୫୦୦ ଟଙ୍କିଆ ଗୋଟିଏ ନୋଟ ଛାପିବା ପାଇଁ ଲାଗିଥାଏ ୨.୧୩ ପଇସା ଖର୍ଚ୍ଚ, ଜାଣନ୍ତୁ ୨୦୦୦ ଟଙ୍କିଆ ନୋଟ ଛାପିବା କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ?

ଭାରତୀୟ ମୁଦ୍ରାର ଗୋଟିଏ ନୋଟ ଦେଖିବାପାଇଁ ହୁଏତ ଗୋଟିଏ ସିମ୍ପଲ କାଗଜ ଭଳି ହୋଇଥାଏ, କିନ୍ତୁ ଏହାର ମୂଲ୍ୟ ଅଧିକ ହୋଇଥାଏ | ବର୍ତ୍ତମାନ ଯଦି ଆପଣଙ୍କର ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ତାହା ଦେଖିବାପାଇଁ ଏକ କାଗଜ ଖଣ୍ଡ ପରି ହୋଇଥାଏ, କିନ୍ତୁ ଏହା ୨୦୦୦ ଟଙ୍କା ସହିତ ସମାନ ହୋଇଥାଏ | କିନ୍ତୁ, କ’ଣ ଆପଣ ଜାଣିଛନ୍ତି ଯେ ଏକ ସାଧାରଣ କାଗଜକୁ ୨୦୦୦ ଟଙ୍କାର ମୂଲ୍ୟ ଦେବାକୁ କେତେ ଖର୍ଚ୍ଚ ହୋଇଥାଏ ? ଆଜି ଆମେ ଆପଣଙ୍କୁ କହିବୁ ଯେ ପ୍ରକୃତରେ ଭାରତୀୟ ନୋଟ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ |

୨୦୧୮ ର ଡାଟା ଅନୁଯାୟୀ, ୧୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥିଲା |

୫୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥିଲା |

୧୦୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୫୧ ଟଙ୍କା ଖର୍ଚ୍ଚ ହୋଇଥିଲା |

ସେହିପରି ୨୦୦ ଟଙ୍କିଆ ନୋଟ ଛାପିବା ପାଇଁ ୨.୧୫ ଟଙ୍କା ଖର୍ଚ୍ଚ ହୋଇଥିଲା | ତେବେ ପ୍ରିଣ୍ଟିଂଗ ପ୍ରେସ ଆଧାରରେ ଖର୍ଚ୍ଚରେ ହାଲକା ପରିବର୍ତ୍ତନ ମଧ୍ୟ ହୋଇଯାଇଥାଏ |

୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ୨.୧୩ ଟଙ୍କା ଖର୍ଚ୍ଚ ହୋଇଥାଏ |

୨୦୦୦ ଟଙ୍କିଆ ନୋଟ ଛାପିବା କାରଣରୁ ୨୦୧୮-୧୯ ରେ ବହୁତ କମ ଖର୍ଚ୍ଚ ହୋଇଥିଲା | ଏହାର ୧ ବର୍ଷ ପୂର୍ବରୁ ୨୦୧୭-୧୮ ରେ ଏହି ଖର୍ଚ୍ଚ ଅଧିକ ଥିଲା ଏବଂ ବର୍ତ୍ତମାନ ବହୁତ କମ ହୋଇଯାଇଛି | ଯଦି ଗୋଟିଏ ନୋଟ ହିସାବରେ କହିବାକୁ ଗଲେ, ନୋଟ ଛାପିବାରେ ୧୮.୪ ର ଖର୍ଚ୍ଚ କମ ହେଲା, ଅର୍ଥାତ ୨୦୧୯ ରେ ନୋଟ ଛାପିବାରେ ୬୫ ପଇସା କମ ଖର୍ଚ୍ଚ ହୋଇଛି | କୁହାଯାଉଛି ଯେ ୨୦୧୮ ରେ ୨୦୦୦ ଟଙ୍କିଆ ଏକ ନୋଟ ଛାପିବା ପାଇଁ ୪ ଟଙ୍କା ୧୮ ପଇସା ଖର୍ଚ୍ଚ ହୋଇଥିଲା ଏବଂ ୨୦୧୯ ରେ ଗୋଟିଏ ନୋଟ ଛାପିବା ପାଇଁ ୩.୫୩ ଟଙ୍କା ଖର୍ଚ୍ଚ ହୋଇଛି | ଅର୍ଥାତ ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ୩-୪ ଟଙ୍କା ଖର୍ଚ୍ଚ ହୋଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *