ଅଷ୍ଟ୍ରେଲିଆ ଖେଳାଳିଙ୍କର ମହାନତା, ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଲେ ଏତିକି ଲକ୍ଷ ଟଙ୍କା

ଭାରତର ଅନେକ ସହରର ହସ୍ପିଟାଲଗୁଡିକରେ ଅମ୍ଳଜାନ ଅ-ଭା-ବ ଯୋଗୁଁ ସ୍ଥିତି ଜ-ଟି-ଳ ହୋଇ ଯାଇଛି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ଏହି ସ-ଙ୍କ-ଟ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ ପାଇଁ କମିନ୍ସ ପ୍ରାୟ ୩୭ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା ଦେବେ କରିଛନ୍ତି। ସେ ଗରିବ ଲୋକଙ୍କର ସାହାଯ୍ୟ ପାଇଁ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଟୁଇଟରରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଭାରତ ଏକ ଏମିତି ଦେଶ ଅଟେ ଯେଉଁଠାରେ ମୋତେ ଗତ କିଛି ବର୍ଷ ହେବ ବହୁତ ଭଲ ପାଇବା ମିଳିଛି। ଭାରତର ଲୋକେ ବହୁତ ଭଲ ଏବଂ ସପୋର୍ଟିଂ।

Google

କମିନ୍ସ କହିଛନ୍ତିକି, ଭାରତ ଗତ କିଛି ସମୟରୁ କରୋନା ଭାଇରସ ସହ ସଂଘର୍ଷ ଜା-ରି ରଖିଛନ୍ତି। ଦ୍ଵିତୀୟ ଲହରରେ ସ୍ଥିତି ବର୍ତ୍ତମାନ ବହୁତ ବିଗିଡି ଯାଇଛି। ଏଥିରେ ସାରା ଦେଶର ହସ୍ପିଟାଲଗୁଡିକରେ ଭାରତର ଘୋର ଅ-ଭା-ବ ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ଖେଳାଳି ହୋଇଥିବା କାରଣରୁ ମୁଁ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ୟୁଏସ୍ ଡଲାର ଇଣ୍ଡିଆନ ମୁଦ୍ରା ଅନୁସାରେ ପ୍ରାୟ ୩୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ସେ କହିଛନ୍ତିକି, ମୁଁ ମୋର ସାଥୀ ଖେଳାଳିଙ୍କୁ ଅନୁରୋଧ କରୁଛିକି, ଏହିଭଳି ସଙ୍କଟ ସମୟରେ ସେମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅସହାୟ ମନେ କରୁଛନ୍ତି। ବୋଧହୁଏ ମୋ ଦ୍ଵାର ଏହି ସାହାଯ୍ୟ କରିବାରେ ବିଳମ୍ବ ହୋଇଛି। ତଥାପି ଆମେ ସ୍ଥିତିର ମୁକାବିଲା ପାଇଁ ପ୍ରୟାସ ଜା-ରି ରଖିବା। ସେ ଲେଖିଛନ୍ତିକି, ବୋଧ ହୁଏ ମୋର ଏହି ସାହାଯ୍ୟ ବଡ ହୋଇନପାରେ, ତଥାପି ଏହି ସାହାଯ୍ୟ କୌଣସି ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିପାରେ।

ସୂଚନା ଅନୁସାରେ, ଭାରତରେ ବଢୁଥିବା କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଷ୍ଟ୍ରେଲିଆ ଖେଳାଳି ଚଳିତ ଆଇପିଏଲରୁ ଧୀରେ ଧୀରେ ଓହରିବାରେ ଲାଗିଛନ୍ତି। ବର୍ତ୍ତମାନ ଆଣ୍ଡ୍ର୍ୟୁ ଟାଇ, ଆଡମ ଜାମ୍ପା ଓ କେନ ରିରଚାର୍ଡସନଙ୍କ ପରି ଖେଳାଳି ସାମିଲ ଅଛନ୍ତି। ବର୍ତ୍ତମାନ ସେମାନେ ନିଜ ନିଜର ଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *