ଦେଖନ୍ତୁ ଭିଡ଼ିଓ : ବୋଲିଂ କଲାବେଳେ ହଠାତବିଜୟ ଶଙ୍କରଙ୍କ ହାତରୁ ଖସିଗଲା ବଲ,ତା ପରେ ଋଷଭ ପନ୍ତ ଖେଳିବାକୁ ଲାଗିଲେ ଅଦ୍ଭୁତ ଶର୍ଟ,

ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆଇପିଏଲ 2021 ର 20 ତମ ମ୍ୟାଚ ଚାଲିଥିଲା ଓ ଏହି ମ୍ୟାଚରେ କିଛି ମଜାଳିଆ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହାମଧ୍ୟରୁ ଗୋଟିଏ ଥିଲା ବିଜୟ ଶଙ୍କର ଓ ଋଷଭ ପନ୍ତଙ୍କ ପ୍ରତିକ୍ରିୟା । ଯାହାକୁ ଦେଖି ପ୍ରତ୍ୟେକ ହଇରାଣ ହୋଇ ରହିଗଲେ ।

ସନରାଇଜର୍ସ ହାଇଦ୍ରାବାଦ ବୋଲର ବିଜୟ ଶଙ୍କର ଯେତେବେଳେ 13 ତମ ଓଭରର 5ମ ବଲ ପକାଇବାକୁ ଆସିଥିଲେ, ସେତେବେଳେ ବଲ ତାଙ୍କ ହାତରୁ ଖସି ଯାଇଥିଲା। ଋଷଭ ପନ୍ତ ନିଜ ମୁଣ୍ଡ ଉପରେ ଥିବା ବଲକୁ ଲେଗ ସାଇଡ଼ରେ ମାରିଥିଲେ । ଋଷଭ ପନ୍ତ ଏହି ବଲରେ ସିଙ୍ଗଲ ନେଇଥିଲେ । ପରେ ଅମ୍ପାୟାର ଏହି ବଲକୁ ନୋ ବଲ କରିଦେଇଥିଲେ ।

ଋଷଭ ପନ୍ତ କଲେ 37 ରନ :-

ଦିଲ୍ଲୀ କ୍ୟାପିଟାଲସ ତରଫରୁ ଖେଳି ଋଷଭ ପନ୍ତ 37 ବଲ ରୁ 37 ରନ କରିଥିଲେ । ସେ ଏଥିରେ 4ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ସେହିପରି ବିଜୟ ଶଙ୍କର ଏହି ମ୍ୟାଚରେ 3 ଓଭର ବୋଲିଂ କରି 19 ରନ ଦେଇ କୌଣସି ଉଇକେଟ ପାଇନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *