କରୋନାରେ ସଂକ୍ରମିତ ହୋଇଥିଲେ ସ୍ତ୍ରୀ, ସ୍ଵାମୀ କରିଲେ ହ-ତ୍ୟା, ହ-ତ୍ୟା କରିବା ପରେ ନିଜେ ଛାତରୁ ଡେଇଁ କରିଲେ ଆ-ତ୍ମହ-ତ୍ୟା

କରୋନା ଉଜାଡି ଦେଇଗଲା ସଂସାର। ପତ୍ନୀ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ଜାଣିବା ପରେ ସ୍ଵାମୀ ହ-ତ୍ୟା କରିଦେଲା। ତାପରେ ସେ ନିଜ ଛାତରୁ ନିଜେ ଡେଇଁ ଆ-ତ୍ମହ-ତ୍ୟା କରିଦେଇଛନ୍ତି। ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ପହଞ୍ଚି ଘ-ଟ-ଣାର ତ-ଦ-ନ୍ତ ଜା-ରି ରଖିଛି।

ଖବର ଅନୁସାରେ, ବିହାରର ରାଜଧାନୀରେ ନିକଟବର୍ତ୍ତୀ ଏକ ଅଞ୍ଚଳରେ ଏହି ଅ-ଭା-ବନୀ-ୟ ଘ-ଟ-ଣା ଘ-ଟି-ଛି। ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କୁ ହ-ତ୍ୟା କରିଦେଇଛି। ତାହା ପୁଣି ଜାଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ। ସ୍ତ୍ରୀଙ୍କୁ ମା-ରି-ବାର କାରଣ ହେଉଛିକି, ମହିଳା ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ। ସେଥିପାଇଁ ସେ ନିଜର ସ୍ତ୍ରୀଙ୍କର ହ-ତ୍ୟା କରି ଦେଇଛନ୍ତି। ନିଜ ସ୍ତ୍ରୀଙ୍କୁ ହ-ତ୍ୟା କରିବା ପରେ ନିଜ ସ୍ୱାମୀ ମଧ୍ୟ ଆ-ତ୍ମହ-ତ୍ୟା କରିଦେଇଛନ୍ତି। ମୃ-ତ-କ ସ୍ୱାମୀଙ୍କ ନାମ ଅତୁଳ ଲାଲ ଅଟେ। ସେ ଜଣେ ରେଳ ବିଭାଗର କର୍ମଚାରୀ। ମୃ-ତ ପତ୍ନୀ ଏକ ଘରୋଇ ସଂସ୍ଥାରେ କାମ କରନ୍ତି।

Google

ରେଳ ବିଭାଗରେ କାର୍ଯ୍ୟ କରୁଥିବା ଅତୁଳ ଲାଲ ନିଜର ପତ୍ନୀଙ୍କର କରୋନା ଟେଷ୍ଟ କରାଇଥିଲେ। ଯାହାପରେ ତାଙ୍କ ପତ୍ନୀଙ୍କ ରି-ପୋ-ର୍ଟ ପଜିଟିଭ ଆସିଥିଲା। ପଜିଟିବ ରି-ପୋ-ର୍ଟ ଆସିବା ପରେ ଅତୁଲ ନିଜର ପତ୍ନୀଙ୍କୁ ହ-ତ୍ୟା କରିଦେଇଛନ୍ତି। ଏହାପରେ ଅତୁଲ ନିଜ ଛାତ ଉପରୁ ଡେଇଁ ଆ-ତ୍ମହ-ତ୍ୟା କରି ଦେଇଛନ୍ତି। ପୋ-ଲି-ସ ଏହି ମା-ମ-ଲାର ତ-ଦ-ନ୍ତ ଜା-ରି ରଖିଛି। ପୋ-ଲି-ସ ପାଟନାର ନିକଟବର୍ତ୍ତୀ ରେଳ ଅଧିକାରୀଙ୍କ ଘରୁ ଅନେକ ସାମଗ୍ରୀ ଜ-ବ-ତ କରିଛି। ଅନ୍ୟପକ୍ଷରେ ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ନିକଟରେ ଥିବା ମେଡିକାଲକୁ ପଠାଯାଇଛି। ରି-ପୋ-ର୍ଟ ଆସିବା ପରେ ପୋ-ଲି-ସକୁ ସେଥିରୁ କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *