ମାଆ ମାଙ୍କଡ଼ ଟାଣିଲା ଛୁଆ ମାଙ୍କଡ଼ର ଲାଞ୍ଜ, ତା ପରେ ଛୁଆଟି ଯାହାକଲା ଆପଣ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ,ଦେଖନ୍ତୁ ଭିଡିଓ

ଦେଶରେ କରୋନାର ମାମଲା ବହୁତ ଜୋରରେ ବଢିବାରେ ଲାଗିଛି । ଆପଣ ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବନାଇ ରଖିବାପାଇଁ ଅଭ୍ୟାସ କରନ୍ତୁ । ସମୟ ସମୟରେ ନିଜର ହାତ ଧୋଉଥାନ୍ତୁ । ଏହା ଆମେ ନଜର ଅନ୍ଦାଜ କରିପାରିବା ନାହିଁ ଯେ, ସାବଧାନ ଅବଲମ୍ବନ କରିବାପରେ ମଧ୍ୟ ଦେଶରେ ସ୍ଥିତି ଅସମ୍ଭାଳ ରହିଛି । ଏହି ସମୟରେ ଏକ ହୃଦୟକୁ ଛୁଇଁପାରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣଙ୍କ ମନରେ ଖୁସି ଆସିଯିବ ଓ ଆପଣ ସବୁ ଟେନସନ ଭୁଲିଯିବେ।

ଭିଡ଼ିଓଟି ଏକ ମାଆ ମାଙ୍କଡ଼ ଓ ତା’ ଛୁଆର ଅଟେ । ଭିଡ଼ିଓରେ ଆମେ ଦେଖିପାରୁଛେ ମାଙ୍କଡ଼ଟି ଗଛ ଉପରେ ବସିଛି ଯେତେବେଳେ ତା’ ଛୁଆ ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି ସେତେବେଳେ ମାଆ ଛୁଆଟିର ଲାଞ୍ଜ ଭିଡ଼ି ଆଣୁଛି । ମାଙ୍କଡ଼ ଛୁଆଟି ତଳକୁ ଆସି ନିଜ ମାଆକୁ ଚୁମା ଦେବାକୁ ଲାଗୁଛି । ହର୍ଷ ଗୋୟନକା ଏହି ଭିଡ଼ିଓକୁ ଏପ୍ରିଲ 24 ତାରିକ୍ଯ ଦିନ ସୋସିଆଲ ମିଡିଆରେ ଶେୟର କରିଥିଲେ ।

ଭିଡ଼ିଓକୁ ଶେୟର କରି ସେ କ୍ୟାପ୍ସନରେ ଲେଖିଥିଲେ, “ମୁଁ ଏହି ଭିଡ଼ିଓକୁ ବାରମ୍ବାର ଦେଖୁଛି ଓ ଭଗବାନଙ୍କୁ ପ୍ରାର୍ଥନା କରି କହୁଛି, ହେ ଭଗବାନ ମୋ ଗାଲରେ ମଧ୍ୟ ଚୁମା ଦିଅ ଓ ମୋତେ ଆପଣଙ୍କ ପାଖରେ ରହିବାକୁ ଦିଅ” ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *