ମାସ୍କ ଲଗାଇ ନ ଥିବାରୁ ପୋ-ଲିସ ଅଟକାଇଲା, ତା’ପରେ କହିବାକୁ ଲାଗିଲା ମୁଁ ମେୟରଙ୍କ ଭଣଜା,ତତେ ସସ୍ପେଣ୍ଡ କରାଇଦେବି…ଜାଣନ୍ତୁ ପୁରା ଘଟଣା

ଦେଶରେ କରୋନା ମାମଲା ବହୁତ ଦ୍ରୁତ ଗତିରେ ବଢିଚାଲିଛି ଏବଂ ଅନେକ ରାଜ୍ୟରେ ସରକାରଙ୍କ ଦ୍ୱାରା ଅନେକ ପ୍ରତିବନ୍ଧକ ମଧ୍ୟ କରାଯାଇଛି | କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ଅବହେଳା କରୁଛନ୍ତି ଏବଂ ଯେତେବେଳେ ପୋ-ଲି-ସ ସେମାନଙ୍କୁ କରୋନା ନିୟମ ପାଳନ କରିବାକୁ କହୁଛନ୍ତି, ସେତେବେଳେ ଯୁକ୍ତି କରୁଛନ୍ତି | ନିକଟରେ ଛତିଶଗଡର ରାଜଧାନୀ ରାୟପୁରରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି | ଯେଉଁଠାରେ ପୋ-ଲି-ସ ଜଣେ ଯୁବକଙ୍କୁ ମାସ୍କ ପିନ୍ଧି ନ ଥିବାରୁ ଅଟକାଇଥିଲା | ତେଣୁ ସେ ପୋ-ଲି-ସ କର୍ମଚାରୀଙ୍କୁ ସସ୍ପେଣ୍ଡ କରିଦେବ କହି ଧ-ମ-କ ଦେଲା |

ଭାଇରାଲ ଭିଡିଓରେ ସ୍କୁଟିରେ ବସିଥିବା ଯୁବକ ମାସ୍କ ନ ଲଗାଇ ଯାଉଥିଲେ | ପୋଲିସ ଯେତେବେଳେ ତାଙ୍କୁ ଅଟକାଇ ମାସ୍କ ବିଷୟରେ ପଚାରିଲା, ସେ ସେତେବେଳେ ସ୍ଟାଟସ ବିଷୟରେ କହିବାକୁ ଲାଗିଲା | କେବଳ ଏତିକି ନୁହେଁ ସେ ପୋ-ଲି-ସ କର୍ମଚାରୀଙ୍କୁ କହିଛନ୍ତି ଯେ ସେ ସେମାନଙ୍କୁ ସସ୍ପେଣ୍ଡ କରିପାରିବ | ଭାଇରାଲ ଭିଡିଓରେ ଦେଖାଯାଇଥିବା ଯୁବକ ପୋ-ଲି-ସକୁ କହିଛନ୍ତି ଯେ ସେ ରାୟପୁର ମେୟର ଏଜାଜ ଢ଼େବରଙ୍କ ଭଣଜା ଅଟେ | ଏହା ସହିତ ସେ ପୋ-ଲି-ସକୁ ସସ୍ପେଣ୍ଡ କରେଇବାକୁ ଧ-ମ-କ ଦେବାକୁ ଲାଗିଲା |

ପୋ-ଲି-ସ ତାଙ୍କୁ ବୁଝାଇବାକୁ ଲାଗିଲା ଯେ କଣ ତୁମର କରୋନା ହେବ ନାହିଁ | ଏହା ଉପରେ ମେୟରଙ୍କ ଭଣଜା ରାଗିଯାଇ କାହାକୁ ଫୋନ କଲେ ଏବେ ପୋଲିସ ମାନଙ୍କୁ କହିଚାଲିଲା ତୁମେ ମତେ ହିରୋ କିପରି କହିଲା | ତୁମେମାନେ ମୋ ସହିତ ଖରାପ ଭାବରେ କଥାବାର୍ତ୍ତା କରିଛ | ଏହାମଧ୍ୟରେ ଯେଉଁ ବ୍ୟକ୍ତି ଭିଡିଓ ତିଆରି କରୁଥିଲେ, ତାଙ୍କୁ ଯୁବକ ଭିଡିଓ ତିଆରି କରିବାରେ ଅଟକାଇଦେଲେ | ସେହିପରି ମାମଲା ବିଗିଡି ଯାଉଥିବାର ଦେଖି ଯୁବକ ଜଣକ ନିଜ ରାଗକୁ ନିୟନ୍ତ୍ରଣ କଲେ ଏବଂ କହିଥିଲେ ଯେ ମୁଁ ମାସ୍କ କିଣିବାକୁ ଯାଉଛି | ଏହାସହିତ ପୋ-ଲି-ସ ଯୁବକଙ୍କର ୫୦୦ ଟଙ୍କା ଚାଲାଣ ମଧ୍ୟ କାଟିଦେଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *