କରୋନା ପଜିଟିଭ ସ୍ତ୍ରୀ ପାଇଁ ଅକ୍ସିଜେନ ଭର୍ତ୍ତି ଆମ୍ବୁଲାନ୍ସକୁ ହାଇଜାକ କଲା ସ୍ୱାମୀ,ଜାଣନ୍ତୁ ପୁରା ଘ-ଟ-ଣା

ନିଜ ଲୋକଙ୍କ ପାଇଁ ଲୋକମାନେ କେବେବି କିଛିବି କରିବାକୁ ପ୍ରସ୍ତୁତ ହୋଇ ରହିଥାନ୍ତି । କେତେଥର ତାଙ୍କୁ ସଠିକ ଓ ଭୁଲ ର ମଧ୍ୟ ଜଣାପଡିନଥାଏ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ସ୍ୱାମୀ ନିଜର ଗର୍ଭବତୀ ପତ୍ନୀର ଅବସ୍ଥାକୁ ବଦଳିବା ଦେଖି ଆମ୍ବୁଲାନ୍ସକୁ ଡ଼ାକିଥିଲେ । ଆମ୍ବୁଲାନ୍ସରେ ଅକ୍ସିଜେନ ଥିଲା, ଏହାପରେ ସେ ଆମ୍ବୁଲାନ୍ସକୁ ହିଁ ହାଇଜାକ କରିଦେଇଥିଲେ।

ଏହି ମାମଲା ମଧ୍ୟପ୍ରଦେଶର ବିଦିଶା ଜିଲ୍ଳାର ଅଟେ । ଏଠାରେ ପୁତଳିଘାଟ ଜିଲ୍ଲାର ମୁଖାର୍ଜୀ ନଗର ରେ ଉପସ୍ଥିତ କୁଶୱାହ ଠାରେ 4 ଦିନ ପୂର୍ବରୁ ଏଠାରେ ଏକ ଗର୍ଭବତୀ ମହିଳାଙ୍କୁ ଅକ୍ସିଜେନର ଆବଶ୍ୟକତା ଥିଲା । ତାଙ୍କ ପତି ଅକ୍ସିଜେନ ବ୍ୟବସ୍ଥା କରିସାରିଥିଲେ । କିନ୍ତୁ ବିଗତ 11 ଘଟିକା ରାତି ଠାରୁ ସେ ଲାଗାତାର ଗୁହାରି ଲଗାଉଥିଲେ କି, ଘରକୁ ଆମ୍ବୁଲାନ୍ସ ଆସିଯିବ ତ ଭଲ ହେବ ।

ତାଙ୍କୁ ଏହାମଧ୍ୟ ଜଣାଥିଲା କି, ଏବେ ହସ୍ପିଟାଲରେ ନୂଆ ରୋଗୀଙ୍କୁ ଭର୍ତ୍ତି କରାଯାଉନାହିଁ । ଯେତେବେଳେ 108 ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା ତ ସେହି ଆମ୍ବୁଲାନ୍ସକୁ ବନ୍ଦୀ କରିଦେଇଥିଲେ । ଦୁଇଘଣ୍ଟା ର ବନ୍ଦୀ ହେବାପରେ ପୋଲିସ ପହଞ୍ଚି ବହୁତ ମିନତି କରିଥିଲେ ।

ଶେଷରେ ତାଙ୍କ ପତ୍ନୀଙ୍କୁ 108 ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଇ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା । ଆମ୍ବୁଲାନ୍ସ ଆଟେଣ୍ଡର ଦୀପକ ଆ-ରୋ-ପ ଲଗାଇଲେ କି, ପୀଡ଼ିତାଙ୍କ ପତ୍ନୀ ଆମ୍ବୁଲାନ୍ସ କାଚ ଭଙ୍ଗାରୁଜା କରିଥିଲେ ଓ ଆମ୍ବୁଲାନ୍ସକୁ ଆଘାତ ପହଞ୍ଚାଇବେ ବୋଲି କହିଥିଲେ ।

ଆଟେଣ୍ଡର ଯେତେବେଳେ ସିନିୟରଙ୍କୁ କହିଥିଲେ, ସେତେବେଳେ ସିନିୟର କହିଥିଲେ କି, 100 କୁ ଜଣାଇଦିଅ, ସେତେବେଳେ ପୋ-ଲି-ସ ଆସିଲା ଓ ତାଙ୍କୁ ବୁଝାଇ ମହିଳାଙ୍କୁ ହସ୍ପିଟାଲରେ ଆଡ଼ମିଟ କରାଇଲେ ।

ସୂଚନା ମୁତାବିକ, ଗର୍ଭବତୀ ମହିଳା ଜଣକ କରୋନାରେ ପୀ-ଡି-ତ ଥିଲେ । ମହିଳାଙ୍କ ପତି ଲଗାତାର ମେଡିକାଲ କଲେଜକୁ ଫୋନ କରି 108 ଆମ୍ବୁଲାନ୍ସ ଆଣିବାପାଇଁ କହିଥିଲେ । ରାତିରେ ଆମ୍ବୁଲାନ୍ସ ଆସିନଥିଲା ପରଦିନ 9 ଘଟିକା 30 ମିନିଟ ସମୟରେ ଆସିଥିଲା ।

ପୀଡିତା ଙ୍କ ସ୍ୱାମୀ ସୁନୀଲ କହିଥିଲେ, ତାଙ୍କ ପତ୍ନୀ ଗର୍ଭବତୀ ହେବାର ଦିନକ ପରଠାରୁ ସେ କଲ କରୁଥିଲେ କିନ୍ତୁ ଆମ୍ବୁଲାନ୍ସ ଆଟେଣ୍ଡର ଆସୁଛି ବୋଲି କହି ବହୁତ ବିଳମ୍ବ କରିଥିଲା ।

ସୁନୀଲ କହିଥିଲେ, ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା କିନ୍ତୁ ମୁଁ ଅକ୍ସିଜେନ ଗ୍ୟାରସପୁର ହସ୍ପିଟାଲର ଡ଼କ୍ଟରଙ୍କ ସହ କଥା ହୋଇ ପ୍ରସ୍ତୁତ କରି ରଖିଥିଲି । ଆମ୍ବୁଲାନ୍ସ ଆସିବାପରେ ତାକୁ 2 ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖିଥିଲି ।

ସୂଚନା ମୁତାବିକ, ପୋ-ଲି-ସ ଘ-ଟ-ଣା ସ୍ଥଳକୁ ଯାଇ ବ୍ୟକ୍ତିଙ୍କୁ ବୁଝାଇଥିଲେ ଓ ବ୍ୟକ୍ତି ଜଣକ ପରେ ଆମ୍ବୁଲାନ୍ସ ଛାଡ଼ିବାକୁ ରାଜି ହୋଇଥିଲେ । ପୋ-ଲି-ସ ତାଙ୍କୁ କହିଥିଲେ, ଗ୍ୟାରସପୁର ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଚିକିତ୍ସା କରାଯିବ ଏହାପରେ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ କରାଯାଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *