କଲେଜରେ ପଢଥିବା ଶାଳୀ ସହ ଦୁ-ଷ୍କ-ର୍ମ କରିଲେ ଭିଣୋଇ, ବିବାହ ଠିକ ହୋଇଯିବା ପରେ ଭା-ଇରା-ଲ କରିଦେଲେ ଅ-ଶ୍ଳୀ-ଳ ଭିଡିଓ

ଭିଣୋଇ ଶାଳୀ ସହ ଦୁ-ଷ୍କ-ର୍ମ କରିଲେ। ଭିଣୋଇ ବିବାହ ପୂର୍ବରୁ ଭା-ଇରା-ଲ କରିଦେଲା ଅ-ଶ୍ଲୀ-ଳ ଭିଡିଓ। ଏହି ଘ-ଟ-ଣାକୁ ନେଇ ପୀ-ଡି-ତା ଥା-ନାରେ ଅ-ଭିଯୋ-ଗ କରିଛନ୍ତି ଓ ବର୍ତ୍ତମାନ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ପୀ-ଡି-ତା ଜଣକ ହେଉଛନ୍ତି ଯୁକ୍ତ ୩ର ଶେଷ ବର୍ଷର ଛାତ୍ରୀ। ରାଜସ୍ଥାନର ଭରତପୁରରେ ରହୁଥିବା ୨୧ ବର୍ଷୀୟ ପୀ-ଡି-ତା ନିଜର ଭିଣୋଇଙ୍କ ବି-ରୋ-ଧରେ ଥା-ନାରେ ଏକ ଏ-ତ-ଲା ଦେଇଛନ୍ତି। ପୀ-ଡି-ତାଙ୍କ କହିବା ଅନୁସାରେ, ତାଙ୍କର ଭିଣୋଇ ଅଲଓ୍ୱାରରେ ରୁହନ୍ତି। ଗତ ଫେବ୍ରୁଆରୀ ମାସରେ ଆ-ରୋ-ପୀ ଭିଣୋଇ ପୀ-ଡି-ତାଙ୍କୁ ପ୍ର-ଲୋଭ-ନ ଦେଖାଇ ଅଲଓ୍ୱାର ନେଇଯାଇଥିଲେ।

ଅଲଓ୍ୱାରରେ ଭିଣୋଇ ୩ ଦିନ ପର୍ଯ୍ୟନ୍ତ ପୀ-ଡି-ତାଙ୍କ ସହ ଅନେକ ଥର ଦୁ-ଷ୍କ-ର୍ମ କରିଥିଲେ। ଏହା ସହିତ ମୋବାଇଲରେ ଏହାକୁ ମଧ୍ୟ ରେ-କ-ର୍ଡିଂ କରିଥିଲେ। ଭିଣୋଇ ତାଙ୍କୁ ନି-ଶାଦେ-ଇ ଦୁ-ଷ୍କ-ର୍ମ କରିଥିଲେ ଓ ପରେ ତାଙ୍କୁ ଷ୍ଟେ-ସ-ନରେ ଛାଡି ଫେ-ରା-ର ହୋଇଯାଇଥିଲେ। ଏପରିକି ପୀ-ଡି-ତାଙ୍କର ବିବାହ ସ୍ଥିର ହେବା ପରେ ମଧ୍ୟ ଭିଣୋଇ ଜଣଙ୍କ ସୋସିଆଲ ମିଡିଆରେ ଏହି ଅ-ଶ୍ଲୀ-ଳ ଭିଡିଓକୁ ଭା-ଇରା-ଲ କରିବା ସହିତ ତାଙ୍କର ଭାବିସ୍ୱାମୀଙ୍କୁ ମଧ୍ୟ ଏହି ଦୁ-ଷ୍କ-ର୍ମର ଭିଡିଓ ପଠାଇଛନ୍ତି। ଏହି ବିଷୟରେ ପୀ-ଡ଼ି-ତା ଅ-ଭିଯୋ-ଗ କରିଛନ୍ତି।

ଉଚ୍ଚୈନ ଥା-ନାର ଅଧିକାରୀ ନରେନ୍ଦ୍ର ସିଂ ରାଜାବତ କହିଛନ୍ତିଯେ, ଜଣେ ଯୁବତୀ ନିଜର ଭିଣୋଇଙ୍କ ବି-ରୋ-ଧରେ ଏହି ଅ-ଭିଯୋ-ଗ ଆଣିଛନ୍ତି। ଭିଣୋଇ ତାଙ୍କୁ ପ୍ର-ଲୋଭ-ନ ଦେଖାଇ ନି-ଶାଦ୍ର-ବ୍ୟ ଦେଇ ଦୁ-ଷ୍କ-ର୍ମ କରିଥିବାର ଅ-ଭିଯୋ-ଗ କରିଛନ୍ତି। ବିବାହ ସ୍ଥିର ହେବା ପରେ ଅ-ଭିଯୁ-କ୍ତ ସେହି ଯୁବତୀଙ୍କର ଭା-ବିସ୍ୱା-ମୀଙ୍କୁ ଏହି ଭିଡିଓ ପଠାଇ ଦେଇଛନ୍ତି। ବର୍ତ୍ତମାନ ଅ-ଭିଯୁ-କ୍ତଙ୍କୁ ଗି-ର-ଫ କରାଯାଇଛି। ଏହାସହ ମା-ମ-ଲାର ତ-ଦ-ନ୍ତ ଚାଲିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *