ଗୋଟିଏ କୁକୁର ବୁଡିଯାଉଥିବା ସମୟରେ ଅନ୍ୟ କୁକୁରଟି କଲା ଏମିତି କାମ,ଦେଖନ୍ତୁ ଭିଡିଓ

କୁହାଯାଏ ମଣିଷ ଏକ ଭୁଲର ପୁତଳା ଅଟେ, ପ୍ରତିଦିନ ସେ କିଛି ନା କିଛି ଶିକ୍ଷା ଲାଭ କରିଥାଏ । ମଣିଷ ବହୁତ ବାର ନିଜ ଭୁଲରୁ ଶିଖିଥିବା ବେଳେ ଅନ୍ୟ ମାନଙ୍କ କାମରୁ କିଛି ଶିକ୍ଷା ଲାଭ କରିଥାଏ । ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ମଣିଷ ଏହି ଦୁଇଟି କୁକୁରକୁ କିଛି ଶିଖିବାର ମୌକା ମିଳିଛି ।

ଏହି ଭିଡ଼ିଓକୁ ରାଇପସ ଚ୍ୟାପମାନ ଟ୍ୱିଟର ମାଧ୍ୟମରେ ଶେୟର କରିଥିଲେ । ନ୍ୟୁଜ ଲେଖା ଯିବା ଆଗରୁ ଏହାକୁ 29 ଲକ୍ଷରୁ ଅଧିଲ ଭିୟୁ ମିଳିସାରିଥିଲା । ଏହା ଏକ ସିକ୍ୟୁରିଟି କ୍ୟାମେରାରେ କ୍ୟାପଚର ହୋଇଥିବା ଭିଡ଼ିଓ ଅଟେ । ଏଥିରେ ଏକ କୁକୁର ସ୍ୱିମିଙ୍ଗ ପୁଲରେ ପଡିଯାଉଛି, ସେ ବାହାରିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ ବାହାରି ପାରେନାହିଁ । ସେସମୟରେ ସେଠାକୁ ଏକ ଲାବ୍ରେଡୋର କୁକୁର ଆସି ସାହାର୍ଯ୍ୟ କରୁଛି ।

ସୂଚନା ଅନୁଯାୟୀ, ଏହି ଭିଡ଼ିଓକୁ Boksburg city, ଦକ୍ଷିଣ ଆଫ୍ରିକା ଅଞ୍ଚଳର ଅଟେ । ଯେଉଁ କୁକୁର ସାହାର୍ଯ୍ୟ କରୁଛି ତା’ ନାମ ଜେସି ଅଟେ ଓ ଯିଏ ସ୍ୱିମିଙ୍ଗ ପୁଲରେ ବୁଡି ଯାଉଛି ତା’ନାମ ଚକି ଅଟେ । ଶେଷରେ ଜେସି ନିଜ ଦାନ୍ତରେ ଚକି କୁ କାମୁଡ଼ି ସ୍ୱିମିଙ୍ଗ ପୁଲ ବାହାରକୁ ବାହାର କରିଦେଉଛି । ଏହି ଭିଡ଼ିଓକୁ ଦେଖି କୁକୁରଟି ହଇରାଣ ହୋଇଯାଉଛି ।

ଲୋକମାନେ କହିଲେ କିଛି ତ ଶିଖ :-

ୟୁଜର୍ସ ଏହି କମେଣ୍ଟ କଲେ କି, ଏହି ଭିଡ଼ିଓକୁ ଦେଖି ଲୋକମାନେ ଅସୁବିଧା ସମୟରେ ପରସ୍ପରର ସାହାର୍ଯ୍ୟ କରିବା ଉଚିତ । ଆପଣଙ୍କୁ ଜାଣିବାକୁ ହେବ, ମଣିଷ ଏହି ଭିଡ଼ିଓରେ କଣ ଶିଖିପାରିବେ । ନିଜର ମତ ଜରୁରୀ ଭାବରେ ଏଥିରେ ଦିଅନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *