ମହିଳାଙ୍କ ଦାବୀ : କରୋନା ସମୟରେ ୨ ହଜାର ଝିଅଙ୍କ ସହ ମସ୍ତି କରୁଥିଲା କିମ ଜଙ୍ଗ ଉନ,କିନ୍ତୁ ଲୋକ ଭାବୁଥିଲେ…ଜାଣନ୍ତୁ ପୁରା ଖବର

ଉତ୍ତର କୋରିଆର ହ୍ୟୁମାନ ରାଇଟ୍ସ ଆ-କ୍ଟିଭି-ଷ୍ଟ ଏନୋମିକୁ ଡ-ର ରହିଛି କି, ତାଙ୍କ ସରକାର କିମ ଜଙ୍ଗ ଉନ ତାଙ୍କୁ ମୃ-ତ୍ଯୁଦ-ଣ୍ଡ ଦେଇପାରନ୍ତି କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସେ ତାଙ୍କ ବି-ରୋ-ଧରେ ସ୍ୱର ଉଠାଉଛନ୍ତି । ଉତ୍ତର କୋରିଆ ପ୍ରୋପାଗଣ୍ଡା ଉପରେ ସେ ନିଜର ରା-ୟ ରଖୁଛନ୍ତି ।

ପାର୍କ 2007 ମସିହାରେ ମାନବ ତ-ସ୍କ-ରୀ କରୁଥିବା ଲୋକଙ୍କୁ ଲା-ଞ୍ଚ ଦେଇଥିଲେ ଓ ଏହି ଲୋକମାନେ ଆ-କ୍ଟିଭି-ଷ୍ଟଙ୍କୁ ଆମେରିକା ପହଞ୍ଚାଇ ଦେଇଥିଲେ । ସେ ଏହି ନିଷ୍ପତ୍ତି ଏଥିପାଇଁ ନେଇଥିଲେ କାରଣ କିମ ଜଙ୍ଗ ଉନ ତାଙ୍କ କ୍ୟା-ନ୍ସ-ର ପୀ-ଡ଼ି-ତ ପିତାଙ୍କୁ କଂ-ଷ୍ଟ୍ରେସ-ନ କ୍ୟାମ୍ପରେ ବ-ନ୍ଦୀ କରି ରଖିଥିଲେ ।

ପାର୍କ ଏବେ ଚିକାଗୋରେ ରହୁଛନ୍ତି ଓ ସେ ଲାଗାତର କିମ ଜଙ୍ଗ ଉନଙ୍କର ସତ୍ୟତା ଲୋକଙ୍କ ସାମ୍ନାକୁ ଆଣୁଛନ୍ତି । ସେ ନିଜର ଇଂଷ୍ଟାଗ୍ରାମରେ କହିଥିଲେ କି, ଉତ୍ତର କୋରିଆର ସୁପ୍ରିମ ନିଜ ସହିତ ଦୁଇହଜାର ସେ-କ୍ସ ଗୁଲାମ ରଖିଥାଏ । ପାର୍କଙ୍କୁ ଏବେବି ଭ-ୟ ଲାଗୁଛି କି, ଆମେରିକାରେ ଥିବା ସତ୍ତ୍ୱେ ମଧ୍ୟ କିମ ତାଙ୍କୁ ମା-ରିଦେ-ଇ ପାରନ୍ତି ।

ସେ ଦା-ବି କରି କହିଥିଲେ,କରୋନା ସମୟରେ କିମ ଜଙ୍ଗ ଉନ ଦୁଇହଜାର ସେ-କ୍ସ ଗୁ-ଲା-ମଙ୍କ ସହିତ ପୃଥିବୀର ସ୍ୱର୍ଗ କୁହାଯାଉଥିବା ୱାନ୍ସ କ-ମ୍ପାଉ-ଣ୍ଡରେ କ୍ୱାରେଣ୍ଟାଇନ ଥିଲେ । ଏହି ମହିଳା ମାନଙ୍କୁ ପ୍ଲେ-ଜର ସ୍କ୍ୱା-ର୍ଡ ନାମ ଦିଆଯାଇଛି । ସେମାନେ ଉତ୍ତର କୋରିଆର ହାଇ ପ୍ରୋଫାଇଲ ବ୍ୟକ୍ତି ବିଶେଷ ଓ ଏଲିଟ ପର୍ସନଙ୍କ ସହିତ ମନୋରଞ୍ଜନ କରିଥାନ୍ତି ।

ପାର୍କ ଯେବେ ପବ୍ଲିକ ଇଭେଣ୍ଟକୁ ଯାଆନ୍ତି ତାଙ୍କ ସହ ବ-ଡ଼ିଗା-ର୍ଡ ଯାଇଥାନ୍ତି । ସେ ସନ ୱେବସାଇଟ ସହିତ କଥାବାର୍ତ୍ତା ହୋଇ କହିଥିଲେ କି, ଦୀର୍ଘ ସମୟ ହେବ କିମ ଙ୍କ ଟା-ର୍ଗେ-ଟ ଲିଷ୍ଟରେ ତାଙ୍କ ନାମ ରହିଛି । ମୋତେ ସର୍ବଦା ଡ଼-ର ରହିଛି କି, ତାଙ୍କ ଲୋକ ମୋତେ ଖୋଜି ମା-ରି ଦେଇପାରନ୍ତି ଓ କେତେଥର ମୋ ସି-ଷ୍ଟ-ମ ମଧ୍ୟ ହ୍ୟାକ ହୋଇଯାଇଛି ।

ସେ କହିଛନ୍ତି, ଉତ୍ତର କୋରିଆ ତାଙ୍କୁ ପବ୍ଲିକାଲି ଦେଶର ଶ-ତ୍ରୁ ବୋଲି କହିସାରିଛନ୍ତି କାରଣ ମୁଁ ଓ ମୋ ମାଆ ଦେଶ ଛାଡି ଚାଲି ଆସିଛୁ । ଏହାସହ ସେ ମୋ ପରିବାରର ତିନି ପିଢିକୁ ଦ-ଣ୍ଡ ଦେଇ ଆସୁଛନ୍ତି । ମୋର ସମସ୍ତ ସମ୍ପର୍କୀୟଙ୍କୁ ହୁଏତ ମା-ରି ଦିଆଯାଇଛି କିମ୍ବା ଜେ-ଲ କରାଯାଇଛି ।

କିମ ଜଙ୍ଗ ଉନ 2017 ମସିହାରେ ନିଜର ସାବତ ଭାଇ କିମ ଜଙ୍ଗ ନେମଙ୍କୁ ଏକ ନର୍ଭ ଏଜେଣ୍ଟ ଜ-ରି-ଆରେ ମା-ରି ଦେଇଥିଲେ ଓ ଏହି ଘ-ଟ-ଣା ମାଲେସିଆର ଏୟାରପୋର୍ଟରେ ହୋଇଥିଲା। କୁହାଯାଏ, ତାକୁ ଏଥିପାଇଁ ମା-ରି ଦିଆଗଲା କାରଣ ସେ ଉତ୍ତର କୋରିଆ ଗାଦି ଉପରେ ନିଜର ହକ ମାଗିବାର ଥିଲା ।

ପାର୍କ କହିଥିଲେ, ଜମାଲ ଖଶୋଗିଙ୍କ ଭଳି ପ୍ରସିଦ୍ଧ ପତ୍ରକାରଙ୍କୁ ତୁର୍କୀରେ ମା-ରି ଦିଆଗଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ତାନାଶାହୀ ଅନ୍ୟ ଦେଶରେ ମଧ୍ୟ ହ-ତ୍ୟା କରିପାରନ୍ତି ଓ ଏଥିପାଇଁ ତାଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିନଥାଏ । ଏମିତିରେ ମୋତେ ମୋ ଜୀବନର ଚିନ୍ତା ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *