିଲ୍ଲାରୁ ୩ ଜଣ ରହିଥିବା ସମୟରେ ଖୋର୍ଦ୍ଧା,ଗଞ୍ଜାମ,ବୌଦ୍ଧ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୩୪୭ ଜଣ,ବାଲେଶ୍ଵର ଜିଲ୍ଲାରୁ ୨୦୨ ଜଣ,ବରଗଡ ଜିଲ୍ଲାରୁ ୨୫୭ ଜଣ,ଭଦ୍ରକ ଜିଲ୍ଲାରୁ ୬୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୫୮ ଜଣ,ବୌଦ୍ଧ ଜିଲ୍ଲାରୁ ୮୩ ଜଣ,କଟକ ଜିଲ୍ଲାରୁ ୪୯୬ ଜଣ,ଦେବଗଡ ଜିଲ୍ଲାରୁ ୬୧ ଜଣ,ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ,ଗଜପତି ଜିଲ୍ଲାରୁ ୯୬ ଜଣ,ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୨୯ ଜଣ,ଯାଜପୁର ଜିଲ୍ଲାରୁ ୨୭୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୩୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୨୬ ଜଣ,କନ୍ଧମାଳ ଜିଲ୍ଲାରୁ ୫୩ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ ଜଣ,କେନ୍ଦୁଝର ଜିଲ୍ଲାରୁ ୧୭୫ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ,କୋରାପୁଟ ଜିଲ୍ଲାରୁ ୬୯ ଜଣ, ମାଲକାନଗିରି ଜିଲ୍ଲାରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୮୯ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୮୮ ଜଣ,ନୟାଗଡ ଜିଲ୍ଲାରୁ ୧୨୨ ଜଣ,ନୂଆପଡ଼ା ଜିଲ୍ଲାରୁ ୨୩୩ ଜଣ,ପୁରୀ ଜିଲ୍ଲାରୁ ୨୫୯ ଜଣ,ରାୟଗଡ଼ା ଜିଲ୍ଲାରୁ ୭୫ ଜଣ,ସମ୍ବଲପୁର ଜିଲ୍ଲାରୁ ୩୦୭ ଜଣ,ସୋନପୁର ଜିଲ୍ଲାରୁ ୬୭ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୯୩୩ ଜଣ ଓ ଷ୍ଟେଟ ପୁଲରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୫୧୫ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୩୭୧୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୫୫୨୪୫ ଜଣ ଚିକିତ୍ସାରେ ଅଛନ୍ତି। ଆଜି ରାଜ୍ୟରେ ୧୦ ଜଣଙ୍କ ମୃ-ତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *