ନୂଆ ଉପାୟରେ ଲୁ-ଟି-ଲେ ଦମ୍ପତିଙ୍କ ଠାରୁ, ଲୁ-ଟିନେ-ଲେ ୩୦ହଜାର ଟଙ୍କା ପାଦ ଧୂଳି ନେଇ

ନୂଆ ଉପାୟରେ ଦମ୍ପତିଙ୍କ ଠାରୁ ଲୁ-ଟି-ଲେ। ସମ୍ପର୍କୀୟଙ୍କର ପରିଚୟ ଦେଇ ଦମ୍ପତିଙ୍କର ପାଦଧୂଳି ନେଇ ଲୁ-ଟେ-ରା ଲୁ-ଟି ନେଲେ ୩୦ ହଜାର ଟଙ୍କା। ଏହି ଲୁ-ଟ ଘ-ଟ-ଣାର ସମସ୍ତ ଚିତ୍ର ସିସିଟିଭି କ୍ୟାମେରାରେ ରେ-କ-ର୍ଡ ହୋଇଛି।

ଖବର ଅନୁସାରେ, ସୋର ପାଖର ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ନିଜର ଆବାସ ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ନେଇ ବ୍ୟାଙ୍କର ଉପର ମହଲାରୁ ତଳ ମହଲାକୁ ଆସିଥିଲେ। ବାଇକରେ ଲୁ-ଟେ-ରା ପହଞ୍ଚିଥିଲେ ବୃଦ୍ଧ ଦମ୍ପତିଙ୍କର ପାଦ ଧୂଳି ନେଇଥିଲେ ଏବଂ ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଘରେ ଛାଡିଦେବେ କହି ବାଧ୍ୟ କରି ବାଇକରେ ବସେଇଥିଲା ଓ ଟଙ୍କା ବ୍ୟାଗକୁ ଗାଡ଼ି ହ୍ୟାଣ୍ଡେଲରେ ଲୁ-ଟେ-ରା ଟା-ଙ୍ଗିଥି-ଲା। କିଛି ବାଟ ଯିବା ପରେ ରାଇପୁରଠାରେ ଦମ୍ପତିଙ୍କୁ ଗାଡିରୁ ଓଲ୍ହାଇ ଦେଇ ବ୍ୟାଗ ଧରି ଚଂପଟ ମା-ରି ଥିଲା ଲୁ-ଟେ-ରା। ସିସିଟିଭି ଫୁଟେଜ ଅନୁସାରେ ପୋ-ଲି-ସ ଏହି ମା-ମ-ଲାର ତ-ଦ-ନ୍ତ ଆରମ୍ଭ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *