କେନ୍ଦ୍ରର କର୍ମଚାରୀଙ୍କୁ ଲାଗିଲା ଝ-ଟ-କା: ଜୁଲାଇ ପର୍ଯ୍ୟନ୍ତ ବଢିବ ନାହିଁ TA ଓ DA

କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖରାପ ଖବର। ଯଦି ଆପଣ ମଧ୍ୟ କେନ୍ଦ୍ରର କର୍ମଚାରୀ ଏବଂ ଆପଣ ମଧ୍ୟ ମ-ହ-ଙ୍ଗା ଭତ୍ତା ଓ ଯାତ୍ରା ଭତ୍ତା ବଢ଼ିବାକୁ ନେଇ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ଆଉ ଅଳ୍ପ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କରୋନା ସମୟରେ ସରକାର (ସପ୍ତମ ବେତନ କମିଶନ) TA ଓ DA ବୃଦ୍ଧି କରିବାର ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି। ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ପୁରୁଣା ମୂଲ୍ୟ ହିସାବରେ ମହଙ୍ଗା ଭତ୍ତା ଦିଆଯିବ। ରି-ପୋ-ର୍ଟ ଅନୁସାରେ, କେନ୍ଦ୍ର କର୍ମଚାରୀଙ୍କର ମ-ହ-ଙ୍ଗା ଭତ୍ତା ଜୁଆଳି ୧ ତାରିଖ ପର୍ଯ୍ୟନ୍ତ ବଢିବ ନାହିଁ।

ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର କିଛି ଦିନ ପୂର୍ବରୁ ଏହି ବିଷୟରେ ସୂଚନା ଦେଇଥିଲେଯେ ସମସ୍ତ କେନ୍ଦ୍ର କର୍ମଚାରୀଙ୍କର ମ-ହ-ଙ୍ଗା ଭତ୍ତା ଜୁଲାଇ ୨୦୨୧ ସୁଦ୍ଧା ବୃଦ୍ଧି କରାଯିବ। ମନି କଣ୍ଟ୍ରୋଲର ଖବର ଅନୁସାରେ, କରୋନା ମହାମାରୀର ସ-ଙ୍କ-ଟ ସମୟରେ ସରକାର କୌଣସି ପ୍ରକାର ବୃଦ୍ଧି କରିବା ପାଇଁ ସଫାସଫା ମନା କରିଦେଇଛନ୍ତି। ଅର୍ଥାତ ଏହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ବଢିବ ନାହିଁ।

Google

ବର୍ତ୍ତମାନ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ୧୭ ପ୍ରତିଶତ DA ଦିଆଯାଉଛି। ଏହା ୨୮ ପ୍ରତିଶତକୁ ବୃଦ୍ଧି ହେବ ବୋଲି କୁହାଯାଉଥିଲା। ଏହାଛଡା ସରକାରଙ୍କର ପ୍ରାବଧାନ ଅନୁସାରେ, କର୍ମଚାରୀଙ୍କର ଯାତ୍ରା ଭତ୍ତା ବା ଟ୍ରାଭେଲ ଆଲାଉନ୍ସ ମଧ୍ୟ DA ସହ ବୃଦ୍ଧି କରାଯାଏ। TA ଓ DA  ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କର ବେତନକୁ ବୃଦ୍ଧି କରାଯିବ। DA ବୃଦ୍ଧିର ଲାଭ କାରଣରୁ ଦେଶର ପ୍ରାୟ ୩୫ ଲକ୍ଷ କର୍ମଚାରୀଙ୍କ ସହ ସମସ୍ତ ରାଜ୍ୟ କର୍ମଚାରୀ ଓ ପେନସନଧାରୀଙ୍କୁ ମଧ୍ୟ ମିଳିବ। ସୂତ୍ର ଅନୁସାରେ, ଜାନୁଆରୀ ୨୦୨୦ରୁ DA ଫ୍ରିଜ ହୋଇ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *