କଡ଼ା ହେଲା କ-ଟକ-ଣା: ବାହାଘରରେ ସର୍ବାଧିକ ୨୫ ଜଣଙ୍କୁ ଅନୁମତି, ନି-ୟ-ମକୁ ଉ-ଲ୍ଲଙ୍ଘ-ନ କଲେ ୫୦ ହଜାର ଫା-ଇ-ନ

ଦେଶରେ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ମହାରାଷ୍ଟ୍ର ସରକାର କରୋନା ସଂ-କ୍ରମ-ଣକୁ ଦୃଷ୍ଟିରେ ରଖି କ-ଟକ-ଣାକୁ ଆହୁରି କ-ଡ଼ାକ-ଡ଼ି କରିଦେଇଛନ୍ତି। ନୂଆ କ-ଟକ-ଣା ଅନୁସାରେ,ଏବେ ମହାରାଷ୍ଟ୍ରରେ ବାହାଘର କାର୍ଯ୍ୟ ପାଇଁ ସର୍ବାଧିକ ୨୫ ଜଣ ଲୋକଙ୍କୁ ଅନୁମତି ଦିଆଯାଇଛି। ବାହାଘର କାର୍ଯ୍ୟକ୍ରମ ୨ ଘଣ୍ଟା ମଧ୍ୟରେ ଶେଷ କରିବାକୁ ପଡ଼ିବ। ଯଦି କୌଣସି ପରିବାରର ଲୋକ ନି-ୟ-ମକୁ ନମାନିବେ ତାହେଲେ ୫୦ ହଜାର ଟଙ୍କାର ଜୋ-ରିମା-ନା ଦେବାକୁ ପଡ଼ିବ। ଯଦି କୌଣସି ମଣ୍ଡପ କିମ୍ବା ହୋଟେଲ କରୋନା କ-ଟକ-ଣା ନି-ୟ-ମକୁ ନମାନିବେ ତା’ହେଲେ ସଂକ୍ରମଣ ଦୂର ହେବା ପର୍ଯ୍ୟନ୍ତ ସେଗୁଡ଼ିକୁ ସି-ଲ କରିଦିଆଯିବ।

ସେହିପରି ଭାବରେ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକରେ ୧୫% କର୍ମଚାରୀଙ୍କୁ ନେଇ କାମ କରିପାରିବେ। ଏହାସହ ସାଧାରଣ ପରିବହନ ବ୍ୟବସ୍ଥା ଗୁଡ଼ିକୁ ସରକାରୀ କର୍ମଚାରୀ,ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସା ପାଇଁ ଯାଉଥିବା ଲୋକମାନେ କେବଳ ବ୍ୟବହାର କରିପାରିବେ। ଘରୋଇ ଗାଡ଼ି ଗୁଡ଼ିକ ୫୦% ଲୋକଙ୍କୁ ନେଇ ଚାଲିପାରିବ। ଏହି ନି-ୟ-ମ ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହୋଇ ମେ ମାସ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ରହିବ।

Google

ଆଜି ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୫୬୮ ଜଣଙ୍କର ମୃ-ତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୬୭ ହଜାରରୁ ଅଧିକ ଲୋକ ଆ-କ୍ରା-ନ୍ତ ହୋଇଛନ୍ତି। କରୋନା ଆସିବା ଦିନଠାରୁ ଏପର୍ଯ୍ୟନ୍ତ ଏତେ ସଂଖ୍ୟାରେ କରୋନା ଆ-କ୍ରା-ନ୍ତଙ୍କ ମୃ-ତ୍ୟୁ ହୋଇନଥିଲା। କିନ୍ତୁ, ବୁଧବାର ଦିନ ଏହିସବୁ ରେ-କ-ର୍ଡ ଭା-ଙ୍ଗିବା-ରୁ ସରକାର ନୂଆ କ-ଟକ-ଣା ଲା-ଗୁ କରିଛନ୍ତି। ସୂଚନା ଅନୁସାରେ,ଏପ୍ରିଲ ମାସ ୧୪ ତାରିଖରୁ ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଥିଲା। ତାପରେ ମଧ୍ୟ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ଥମୁ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *