କରୋନା ଅପଡେଟ : ଆଜି ୬୧୧୬ ଜଣ କରୋନା ପଜିଟିଭ ଚିହ୍ନଟ, ୭ ଜଣଙ୍କ ମୃତ୍ୟୁ

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୬୧୧୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୪୬ ଜଣ ଚିହ୍ନଟ ହୋଇଥିବା ସମୟରେ ୨୫୭୦ ଜଣ ଲୋକାଲ କେ-ସ ରହିଛି। ଆଉ ୭ ଜଣଙ୍କର କରୋନା ଜନିତ ମୃ-ତ୍ୟୁ ହୋଇଛି।ଏହାକୁ ମିଶାଇ ରାଜ୍ୟରେ ମୋଟ ୧୯୮୮ ଜଣଙ୍କର କରୋନାରେ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୫୧ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୦୨ ଜଣ,ବରଗଡ ଜିଲ୍ଲାରୁ ୨୬୨ ଜଣ,ଭଦ୍ରକ ଜିଲ୍ଲାରୁ ୮୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୮୯ ଜଣ,ବୌଦ୍ଧ ଜିଲ୍ଲାରୁ ୩୨ ଜଣ,କଟକ ଜିଲ୍ଲାରୁ ୩୪୩ ଜଣ,ଦେବଗଡ ଜିଲ୍ଲାରୁ ୩୯ ଜଣ,ଢେଙ୍କାନାଳ ଜିଲ୍ଲାରୁ ୮ ଜଣ,ଗଜପତି ଜିଲ୍ଲାରୁ ୭୮ ଜଣ,ଗଞ୍ଜାମ ଜିଲ୍ଲାରୁ ୧୩୪ ଜଣ,ଜଗତସିଂହପୁର ଜିଲ୍ଲାରୁ ୭୩ ଜଣ,ଯାଜପୁର ଜିଲ୍ଲାରୁ ୩୨୪ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୨୫୪ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୨୧ ଜଣ,କନ୍ଧମାଳ ଜିଲ୍ଲାରୁ ୩୬ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୬ ଜଣ,କେନ୍ଦୁଝର ଜିଲ୍ଲାରୁ ୧୧୮ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୮୭୫ ଜଣ,କୋରାପୁଟ ଜିଲ୍ଲାରୁ ୭୧ ଜଣ, ମାଲକାନଗିରି ଜିଲ୍ଲାରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୫୮ ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୧୮ ଜଣ,ନୟାଗଡ ଜିଲ୍ଲାରୁ ୯୯ ଜଣ,ପୁରୀ ଜିଲ୍ଲାରୁ ୧୮୦ ଜଣ,ରାୟଗଡ଼ା ଜିଲ୍ଲାରୁ ୧୦୪ ଜଣ,ସମ୍ବଲପୁର ଜିଲ୍ଲାରୁ ୨୮୦ ଜଣ,ସୋନପୁର ଜିଲ୍ଲାରୁ ୮ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୭୮୫ ଜଣ ଓ ଷ୍ଟେଟ ପୁଲରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ରାଜ୍ୟରେ ମୋଟ ୪,୦୭,୪୫୭ ଜଣ କରୋନାରେ ଆ-କ୍ରା-ନ୍ତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ ୩,୫୯,୪୬୭ ଜଣ ସୁସ୍ଥ ହୋଇଥିବା ସମୟରେ ୪୫,୯୪୯ ଜଣ ଚିକିତ୍ସାଧୀନରେ ଅଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୯୮,୭୮,୨୫୨ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଛି। ଏଥିସହ କରୋନା ପାଇଁ ୧୯୮୮ ଜଣଙ୍କର ମୃ-ତ୍ୟୁ ହୋଇଥିବା ସମୟରେ ୫୩ ଜଣଙ୍କର ଅନ୍ୟରୋଗରେ ମୃ-ତ୍ୟୁ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *