ଝିଅକୁ ୫ଥର ଦେଖିବା ପରେ କଲା ନା-ପସ-ନ୍ଦ, ବ-ନ୍ଦ ରୁମ ଭିତରେ ମ-ଙ୍ଗେତ-ରଙ୍କୁ ନି-ର୍ଦ୍ଧୁ-ମ ମା-ଡ଼, ଭିଡିଓ ଭାଇରାଲ

୫ଥର ଝିଅ ଦେଖିବା ପରେ ଝିଅର ପରିବାରଲୋକ ତରଫରୁ ଅତିଥି ସ-ତ୍କା-ର କରିବା ଓ ନିର୍ବନ୍ଧ କରିବା ପରେ ଝିଅର ଗୁଣ ବାହାର କରୁଥିବା ମଙ୍ଗେତରଙ୍କର ମା-ଡ ଭିଡିଓ ମହରାଷ୍ଟ୍ରର ବୁ-ଲଢା-ଣାରେ ଭାଇରାଲ ହେଉଅଛି।

ସୂଚନା ଅନୁସାରେ, ଅକୋଲା ଜିଲ୍ଲାରେ ତେଲହରା ତାଲୁକାର ଖାପରଖେଡରେ ରହୁଥିବା ପୁଅ ବୁଲଢାଣା ଜିଲ୍ଲାର ନନ୍ଦୁରା ତାଲୁକାର ଆଲମପୁର ଗାଁର ଝିଅଙ୍କୁ ଗୋଟିଏ ନୁହେଁ, ଦୁଇଟି ନୁହେଁ ବରଂ ଚାରିଥର ନିଜର ସମ୍ପର୍କୀୟ ଓ ସାଙ୍ଗ ମାନଙ୍କ ସହିତ ଯାଇ ଦେଖିଥିଲେ।

ଝିଅଘର ଲୋକ ପ୍ରତ୍ଯେକ ଥର ପୁଅଙ୍କ ସହିତ ଆସୁଥିବା ଅତିଥିମାନଙ୍କୁ ଅତିଥି ସ-ତ୍କା-ର କରୁଥିଲେ। ଝିଅ ପସନ୍ଦ ଆସିଲା ଓ ନି-ର୍ବ-ନ୍ଧ ମଧ୍ୟ ଫାଇନାଲ ହୋଇଗଲା, କିନ୍ତୁ ପାଞ୍ଚ ଥର ବେଳକୁ ପୁଣିଥରେ ଅତିଥିଙ୍କୁ ନେଇ ଝିଅଙ୍କୁ ଦେଖିବାକୁ ଗଲେ ଓ ଅନ୍ତରେ ‘ଝିଅଙ୍କର ଆଖିରେ ଦୋ-ଷ ଅଛି’ କହି ଝିଅକୁ ନା-ପସ-ନ୍ଦ କରିଦେଲେ। ବିବାହ ମୂହୁର୍ତ୍ତ ସମୟରେ ଝିଅ ଏହି ମାହୋଲ ସୃଷ୍ଟି କରିଦେଲେ।

ସେତେବେଳେ ଝିଅର ପରିଜନ ପୁଅ ଘର ପକ୍ଷର ଲୋକଙ୍କୁ ଗୋଟିଏ ରୁମରେ ବ-ନ୍ଦ କରିଦେଇ ପି-ଟି-ବା ଆରମ୍ଭ କରିଦେଲେ। ମା-ରପି-ଟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ମଙ୍ଗେତରକୁ ରୁମ ବାହାରେ ଥିବା କାର ପର୍ଯ୍ଯନ୍ତ ଝିଅର ସମ୍ପର୍କୀୟମାନେ ପି-ଟିଥି-ଲେ। ଏହି ମା-ରପି-ଟକୁ ରୋକିବା ପାଇଁ କିଛି ଗାଁ ଲୋକ ପ୍ରୟାସ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *