ରାଜ୍ୟରେ ପୁଣି ୨୪ ଘଣ୍ଟାରେ ୬୫୯୯ ଜଣ ସଂକ୍ରମିତ ଚିହ୍ନଟ, ପୁଣି ୯ ଆ-କ୍ରା-ନ୍ତଙ୍କ ମୁଣ୍ଡ ନେଲା କରୋନା

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୬୫୯୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ସମୟରେ ୨୭୭୨ ଜଣ ଲୋକାଲ କେ-ସ ରହିଛି। ଆଉ ୯ ଜଣଙ୍କର ମହାମାରୀରେ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୮୭ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୩୭ ଜଣ,ବରଗଡ ଜିଲ୍ଲାରୁ ୨୦୩ ଜଣ,ଭଦ୍ରକ ଜିଲ୍ଲାରୁ ୮୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୯୮ ଜଣ,ବୌଦ୍ଧ ଜିଲ୍ଲାରୁ ୭୦ ଜଣ,କଟକ ଜିଲ୍ଲାରୁ ୪୮୮ ଜଣ,ଦେବଗଡ ଜିଲ୍ଲାରୁ ୩୮ ଜଣ,ଢେଙ୍କାନାଳ ଜିଲ୍ଲାରୁ ୨୦ ଜଣ,ଗଜପତି ଜିଲ୍ଲାରୁ ୮୧ ଜଣ,ଗଞ୍ଜାମ ଜିଲ୍ଲାରୁ ୩୨୩ ଜଣ,ଜଗତସିଂହପୁର ଜିଲ୍ଲାରୁ ୯୩ ଜଣ,ଯାଜପୁର ଜିଲ୍ଲାରୁ ୨୩୭ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୩୬ ଜଣ,କଳାହାଣ୍ଡି ଜିଲ୍ଲାରୁ ୫୧୮ ଜଣ,କନ୍ଧମାଳ ଜିଲ୍ଲାରୁ ୩୫ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮ ଜଣ,କେନ୍ଦୁଝର ଜିଲ୍ଲାରୁ ୧୬୬ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୯୫୮ ଜଣ,କୋରାପୁଟ ଜିଲ୍ଲାରୁ ୬୯ ଜଣ, ମାଲକାନଗିରି ଜିଲ୍ଲାରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୮୦ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୨୧ ଜଣ,ନୟାଗଡ ଜିଲ୍ଲାରୁ ୯୧ ଜଣ,ପୁରୀ ଜିଲ୍ଲାରୁ ୧୪୫ ଜଣ,ରାୟଗଡ଼ା ଜିଲ୍ଲାରୁ ୧୧୭ ଜଣ,ସମ୍ବଲପୁର ଜିଲ୍ଲାରୁ ୨୨୬ ଜଣ,ସୋନପୁର ଜିଲ୍ଲାରୁ ୧୨୯ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୪୩୪ ଜଣ ଓ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ରାଜ୍ୟରେ ମୋଟ ୪,୧୪,୦୫୬ ଜଣ କରୋନାରେ ଆ-କ୍ରା-ନ୍ତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ ୩,୬୨,୯୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୪୫,୦୭୫ ଜଣ ଚିକିତ୍ସାରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *