ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆ-କ୍ରା-ନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୬୨୧୫ ଜଣ ପଜିଟିଭ ଚିହ୍ନଟ

ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୨୬୧୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡ଼ା ଜିଲ୍ଲାରୁ ୪୪୬ ଜଣ,କଳାହାଣ୍ଡି ଜିଲ୍ଲାରୁ ୬୮୨ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୬୮୪ ଜଣ,ଅନୁଗୁଳ ଜିଲ୍ଲାରୁ ୧୭୩ ଜଣ,ବାଲେଶ୍ଵର ଜିଲ୍ଲାରୁ ୭୯ ଜଣ,ବରଗଡ ଜିଲ୍ଲାରୁ ୨୬୮ ଜଣ,ଭଦ୍ରକ ଜିଲ୍ଲାରୁ ୮୬ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୧୧ ଜଣ,କଟକ ଜିଲ୍ଲାରୁ ୩୮୩ ଜଣ,ଗଞ୍ଜାମ ଜିଲ୍ଲାରୁ ୬୭ ଜଣ,ଯାଜପୁର ଜିଲ୍ଲାରୁ ୮୫ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୨୬୧ ଜଣ,କେନ୍ଦୁଝର ଜିଲ୍ଲାରୁ ୧୫୭ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୩,୯୪,୬୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୩,୫୩,୫୫୧ ଜଣ ସୁସ୍ଥ ହୋଇସାରିଲାଣି। ୩୯୧୧୭ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୯୭,୯୩,୪୭୦ ତି ସାମ୍ପୁଲ ଟେଷ୍ଟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *