ଝ-ରାଫୁ-ଲର ମୃ-ତ୍ୟୁର ର-ହ-ସ୍ୟ ଉପରେ ଫିଟିବ ଗୁମର! ଅ-ଭିଯୁ-କ୍ତ ରାକେଶର ସହଯୋଗୀ ଶକ୍ତି ଶେଖରଙ୍କୁ ପୋ-ଲି-ସ ଗି-ର-ଫ କରିଲା

ଯାଜପୁର ଜିଲ୍ଲାର ମୂଳାପାଳଠାରେ ଘ-ଟିଥି-ବା ଏକ ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନିର ଛାତ୍ରୀ ଝ-ରାଫୁ-ଲଙ୍କର ମୃ-ତ୍ୟୁ ମା-ମ-ଲାର ମୁଖ୍ୟ ଅ-ଭିଯୁ-କ୍ତ ରାକେଶଙ୍କର ସହଯୋଗୀ ଶକ୍ତି ଶେଖର ସ୍ବାଇଁଙ୍କୁ ଗି-ର-ଫ କରାଯାଇଛି। ଯାଜପୁର ପୋ-ଲି-ସ ଭୁବନେଶ୍ବରରୁ ଶକ୍ତି ଶେଖରଙ୍କୁ ଗି-ର-ଫ କରିଛି। ଘ-ଟ-ଣା ପରଠୁ ଶକ୍ତି ଶେଖର ଫେ-ରା-ର ଥିଲେ। ଯାଜପୁର ପୋ-ଲି-ସ ତାଙ୍କୁ ଧରିବା ପାଇଁ ଅପ୍ରାଣ ଉ-ଦ୍ୟ-ମ ଜା-ରି ରଖିଥିଲା। ପୋ-ଲି-ସ ହାତରେ ଶେଷରେ ଶକ୍ତି ଶେଖର ଧ-ରାପ-ଡିଛି। ଗତ ୧୨ ତାରିଖରେ ଝ-ରାଫୁ-ଲଙ୍କ ମୃ-ତ୍ୟୁ ମା-ମ-ଲାରେ ସାମିଲ ହୋଇଥିବା ଅନ୍ୟ ଜଣେ ଅ-ଭିଯୁ-କ୍ତଙ୍କୁ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରେ କୁଆଖିଆ ପୋ-ଲି-ସ ଅମରେଶ ରାଉତକୁ ଗି-ର-ଫ କରିଥିଲା। ଅମରେଶ ହୋଟେଲ ବୁକ କରିଥିଲେ ଏହା ସହିତ ଝ-ରାଫୁ-ଲ ଥିବା ରୁମରେ କିଛି ସମୟ ବି-ତା-ଇଥିଲେ। ଅମରେଶ ମଧ୍ୟ ଘ-ଟ-ଣା ପରଠାରୁ ଫେ-ରା-ର ଥିଲେ।

ସୂଚନା ଅନୁସାରେ, ଗତ ଜାନୁଆରୀ ୨୭ ତାରିଖ ଦିନ ସକାଳେ ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝ-ରାଫୁ-ଲଙ୍କର ମୃ-ତଦେ-ହକୁ କୂଆଖିଆ ଥା-ନାଧି-କାରୀ ରାସ୍ତା କଡରୁ ଉ-ଦ୍ଧା-ର କରିଥିଲେ। ସ୍ଥାନୀୟ ଲୋକେ ଅଜଣା ମୃ-ତଦେ-ହ ରାସ୍ତାକଡ଼ରେ ପଡ଼ିଥିବାର ଦେଖିଥିଲେ। କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା। ସ୍ଥାନୀୟ ଲୋକ ପୋ-ଲି-ସକୁ ଖବର ଦେଇଥିଲେ। ପୋ-ଲି-ସ ଘ-ଟ-ଣା ସ୍ଥ-ଳରେ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କର ଭ୍ୟାନିଟି ବ୍ୟାଗ ଖୋଜିବା ପରେ ତାଙ୍କର ମୋବାଇଲ ପାଇଥିଲେ। ଆଉ ସେଥିରୁ ପୋ-ଲି-ସ ତାଙ୍କର ପରିଚୟ ପାଇଥିଲା। ମୃ-ତ ଯୁବତୀ ଜଣକ ମୟୂରଭଞ୍ଜର ଯଶୀପୁର ଥା-ନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କର ଝିଅ ଝ-ରାଫୁ-ଲ ନାୟକ। ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ରୀ। ତାପରେ ପୋ-ଲି-ସ ସିସିଟିଭି ଫୁ-ଟେ-ଜ ଯା-ଞ୍ଚ କରିବା ସହିତ ଘ-ଟ-ଣାର ତ-ଦ-ନ୍ତ ଆରମ୍ଭ କରି ଝ-ରାଫୁ-ଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ବାଇଁଙ୍କୁ ଗି-ର-ଫ କରି କୋ-ର୍ଟ ଚା-ଲା-ଣ କରିଥିଲା। ଝ-ରାଫୁ-ଲଙ୍କର ଶ-ବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହିନେଇ ଯିବାରେ ସହଯୋଗ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜି ପର୍ଯ୍ଯନ୍ତ ଫେ-ରା-ର ଥିଲେ। ଗୁରୁବାର ଦିନ ଶକ୍ତି ଶେଖରଙ୍କୁ ପୋ-ଲି-ସ ଗି-ର-ଫ କରିବାରେ ସଫଳ ହୋଇଛି। ତେବେ ସମସ୍ତ ଅ-ଭିଯୁ-କ୍ତ ଧ-ରାପ-ଡିବା ପରେ ସମ୍ପୂର୍ଣ ଘ-ଟ-ଣା ସମ୍ପର୍କରେ ପରଦା ଉଠିବ ବୋଲି ଜଣାପଡୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *