କରୋନା ରୋଗୀଙ୍କୁ ସାହାର୍ଯ୍ୟ ପାଇଁ ମହିଳା ଜଣକ ଦେଲେ ନିଜ ମୋବାଇଲ ନମ୍ବର୍, କିନ୍ତୁ ମେସେଜରେ ଆସିଲା ପ୍ରା-ଇ-ଭେ-ଟ ପା-ର୍ଟର ଫୋଟୋ,ଜାଣନ୍ତୁ ପୁରା ଘଟ-ଣା

କରୋନା ଭାଇରସର ଦ୍ଵିତୀୟ ଲହରୀ ବର୍ତ୍ତମାନ ଅଧିକ ଖତରନାକ ହେବାରେ ଲାଗିଛି । ଏବେ ବିଗତ ତିନିଘଣ୍ଟାରେ ଭାରତରେ 3.15 ଲକ୍ଷ ମାମଲା ସାମ୍ନାକୁ ଆସିଛି ।ଏହି ସଂକ୍ରମଣ କେତେକଙ୍କ ଜୀବନ ମଧ୍ୟ ନେଉଛି । ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ଲାଇନ ଲାଗିଛି । କେତେକ ଙ୍କୁ ହସ୍ପିଟାଲରେ ବେଡ଼ ମିଳୁନାହିଁ । ଯାହାକୁ ବେଡ଼ ମିଳୁଛି ତାଙ୍କୁ ଅକ୍ସିଜେନ, ସିଲିଣ୍ଡର, ଭେଣ୍ଟିଲେଟର ଭଳି ସୁବିଧା ମିଳୁନାହିଁ । ଏମିତିରେ ଲୋକମାନେ ସୋସିଆଲ ମିଡ଼ିଆ ଜରିଆରେ ସାହାର୍ଯ୍ୟ ମାଗୁଛନ୍ତି ।

ଏବେ ଏବେ ମହିଳା ଜଣକ ସୋସିଆଲ ମିଡିଆରେ ନିଜ ପରିବାରର ଜଣେ ବୀମାର ବ୍ୟକ୍ତିଙ୍କ ସାହାର୍ଯ୍ୟ ମାଗିଥିଲେ କିନ୍ତୁ ଏହା ବଦଳରେ ଲୋକମାନେ ତାଙ୍କୁ ଅ-ଶ୍ଳୀ-ଳ ମେସେଜ ଦେବା ଆରମ୍ଭ କରିଦେଇଛନ୍ତି । ମହିଳା ଜଣକ ନିଜ ସହ ଘଟିଥିବା ଘ-ଟ-ଣା-କୁ ଭାଇସ ୱାର୍ଲଡ଼ ନ୍ୟୁଜ ସହିତ ଶେୟର କରିଥିଲେ । ମହିଳା ଜଣକ କହିଥିଲେ, ତାଙ୍କ ପରିବାରର ଏକ ସଦସ୍ୟ କରୋନା ପଜିଟିଭ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ଥିଲା । ସେ ଲୋକମାନଙ୍କୁ ସାହାର୍ଯ୍ୟ ମାଗିଥିଲେ ଓ ତାଙ୍କୁ 6 ଘଣ୍ଟାର ସାହାର୍ଯ୍ୟ ମିଳିଯାଇଥିଲା ।

ମହିଳାଙ୍କୁ ପ୍ଲାଜ୍ମା ଦରକାର ଥିଲା ଓ ଏଥିପାଇଁ। ତାଙ୍କୁ ଡୋନର୍ସ ଆବଶ୍ୟକ ଥିଲା । ଏଥିପାଇଁ ସୋସିଆଲ ମିଡିଆରେ ସେ ନିଜର ମୋବାଇଲ ନମ୍ବର୍ ସହିତ ନିଜର ସମସ୍ୟା କହିଥିଲେ । ମହିଳା ଜଣକ କୁହନ୍ତି ସେ କିଛି ବାଟ ପାଇଲେ ନାହିଁ ଶେଷରେ ନିଜର ମୋବାଇଲ ନମ୍ବର୍ ପବ୍ଲିକ ପ୍ଲାଟଫର୍ମରେ ଦେଲେ ।

ଏହି ନମ୍ବର ଦେବା ଭୁଲ ହୋଇଯାଇଥିଲା, ଯେଉଁଠାରେ କିଛି ଲୋକ ସାହାର୍ଯ୍ୟ ପ୍ରଦାନ କରୁଥିବା ବେଳେ ଅନ୍ୟକିଛି ମହିଳାଙ୍କୁ ଅ-ଶ୍ଳୀ-ଳ ମେସେଜ ପଠାଇବା ଆରମ୍ଭ କରିଦେଇଛନ୍ତି । ସେମାନେ ପ୍ରଶ୍ନ କରିଥିଲେ ତୁମର ଡ଼ିପି ବହୁତ ଭଲ ତ ଆଉକିଛି କହିଥିଲେ କଣ ତୁମେ ସିଙ୍ଗଲ ଅଛ ? କଲ କରି ମଧ୍ୟ ମହିଳାଙ୍କୁ ହଇରାଣ କଲେ । ଏମିତିରେ ମହିଳା ଜଣକ ଧିରେ ଧିରେ ସମସ୍ତଙ୍କୁ ବ୍ଲକ କରିବା ଆରମ୍ଭ କରିଦେଇଥିଲେ । ମହିଳା କହିଥିଲେ, କିଛି ଲୋକ ନିଜ ପ୍ରା-ଇ-ଭେ-ଟ ପା-ର୍ଟ ଫୋଟୋ ମୋତେ ପଠାଇଥିଲେ ।

ଏହିସବୁ ଜିନିଷ ସହିବା ପରେ ମହିଳା ଜଣକ ଶେଷରେ ପବ୍ଲିକ ଆକାଉଣ୍ଟରୁ ନିଜ ନମ୍ବର୍ ହଟାଇ ଦେଇଥିଲେ । ଏହା ବହୁତ ଦୁଃଖର ବିଷୟ ଯେ, ଏହି ଖରାପ ସମୟରେ ମଧ୍ୟ ଲୋକମାନେ ଏହିପରି ହରକତ କରୁଛନ୍ତି । ଏହାପୂର୍ବରୁ ମହିଳା ଯୌ-ନ ଶୋ-ଷ-ଣ-ର ଅ-ଭି-ଯୋ-ଗ କରିଥିଲେ । ଯଦି ଆପଣ ନିଜ ପାଖରେ କୌଣସି ଦଳିତର ଫାଇଦା କିଏ ନେଉଥିବାର ଦେଖନ୍ତି ତାହେଲେ ପୋ-ଲି-ସ-କୁ ଏହାର ଖବର ନିଶ୍ଚିତ ଦିଅନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *