ଦୁଇ ସୈନିକ ଭାଇଙ୍କ କାରନାମା : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀ ସହ ରଖିଲେ ଜବରଦସ୍ତ ସ-ମ୍ବ-ନ୍ଧ,ପି-ଡି-ତା ସୁଣାଇଲେ କାହାଣୀ

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ସ-ମ୍ପ-ର୍କ ବନାଇବା ମାମଲା ସବୁବେଳେ ସାମ୍ନାକୁ ଆସିଥାଏ|ଏଥିରେ ଆ-ରୋ-ପୀ ପ୍ରଥମେ ପି-ଡି-ତାଙ୍କୁ ବିଶ୍ୱାସ ଜନ୍ମାଏ ଯେ ସେ ବିବାହ କରିବ|ପୁଣି ତା ଉପରେ ଶା-ରି-ରୀ-କ ସ-ମ୍ପ-ର୍କ ବନାଇବା ପାଇଁ ଚାପ ପକାଏ|ପୁଣି ପରେ ବିବାହରେ ନାରାଜ ହୋଇଯାଏ|ହିମାଚଳ ପ୍ରଦେଶର ପାଂବଟା ସାହିବରେ ଏକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ଯେ ଆ-ରୋ-ପୀ ନିଜର ଛୋଟ ଭାଇଙ୍କୁ ପି-ଡି-ତ ସହ ସମ୍ପର୍କ ରଖିବାକୁ ଖୋଲା ଛାଡିଦେଲା|

ପି-ଡି-ତ ଯୁବତୀଙ୍କ ଅନୁସାରେ ଆ-ରୋ-ପୀ ପୁଅ ତାଙ୍କ ସହ ୨୦୧୫ରୁ ଶା-ରୀ-ରି-କ ସ-ମ୍ପ-ର୍କ ରଖି ଆସୁଥିଲେ|ଏହି ଯୁଵକଙ୍କ ନାମ ପରବିନ୍ଦ୍ର କୁହାଯାଉଛି|ତାଙ୍କ ଛୋଟ ଭାଇର ନାମ ପ୍ରବେଶ କପୁର|ଦୁଇ ଭାଇ ସୈନ୍ୟରେ କାର୍ଯ୍ୟରତ|ପିଡିତ ଯୁବତୀ ପାଂବଟା ସାହିବରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ|ଏହି ଚାକିରି ସମୟରେ କଫେଟା ଅରବିନ୍ଦ୍ରଙ୍କ ସହ ସ-ମ୍ପ-ର୍କ ହୋଇଥିଲା|

ଯୁବତୀଙ୍କ ଅନୁଯାୟୀ ପରବିନ୍ଦ୍ର ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେହି ଆଧାରରେ ବହୁବାର ସମ୍ବନ୍ଧ ବନାଇଥିଲେ|ଏତିକି ନୁହେଁ ସେ ନିଜର ଛୋଟ ଭାଇ ସହ ଫୋନରେ କଥା ହେବାପାଇଁ ବାଧ୍ୟ କରିଥିଲେ|ପୁଣି ଆ-ରୋ-ପୀ–ର ଭାଇ ସୁଯୋଗ କ୍ରମେ ପିଡିତା ସହ ଜଙ୍ଗଲରେ ଦୁ-ଷ୍କ-ର୍ମ- କରିଥିଲେ|ଏବେ ଯୁବତୀ ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି|

ସେ ଦୁଇ ସୈନ୍ୟ ଭାଇଙ୍କ ବି-ରୁ-ଦ୍ଧ-ରେ ପୁରୁବାଲା ପୋଲିସ ଥାନାରେ ଅ-ଭି-ଯୋ-ଗ ଦାଖଲ କରିଛନ୍ତି|ଯୁବତୀ ମଧ୍ୟ କହିଛନ୍ତି ଯେ ଆ-ରୋ-ପୀ-ଙ୍କ ଭାଇ ତା ସହ ରେ-ପ ପରେ କହିଲା ଯେ ଯଦି ଏହି କଥା କାହାକୁ ଜଣାଏ ତେବେ ଜୀ-ବ-ନ-ରୁ ମା-ରି-ଦେ-ବ|ଯଦିଓ ଯୁବତୀ ଏଥିରେ ନଡରି ଅ-ଭି-ଯୋ-ଗ ପାଇଁ ଥାନାରେ ପହଞ୍ଚିଲା|

ଅ-ଭି-ଯୋ-ଗ ପରେ ପୋ-ଲି-ସ୍ ଏହି ମାମଲାର ତଦନ୍ତ କରୁଛି|ଡିଏସପି ପାଂବଟା ବୀର ବାହାଦୁର ଓ ପୁରୁବାଲା ଥାନା ପ୍ରଭାରୀ,ମହିଳା ପୋ-ଲି-ସ-ର ସଂଯୁକ୍ତ ଦଳ ପି-ଡି-ତ ଯୁବତୀଙ୍କ ଅ-ଭି-ଯୋ-ଗ କ୍ରମେ ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି|ଆଶାକରେ ଦୁଇ ଆ-ରୋ-ପୀ ଭାଇଙ୍କୁ ଯଥାଶୀଘ୍ର ସଜ୍ଜା ମିଳିବ|

ଏହିଭଳି ମାମଲାରେ ଯୁବତୀଙ୍କ ପାଇଁ ଏକ ଝଟକା ଯେ ଯେଉଁ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ତା ସହ ଶା-ରୀ-ରି-କ ସମ୍ପର୍କ ରଖିଥାଏ|ପ୍ରଥମେ ଯୁଵକକୁ ଓ ତାର ଲକ୍ଷ୍ୟକୁ ବୁଝିବାକୁ ପଡିବ|ଯାହାକିଛି ବିବାହ ପରେ କରିବା ଆବଶ୍ୟକ|ଯୁବତୀଙ୍କ ସହ ଏଭଳି କରୁଥିବା ଯୁଵକଙ୍କୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *