ବୟଫ୍ରେଣ୍ଡକୁ ବ-ର୍ବା-ଦ କରିବା ପାଇଁ ମହିଳା ଜଣକ ମି-ଛରେ କଲେ ରେ-ପ କେ-ସ, ବର୍ତ୍ତମାନ ୪ ବର୍ଷ ପାଇଁ ଜେ-ଲ ଦ-ଣ୍ଡ,ଜାଣନ୍ତୁ ପୁରା ଘ-ଟ-ଣା

ବ୍ରିଟେନରେ ଜଣେ ମହିଳାକୁ ଯେତେବେଳେ ଜଣାପଡିଲାକି ତାଙ୍କର ବୟଫ୍ରେଣ୍ଡ ପ୍ରଥମରୁ ବିବାହିତ ଥିଲେ ସେତେବେଳେ ସେ ସହିପାରିଲେ ନାହିଁ ଓ ନିଜର ବୟଫ୍ରେଣ୍ଡଙ୍କ ଜୀବନ ଖରାପ କରିବା ନିଜ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରିନେଲେ। ଏହି ମହିଳା ବର୍ତ୍ତମାନ ଜେ-ଲରେ ଅଛନ୍ତି।

୨୦୧୪ରେ ଅ-ନି-ଶାଙ୍କୁ ଜଣାପଡିଥିଲାକି ତାଙ୍କର ବୟଫ୍ରେଣ୍ଡ ଇକବାଲ ମହମ୍ମଦ ବିବାହିତ। ଅ-ନି-ଶା ଶୁଣିକରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସେ ନିଷ୍ପତ୍ତି ନେଇଥିଲେକି ଇକବାଲଙ୍କ ବି-ରୁ-ଦ୍ଧରେ ଧୋ-କାର ଏକ ବଡ ଦ-ଣ୍ଡ ଦେବେ। ଏହାପରେ ଅ-ନି-ଶା ଇକବାଲଙ୍କ ବି-ରୁ-ଦ୍ଧରେ ଏକ ରେ-ପର ମି-ଥ୍ୟା ଆ-ରୋ-ପ ଲଗାଇଦେଲେ।

ଇକବାଲ ଓ ଅ-ନି-ଶାଙ୍କ ସାକ୍ଷାତ ଲିଙ୍କଡିନ ଦ୍ଵାରା ହୋଇଥିଲା। ଅନି-ଶା ଅକ୍ସଫୋର୍ଡର ଏକ ଲୋ ଫର୍ମରେ କାମ କରନ୍ତି। ଏହାପରେ ଦୁଇଜଣ ଦେଖା କରିବାକୁ ଲାଗିଲେ ଓ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା। କୋ-ର୍ଟ ସମ୍ମୁଖରେ ଦ-ଲି-ଲ ପ୍ରସ୍ତୁତ କରାଯାଇଥିଲାକି ଅନି-ଶା ସୁନିୟୋଜିତ ଭାବରେ ଇକବାଲଙ୍କର ଜୀବନକୁ ଖରାପ କରିବା ଆରମ୍ଭ କରିଥିଲେ।

ଅନି-ଶା କିଛି ଧ-ମ-କ ପୂର୍ଣ ଫେ-କ ଇମେଲ ମଧ୍ୟ ପ୍ରସ୍ତୁତ କରିଥିଲେ। ସେ ଫେ-କ ଇମେଲ ସାହାରାରେ ନିଜକୁ ଧ-ମ-କ ଦେଇଥିଲେ ଓ ମେଲ ସେଣ୍ଡରରେ ଇକବାଲଙ୍କର ନାମ ଲେଖାଯାଇଥିଲା। ଅନି-ଶା ଏହି ମେଲକୁ ପ୍ରମାଣ ରୂପରେ ଦେଖାଇ କହିଲେକି ଇକବାଲ ତାଙ୍କୁ ମା-ରି-ବା ପାଇଁ ଧ-ମ-କ ଦେଉଥିଲେ ଓ ଇକବାଲ ତାଙ୍କୁ ବ୍ଲା-କମେ-ଲ କରିବା ପାଇଁ ଚେଷ୍ଟା କରୁଥିଲେ। ଇକବାଲଙ୍କୁ ଏହାପରେ ଏ-ରେ-ଷ୍ଟ କରିନିଆଯାଇଥିଲା।

ଇକବାଲ ଏହି ସମୟରେ କହିଥିଲେକି ସେ ଧ-ମ-କପୂ-ର୍ଣ ମେଲ କରିନାହାନ୍ତି ଓ ସେ କିଛି ଆଇଟି ବିଶେଷଜ୍ଞଙ୍କୁ ସାହାଯ୍ୟ ମା-ଗିଥି-ଲେ ଯାହାପରେ ପ୍ରମାଣ ହୋଇଯାଇଥିଲାକି ଇମେଲ ଇକବାଲ ନୁହେଁ ବରଂ ଅନି-ଶା କରିଥିଲେ। ଅନି-ଶାଙ୍କୁ ଗି-ର-ଫ କରିନିଆଗଲା। ସେ ସ୍ଵୀ-କା-ର କରିଲେକି ଫେ-କ ଇମେଲ ସେ କରିଛନ୍ତି କିନ୍ତୁ ଏହା ସହ କହିଲେକି ବର୍ତ୍ତମାନ ମଧ୍ୟ ତାଙ୍କୁ ଇକବାଲ ହେରେସ କରୁଛନ୍ତୁ।

ଅନି-ଶାଙ୍କ ମଧ୍ୟରେ ପ୍ର-ତିଶୋ-ଧର ନି-ଆଁରେ ଏତେ ଥିଲାଯେ ଏହା ପରେ ମଧ୍ୟ ସେ ଅଟକି ନଥିଲେ। ବର୍ତ୍ତମାନ ଅନି-ଶା ଇକବାଲଙ୍କ ଉପରେ ବ-ଳା-ତ୍କା-ର କରିବାର ଅ-ଭି-ଯୋ-ଗ କରିଛନ୍ତି। ସେ ନିଜର ଘ-ଟ-ଣାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ ମଧ୍ୟ ତାଙ୍କ ଅ-ପହ-ରଣର ଯୋଜନା କରିଥିଲେ। ଇକବାଲଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ଏସବୁର ବହୁତ ଖରାପ ପ୍ରଭାବ ପଡିଥିଲା। ତାଙ୍କ ସାମ୍ନାରେ ତାଙ୍କ କ୍ୟାରିୟର ଏବଂ ପାରିବାରିକ ଜୀବନ ନଷ୍ଟ ହେବାକୁ ଲାଗିଲା।

ଏହି ମା-ମ-ଲାରେ ଇକବାଲ କହିଛନ୍ତିଯେ ଏହା ମୋ ପାଇଁ କେତେ ଭ-ୟଙ୍କ-ର ଥିଲା ମୁଁ ଶବ୍ଦରେ କହିପାରିବି ନାହିଁ। ମୁଁ କିଛି ବର୍ଷ ପୂର୍ବେ ହଲିଉଡ ଫିଲ୍ମ ଫଟେଲ ଏଟ୍ରାକ୍ସନ ଦେଖିଥିଲି, କିନ୍ତୁ ବର୍ତ୍ତମାନ ମୁଁ ସେହି ଫିଲ୍ମ ଦେଖିପାରିବି ନାହିଁ କାରଣ ଯେଉଁପରି ଭାବରେ ସେହି ମହିଳା ଫିଲ୍ମରେ ପ୍ର-ତିଶୋ-ଧ ନେବାକୁ ଚାହାଁନ୍ତି, ମୋ ସହ ମଧ୍ୟ ସେହିଭଳି ଘ-ଟ-ଣା ଘ-ଟିଥି-ଲା।

ସେହିପରି ଇକବାଲଙ୍କ ଓ-କି-ଲ କହିଲେଯେ ସେ ରିଜେକସନ ସମ୍ଭାଳି ପାରିଲେ ନାହିଁ। ଏହି କାରଣରୁ ତାଙ୍କର ବ୍ୟବହାର ହେଇ ଯାଉଥିଲା। ସେ ଇମୋସନାଲ ସ୍ତରରେ ସାମାନ୍ୟ ନାହାନ୍ତି ଓ ତାଙ୍କ ମଧ୍ୟରେ ପ-ର୍ସନା-ଲିଟି ଡି-ସଅ-ର୍ଡର ଅଛି। କୋ-ର୍ଟ ଏହି ମା-ମ-ଲାରେ ଅନି-ଶାଙ୍କୁ ଚାରି ବର୍ଷର ଦ-ଣ୍ଡ ଶୁଣାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *