କରୋନା କାଳ ସମୟରେ କେମିତି ଚାଲୁଛି ଦେ-ହ-ଜୀ-ବୀ-ଙ୍କ ଧ-ନ୍ଦା ? ସତକଥା ଜାଣିଲେ ଆପଣଙ୍କର ବିଶ୍ୱାସ ହେବନାହିଁ,ଜାଣନ୍ତୁ ପୁରା ଘଟ-ଣା

କରୋନା ଭାଇରସ ସମୟରେ ଦେଶର ଅର୍ଥନୀତି ଠପ ପଡିଯାଇଛି । ବହୁତ ଲୋକ ନିଜର ବ୍ୟବସାୟ ଓ ଧନ୍ଦା ହରାଇଛନ୍ତି । କରୋନା ଭାଇରସର ଦ୍ଵିତୀୟ ଲହରୀ ସମୟରେ ମଜୁରିଆ ମାନେ ନିଜର ଘରକୁ ଚାଲି ଯାଉଛନ୍ତି । କେତେକ ଲୋକଙ୍କ ଦୋକାନ ଉପରେ ଏହାର ପ୍ରଭାବ ଦେଖାଦେଇଛି । ଏହିସମୟରେ ସମାଜରେ ଏମିତି ଏକ ବର୍ଗ ରହିଛି ଯାହାଙ୍କ ବ୍ୟବସାୟ ଠପ ପଡିଯାଇଥିବା ସହ ସେମାନେ ନିଜର ଦୁଇବେଳା ପେଟ ପୋଷି ପାରୁନାହାଁନ୍ତି । ଏଠାରେ ଆମେ ସେକ୍ସ ୱାର୍କରଙ୍କ କଥା କହୁଛେ ।

ଦେହ ଧନ୍ଦା କରି ନିଜର ପେଟ ପୋଷୁଥିବା ବେଶ୍ୟା ମାନେ କରୋନା କାଳ ମଧ୍ୟରେ ଫସିଯାଇଛନ୍ତି । ଦିଲ୍ଲୀରେ କରୋନା ଭାଇରସ କାରଣରୁ କେତେକ ସେ-କ୍ସ ୱାର୍କର ଭୋକ ଉପାସରେ ଜୀବନ କଟାଉଛନ୍ତି । ଏମିତିରେ 60 ପ୍ରତିଶତ ମହିଳା ନିଜ ଘରକୁ ଚାଲିଯାଉଛନ୍ତି । ଏମିତିରେ ଜଣେ ସେ-କ୍ସ ୱାର୍କର୍ସଙ୍କ କହିବାହେଲା, ସେ ନିଜର ଦୁଇବେଳାର ଖାଦ୍ୟ ବନ୍ଦବସ୍ତ କରିପାରୁନାହାନ୍ତି । ଏହି ରୋଗ ଭୟରେ ଗ୍ରାହକ ଆମ ପାଖକୁ ଆସିବାକୁ ଭୟ କରୁଛନ୍ତି ।

ଜଣେ ବେ-ଶ୍ୟା କୁହନ୍ତି କି, ତାଙ୍କର 4 ବର୍ଷର ପିଲା ରହିଛନ୍ତି ଓ ବହୁତ ଦିନ ହେବ ସେମାନେ ପେଟପୁରା ଖାଦ୍ୟ ଖାଇନାହାଁନ୍ତି। କରୋନା କାଳ ସମୟରେ ଆମ ପାଖରେ ଅନ୍ୟ କୌଣସି କାମ ନାହିଁ । କୁହାଯାଉଛି ଦିଲ୍ଲୀର ଜିବି ରୋଡ଼ ପାଖରେ ମୋଟ 100 ବେ-ଶ୍ୟା-ଳ-ୟ ରହିଛି । ଯେଉଁଠାକୁ 1500 ସେ-କ୍ସ କର୍ମୀ ରହିଥାନ୍ତି ।

ଦିଲ୍ଲୀର ଜି.ବି ରୋଡ଼ ବିଷୟରେ ଆପଣଙ୍କ ମଧ୍ୟରୁ କେତେକ ଜାଣିଥିବେ । ଏହି ରୋଡ଼ ଦେହର ଭୋ-କ ମେଣ୍ଟାଇବାରେ ବହୁତ ପ୍ରସିଦ୍ଧ ଅଟେ । ଅଲ ଇଣ୍ଡିଆ ନେଟୱାର୍କ ଅଫ ସେ-କ୍ସ ୱାର୍କର୍ସର ଅଧ୍ୟକ୍ଷ କୁସୁମ କୁହନ୍ତି କି, ଏଠାରେ ଥିବା ଅତ୍ୟଧିକ ସେ-କ୍ସ କର୍ମୀ ନିଜ ପ୍ରଦେଶ ପଳାୟନ କରୁଛନ୍ତି । ଏଠାରେ ଯୌ-ନ-କ-ର୍ମୀଙ୍କ ସଂଖ୍ୟା 5 ହଜାର ଅଟେ ଓ ଏମାନଙ୍କ ମଧ୍ୟରୁ ଅଧିକତର ନିଜର ପ୍ରଦେଶ ଚାଲିଯାଉଛନ୍ତି ।

ଏହି ଯୌ-ନ-କ-ର୍ମୀ-ଙ୍କୁ ଭୋଜନ ଓ ମେଡ଼ିସିନ ଭଳି ବେସିକ ସୁବିଧା ମିଳୁନାହିଁ । ଏମାନେ ଏଥିପାଇଁ କେତେକ ସପ୍ତାହ ସଂଘର୍ଷ କଲେ କିନ୍ତୁ ଏବେ ଏମାନେ ହାରିଯାଇ ନିଜର ପ୍ରଦେଶ ଚାଲିଯାଉଛନ୍ତି । ଜଣେ ସେ-କ୍ସ ୱାର୍କର କୁହନ୍ତି ତାଙ୍କୁ ଦିଲ୍ଲୀରେ 8 ବର୍ଷ ହୋଇଗଲାଣି । ମୁଁ ୟୁପିକୁ ଦିଲ୍ଲୀରୁ ଅଭିନେତ୍ରୀ ହେବାପାଇଁ ଆସିଥିଲି । କରୋନା ମହାମାରୀ କାରଣରୁ ଗ୍ରାହକ ଆସିବା ବନ୍ଦ ହୋଇଯାଇଛି ଓ ସମସ୍ତ ସଞ୍ଚୟ ରାଶି ମଧ୍ୟ ଶେଷ ହୋଇଗଲାଣି, ଏବେ ବାଧ୍ୟ ହୋଇ ଘରକୁ ଯିବାକୁ ପଡୁଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *