ଏକାବେଳେ ୩୫ ଜଣ ଗାର୍ଲଫ୍ରେଣ୍ଡ ସହିତ ରିଲେସନସିପ, ଗୋଟିଏ ଭୁଲ କାରଣରୁ ଯିବାକୁ ପଡିଲା ଜେ-ଲ,ଜାଣନ୍ତୁ ପୁରା ଘ-ଟ-ଣା

ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ ଜଣେ ବ୍ୟକ୍ତି ପାଖରେ ଦୁଇ କିମ୍ବା ତିନି ଗାର୍ଲଫ୍ରେଣ୍ଡ ରହିଥାନ୍ତି | କିନ୍ତୁ ବର୍ତ୍ତମାନ ଏପରି ଏକ ମାମଲା ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ପାଖରେ ଗୋଟିଏ ସମୟରେ ୩୫ ଜଣ ଗାର୍ଲଫ୍ରେଣ୍ଡ ଅଛନ୍ତି | ତେବେ ତାର ଗୋଟିଏ ଭୁଲ ହିଁ ତା ଉପରେ ଭାରି ପଡିଗଲା ଏବଂ ସେ ଆ-ରେ-ଷ୍ଟ ହୋଇଗଲା |

ବାସ୍ତବରେ ଏହି ମାମଲା ଜାପାନର ଅଟେ | ନ୍ୟୁୟର୍କ ପୋଷ୍ଟର ଗୋଟିଏ ରିପୋର୍ଟ ଅନୁଯାୟୀ, ପୋ-ଲି-ସ ଗୋଟିଏ ସମୟରେ ୩୫ ଜଣ ଅଲଗା ଅଲଗା ମହିଳାମାନଙ୍କ ସହିତ ରିଲେସନ ରଖିଥିବା ବ୍ୟକ୍ତିକୁ ଗି-ର-ଫ କରିଛି | ସେ ସବୁ ମହିଳାଙ୍କୁ ନିଜର ଅଲଗା ଅଲଗା ଜନ୍ମଦିନ କହିଥିଲା | ଏହି ପୁରା ମାମଲାର ଖୁଲାସା ମଧ୍ୟ ବଡ଼ କୌତୁହଳ ଭାବେ ହେଲା |

ରିପୋର୍ଟ ଅନୁଯାୟୀ, ୩୯ ବର୍ଷୀୟ ଏହି ବ୍ୟକ୍ତିର ନାମ ତାକାଶୀ ମିୟାଗାବା ଅଟେ | ତାର ପ୍ରଥମ ଗାର୍ଲଫ୍ରେଣ୍ଡ ତାଙ୍କୁ ଗିଫ୍ଟ ଦେଇଥିଲେ | ଏହାପରେ ତାକୁ ଗିଫ୍ଟ ଅଧିକ ଭଲ ଲାଗିଲା ଏବଂ ଗିଫ୍ଟ ଚକ୍କରରେ ସେ ନୁଆଁ ନୁଆଁ ଗାର୍ଲଫ୍ରେଡ଼ କରିବା ଆରମ୍ଭ କରିଦେଲା | କିଛି ଦିନ ମଧ୍ୟରେ ଏହି ସଂଖ୍ୟା ୩୫ ରେ ପହଞ୍ଚିଗଲା |

କୌତୁହଳର ବିଷୟ ଏହା ଯେ ସେ କୌଣସି ପୁରୁଣା ଗାର୍ଲଫ୍ରେଣ୍ଡଙ୍କୁ ଛାଡି ନଥିଲା, ସେ ସମସ୍ତଙ୍କ ସହିତ ଏକାବେଳେ ଡେଟ କରିବାକୁ ଲାଗିଲା | ରିପୋର୍ଟରେ କୁହାଯାଇଛି ଯେ ତା’ପଛର ଉଦ୍ଦେଶ୍ୟ ପ୍ରେମ ନୁହେଁ ବରଂ ନୁଆଁ ନୁଆଁ ଗିଫ୍ଟ ନେବାର ଥିଲା | ଏହି ଗୋଟିଏ ଭୁଲ ହିଁ ତା’ଉପରେ ଭାରି ପଡିଗଲା |

ପୋ-ଲି-ସ ଅନୁଯାୟୀ ଅ-ଭି-ଯୁ-କ୍ତ ତାକାଶୀ ମିୟାଗାବା ଏକ ପାର୍ଟ ଟାଇମ ୱାର୍କର ଅଟେ, ଯିଏକି ଘର ଘର ବୁଲି ଜିନିଷ ବିକ୍ରି କରେ | ତାକାଶୀ ମିୟାଗାବା ଏହି ସବୁ ମହିଳାମାନଙ୍କ ସହିତ ଏକ ମାର୍କେଟିଙ୍ଗ କମ୍ପାନୀ ମାଧ୍ୟମରେ ମିଶିଲା | ଏହାସହିତ ସେ ଅନେକ ଜିନିଷକୁ ବିକ୍ରି କଲା, ଏଥିରୁ ତାର ଭଲ ପ୍ରୋଫିଟ ହେଲା, ତେଣୁ ତାର ଦ୍ୱିତୀୟ ପ୍ଲାନ ଆରମ୍ଭ କଲା |

ସେ ଏହି ସମସ୍ତ ମହିଳାଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ସମସ୍ତଙ୍କୁ ଗର୍ଲଫ୍ରେଣ୍ଡ କରିବା ଆରମ୍ଭ କରିଦେଲା | ସେ ସେମାନଙ୍କଠାରୁ ଗିଫ୍ଟ ନେବା ଆରମ୍ଭ କରିଦେଲା | ସମସ୍ତଙ୍କୁ ନିଜର ଅଲଗା ଅଲଗା ଜନ୍ମଦିନ କହିଲା |

ତାର ପ୍ରକୃତ ଜନ୍ମଦିନ ନଭେମ୍ବର ୧୪ ତାରିଖରେ ଥିଲା | କିନ୍ତୁ, ସମସ୍ତଙ୍କୁ ଅଲଗା ଅଲଗା ତାରିଖ କହି ସେ ପାର୍ଟି କଲା ଏବଂ ସେହି ମହିଳାମାନଙ୍କଠାରୁ ମହଙ୍ଗା ମହଙ୍ଗା ଗିଫ୍ଟ ନେଲା | ଏହା ପରେ ଅଚାନକ ଜଣେ ମହିଳାଙ୍କୁ ତାର ପ୍ରତାରଣାର କିଛି ଅନୁଭବ ହେଲା, ତେଣୁ ସେ ପୋ-ଲି-ସ ନିକଟରେ ଅ-ଭି-ଯୋ-ଗ କରିଥିଲେ | ପୋ-ଲି-ସ ଯାଞ୍ଚ ଆରମ୍ଭ କରିବାରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହେଲା |

ଏହି ମାମଲା ଖୁଲାସା ହେବାରୁ ମିୟାଗାବାର ଗୋଟିଏ ପରେ ଗୋଟିଏ କରି ୩୫ ଗର୍ଲଫ୍ରେଣ୍ଡ ସାମ୍ନାକୁ ଆସିଲେ | ଅଧିକାଂଶ ସେ ଅବିବାହିତ ମହିଳାଙ୍କୁ ଟାର୍ଗେଟ କରୁଥିଲା ଏବଂ ସମସ୍ତଙ୍କୁ ବିବାହ କଥା କହି ସେମାନଙ୍କୁ ଫସାଉଥିଲା, ବର୍ତ୍ତମାନ ସେ ପୋ-ଲି-ସ ଅଧୀନରେ ଅଛି | ମିଡ଼ିଆ ମଧ୍ୟ ତାକୁ ‘ଜାପାନୀ ରୋମିଓ’ ବୋଲି ନାମ ଦେଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *