ରାଜ୍ୟରେ ରେ-କ-ର୍ଡ କରୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୬୬୪୭ ଜଣ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରେ ରେ-କ-ର୍ଡ କରୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୬୬୪୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୮୫୫ ଜଣ ଚିହ୍ନଟ ହୋଇଥିବା ସମୟରେ ୨୭୯୨ ଜଣ ଲୋକାଲ କେ-ସ ରହିଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୪୧ ଜଣ,ବାଲେଶ୍ଵର ଜିଲ୍ଲାରୁ ୫୩ ଜଣ,ବରଗଡ ଜିଲ୍ଲାରୁ ୨୯୦ ଜଣ,ଭଦ୍ରକ ଜିଲ୍ଲାରୁ ୪୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୩୪ ଜଣ,ବୌଦ୍ଧ ଜିଲ୍ଲାରୁ ୩୯ ଜଣ,କଟକ ଜିଲ୍ଲାରୁ ୩୩୬ ଜଣ,ଦେବଗଡ ଜିଲ୍ଲାରୁ ୩୪ ଜଣ,ଢେଙ୍କାନାଳ ଜିଲ୍ଲାରୁ ୩୪ ଜଣ,ଗଜପତି ଜିଲ୍ଲାରୁ ୯୬ ଜଣ,ଗଞ୍ଜାମ ଜିଲ୍ଲାରୁ ୧୬୧ ଜଣ,ଜଗତସିଂହପୁର ଜିଲ୍ଲାରୁ ୬୫ ଜଣ,ଯାଜପୁର ଜିଲ୍ଲାରୁ ୧୩୩ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୪୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୬୧ ଜଣ,କନ୍ଧମାଳ ଜିଲ୍ଲାରୁ ୨୬ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୭ ଜଣ,କେନ୍ଦୁଝର ଜିଲ୍ଲାରୁ ୧୮୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୧୮୯ ଜଣ,କୋରାପୁଟ ଜିଲ୍ଲାରୁ ୬୭ ଜଣ, ମାଲକାନଗିରି ଜିଲ୍ଲାରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୨୨ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨୨୪ ଜଣ,ନୟାଗଡ ଜିଲ୍ଲାରୁ ୧୧୦ ଜଣ,ପୁରୀ ଜିଲ୍ଲାରୁ ୩୯୫ ଜଣ,ରାୟଗଡ଼ା ଜିଲ୍ଲାରୁ ୧୧୬ ଜଣ,ସମ୍ବଲପୁର ଜିଲ୍ଲାରୁ ୧୭୫ ଜଣ,ସୋନପୁର ଜିଲ୍ଲାରୁ ୨ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୭୮୮ ଜଣ ଓ ଷ୍ଟେଟ ପୁଲରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ରାଜ୍ୟରେ ମୋଟ ୪,୦୧,୩୪୧ ଜଣ କରୋନା ରେ ଆ-କ୍ରା-ନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩,୫୬,୦୦୩ ଜଣ ସୁସ୍ଥ ହୋଇଥିବା ସମୟରେ ୪୩,୩୦୪ ଜଣ ଚିକିତ୍ସାଧୀନରେ ଅଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୯୮,୩୪,୪୮୭ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *