ଦେଶରେ କଣପାଇଁ ଆସିଲା ଅକ୍ସିଜେନର ସଙ୍କଟ,ଜାଣନ୍ତୁ ୟା ଉପରେ ସଂପୂଣ୍ଣ ସୂଚନା

ଆଜି ଆମ ଦେଶରେ କରୋନା ମହାମାରୀ ବହୁତ ଜୋରରେ ଭୟାବହ ରୂପ ନେଇସାରିଛି ସେଥିପାଇଁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସଟଡାଉନ ଲାଗିଛି । କରୋନାରେ ପୀଡିତ ଥିବା ରୋଗୀ ମାନଙ୍କ ଠାରେ ଆଜିର ସମୟରେ ଅକ୍ସିଜେନର ଅଭାବ ଦେଖାଯାଉଛି ଓ ହସ୍ପିଟାଲରେ ମଧ୍ୟ ଏହା ଉପଯୁକ୍ତ ପରିମାଣରେ ମିଳୁନାହିଁ । ଯଦି ଆଜି ଗାଜିଆବାଦର ସରକାରୀ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଖରାପ ନହୋଇଥାନ୍ତା ତାହେଲେ ଆଜି ଆମକୁ ବାହାରୁ ଅକ୍ସିଜେନ ମଗାଇବାକୁ ପଡ଼ନ୍ତା ନାହିଁ ।

ଆଜି ଆମେ ଆଲୋଚନା କରୁଛୁ ଗାଜିଆବାଦର ମିଳିତ ଡ଼ିଷ୍ଟ୍ରିକ୍ଟ ହସ୍ପିଟାଲ ବିଷୟରେ । ଏହାର ପ୍ରାରମ୍ଭ 2008 ମସିହାରେ ସିଏମ ମାୟାବତୀ କରିଥିଲେ । ସରକାର ବଦଳିବା ପରେ ଏହାର ଶ୍ରେୟ ସବୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ନାମରେ ପଥର ଲାଗିଥିଲା ଓ କରୋନା ସମୟରେ 100 ବେଡ଼ର ଏହି ହସ୍ପିଟାଲକୁ କରୋନା ରୋଗୀଙ୍କ ପାଇଁ। ରିଜର୍ଭ କରାଯାଇଥିଲା ।

ପ୍ରତିଦିନ ପ୍ରସ୍ତୁତ ହୋଇପାରେ 15 ଟି ଅକ୍ସିଜେନ ସିଲିଣ୍ଡର :-

ଏଥିପାଇଁ ହସ୍ପିଟାଲରେ ଏକ ଅକ୍ସିଜେନ ପ୍ଲାଣ୍ଟ ଲଗାଗଲା । କିନ୍ତୁ ଏହାମଧ୍ୟ ସରକାରୀ ଉଦାସୀନତା ସାମ୍ନାକୁ ଆସିଥିଲା । ଯେଉଁ ପ୍ଲାଣ୍ଟରେ ପାଖାପାଖି 15 ସିଲିଣ୍ଡର ପ୍ଲାଣ୍ଟ ବନଯାଇପାରିବ ଓ ଏହା ବହୁତ ଦିନ ହେବ ଖରାପ ପଡିଛି । ଏବେ ଯେତେବେଳେ ଏହି ହସ୍ପିଟାଲକୁ ଅକ୍ସିଜେନର ଆବଶ୍ୟକତା ପଡୁଛି ତେବେ ଯାଇ ଏହି ହସ୍ପିଟାଲ ପ୍ରଶାସନକୁ ଏହାର ମନେପଡ଼ିଲା ଓ ବର୍ତ୍ତମାନ ଏହାକୁ ଠିକ କରିବା ପ୍ରଣାଳୀ ଚାଲିଛି ।

ଏବେବି 100 ରୁ ଅଧିକ ରୋଗୀଙ୍କ ଚିକିତ୍ସା ଚାଲୁଛି :-

ଆମ ସମ୍ବାଦ ଦାତା ପ୍ରମୋଦ ଶର୍ମା ଯେତେବେଳେ ପଡତାଲ ପାଇଁ ଏହି ହସ୍ପିଟାଲରେ ଦାଖଲ ହେଲେ ସେତେବେଳେ ଜଣାପଡିଥିଲା 100 ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଥିଲେ । ଯାହାଙ୍କୁ ଅକ୍ସିଜେନ ଦେବାପାଇଁ ସିଲିଣ୍ଡର ବାହାରୁ ମଗାଯାଉଥିଲା । ଏବେ ପ୍ରଶ୍ନ ଉଠୁଛି ହସ୍ପିଟାଲର ଏହି କାରଣ ପାଇଁ କିଏ ଦାୟୀ ଅଟେ ?

ପ୍ଲାଣ୍ଟ ଠିକ ହେବାକୁ ଲାଗିବ 2-3 ଦିନର ସମୟ :-

ଏହାକୁ ଠିକ ହେବାପାଇଁ ଇଞ୍ଜିନିୟର ଆକାଶ ସୋନି କହିଥିଲେ ଦୁଇରୁ ତିନିଦିନ ତ ନିଶ୍ଚିତ ଲାଗିବ । ଆଗାମୀ ଦୁଇଦିନ ମଧ୍ୟରେ ଏହି ପ୍ଲାଣ୍ଟ ଠିକ ହୋଇଯିବ କିନ୍ତୁ ସରକାରୀ ଅଫିସର ଓ ନେତା ମାନଙ୍କ ସେହି ପ୍ରକୃତି କେବେ ଠିକ ହେବ ଏଥିପାଇଁ ଲୋକଙ୍କ ଶ୍ଵାସକ୍ରିୟାରୁ ଅଧିକ ଚିନ୍ତା ତାଙ୍କ ନାମର ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *