ବ୍ୟକ୍ତି ଜଣକ ୧୫ ବର୍ଷ ପର୍ଯ୍ୟନ୍ତ କୌଣସି କାମ କରିନଥିଲେ କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ ଆସିଲା ୪ କୋଟି ୮୬ ଲକ୍ଷ ଟଙ୍କା ଦରମା,ଜାଣନ୍ତୁ ପୁରା ଘ-ଟ-ଣା

ଇଟାଲୀର ଏକ ହସ୍ପିଟାଲର କର୍ମଚାରୀ ଉପରେ 15 ବର୍ଷ ପର୍ଯ୍ୟନ୍ତ କାମ ନକରିବାର ଅ-ଭି-ଯୋ-ଗ ଆସିଛି । ଦ ଗାରଡିୟାନ ରିପୋର୍ଟ ମୁତାବିକ, ବ୍ୟକ୍ତି ଜଣକ 2005 ମସିହାରୁ କାମ କରିବା ବନ୍ଦ କରିଦେଇଥିଲା କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଲାରୀ ଆସିବା ବନ୍ଦ ହୋଇନଥିଲା । ପୋ-ଲି-ସ କହିବା ଅନୁଯାୟୀ, ସଲଭାଟୋର ସ୍କୁମେସ ବ୍ୟାଙ୍କ ଆକାଉଣ୍ଟକୁ ଏହି 15 ବର୍ଷ ମଧ୍ୟରେ 4 କୋଟି 86 ଲକ୍ଷ ଟଙ୍କା ଦରମା ଆସିଛି । ସେ କଟାନଜାରୋ ସହରର ପୁଗଲିସ ସିଆସିଓ ହସ୍ପିଟାଲରେ କାମ କରିବା ବନ୍ଦ କରିଦେଇଥିଲେ ।

ଇଟାଲୀ ଖବର ମୁତାବିକ, ସ୍କୁମେସ ଉପରେ ଧୋକାଧାଡ଼ି,କର୍ଯ୍ୟାଳୟର ଦୁରୂପଯୋଗ କରିବାର ଯାଞ୍ଚ ଚାଲିଛି। ତାଙ୍କର ଅନୁପସ୍ଥିତକୁ ନଜଣାଇବା ଓ ତାଙ୍କର କାର୍ଯ୍ୟବାହୀ ନକରିବାରୁ ହସ୍ପିଟାଲର ଅନ୍ୟ ଛଅ ପ୍ରବନ୍ଧକଙ୍କୁ ଯାଞ୍ଚ କରାଯାଉଛି ।

ମାମଲା ଉପରେ ପୋ-ଲି-ସ ଧୋକାଧାଡି ଓ ଅନୁପସ୍ଥିତି କାର୍ଯ୍ୟବାହୀ ଉପରେ ପୋଲିସ ଯାଞ୍ଚ କରୁଥିବାର ସାମ୍ନାକୁ ଆସୁଛି, ଯାହାକି ଇଟାଲୀର ସାର୍ବଜନିକ କ୍ଷେତ୍ରରେ ବ୍ୟାପ୍ତ ଅଛି, ଯାଞ୍ଚ ସମୟରେ ପାର୍ଟ ଟାଇମର କର୍ଡ଼ନେମ, ପୋ-ଲି-ସ ହସ୍ପିଟାଲର ଅନ୍ୟ ସଦସ୍ୟଙ୍କ ଠାରୁ ବୟାନ ଜାରି କରୁଛି ।

2005 ମସିହାରେ, ଏହି ବ୍ୟକ୍ତି ଜଣକ ନିଜ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଧ-ମ-କ ଦେଲେ ଓ କହିଲେ ସେ ତାଙ୍କ ବିରୁଦ୍ଧରେ ଅନୁଶାସନାତ୍ମକ ରିପୋର୍ଟ ଦର୍ଜ କରିବାକୁ ଅଟକାନ୍ତୁ । ନିର୍ଦେଶକଙ୍କ ସେବାନିବୃତ ହେବାପରେ ବ୍ୟକ୍ତିଙ୍କ ଅନୁପସ୍ଥିତ ଜାରି ରହିଲା । କାରଣ ନାକି ମାନବ ସଂସାଧନ ଓ ନାକି ନିର୍ଦ୍ଦେଶକଙ୍କ ଉତ୍ତରାଧିକାରୀ ଦେଖିଥିଲେ କି, ସେ କାମ କରୁନାହିଁ । ବ୍ୟକ୍ତି ଜଣକ ନିଜର ବେତନ ନେବା ଜାରି ରଖିଥିଲେ ।

2016, ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମାଟେଓ ରେଞ୍ଜି କେତେକ ଷ୍ଟିଙ୍ଗ ଓ ଯାଞ୍ଚ ପରେ ଖୁଲାସା କରିଥିଲେ କି, ଇଟାଲବୀ ସାର୍ବଜନିକ କ୍ଷେତ୍ରରେ କେଉଁଭଳି ଲୋକଙ୍କର ଅନୁପସ୍ଥିତି ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *