ବିବାହରେ ଶାଶୁଙ୍କ କପଡାରେ ପଡିଗଲା ତରକାରୀ, ତୋ ବୋହୂ ୱେଟରଙ୍କୁ ଦେଲେ ପୁରସ୍କାର,ଜାଣନ୍ତୁ ପୁରା ଘ-ଟ-ଣା

ଶାଶୁ ଓ ବୋହୁର କାହାଣୀ ସାରା ଦୁନିଆରେ ପ୍ରସିଦ୍ଧ। ଏମାନଙ୍କର ଜୁଗଲବନ୍ଦୀ ଅନେକ କାହାଣୀ କହିଥାଏ। କେବେ-କେବେ ଏମାନେ ପରସ୍ପର ବି-ରୁ-ଦ୍ଧ-ରେ ନଜର ଆସନ୍ତି। ବ୍ରିଟେନର ଏମିତି ଏକ ମା-ମ-ଲା ସାମ୍ନାକୁ ଆସିଛି।

ଘ-ଟ-ଣା ବ୍ରିଟେନର ଏକ ବିବାହର ଅଟେ। ଡେଲିମେଲର ଏକ ରିପୋର୍ଟ ମୁତାବିକ, ସମାରୋହରେ ସମସ୍ତଙ୍କୁ ଖାଇବା ପରୁଷୁଥିବା ୱେଟର ଦ୍ଵାରା ଏକ ଭୁଲ ହୋଇଗଲା। ୱେଟର ହାତରୁ ତରକାରୀ ଭୁଲରେ ଶାଶୁଙ୍କର ଗାଉନରେ ପଡିଗଲା। ୱେଟରଙ୍କୁ ଏହା ଜଣାନଥିଲା ତାଙ୍କୁ ଏହି ଭୁଲ କଣ ପରିଣାମ ଦେବ।

ଯେଉଁ ମହିଳାଙ୍କ ଉପରେ ୱେଟର ଖାଇବା ପକାଇଦେଇଥିଲେ, ତାଙ୍କର ପୁଅଙ୍କର ବିବାହ ହେଉଥିଲା। ମହିଳା ପୁଅର ବାହାଘରରେ ଧଳା ଗାଉନ ପିନ୍ଧିଥିଲେ। ଯେମିତି ଏହି ଘ-ଟ-ଣା ଘଟିଲା ୱେଟରକୁ ଖୁସି ହୋଇ ମହିଳାଙ୍କର ବୋହୁ ଖୁସି ହୋଇ ୧୦୦ଡଲାର ଅର୍ଥାତ ପାଖାପାଖି ସାତ ହାଜାତ ଟଙ୍କା ଦେଲେ।

ରିପୋର୍ଟ ମୁତାବିକ, ଏହି ୱେଟରଙ୍କ ନାମ ହେଉଛି କ୍ଳୋ ବି ଅଟେ। ଏହି ମହିଳା ସେଠାରେ ଏକ ବାହାଘରରେ ୱେଟର ଭାବରେ କାମ କରୁଥିଲେ। କ୍ଳୋ ବି ନିଜର ଟିକ-ଟକ ଏକାଉଣ୍ଟରେ ଏହି ସମ୍ପୂର୍ଣ କାହାଣୀ ବିଷୟରେ କହିଲେ। ତାଙ୍କର ଭିଡିଓ ୧୫ଏପ୍ରିଲରେ ହୋଇଥିଲା। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି।

ଭିଡିଓରେ କ୍ଳୋ କହିଲେକି କିପରି ସେ ତରକାରୀକୁ ଜଣେ ମହିଳାଙ୍କ ଉପରେ ପକାଇଦେଇଥିଲେ। ତାହା ପୁଣି ସେହି ମହିଳାଙ୍କ ଉପରେ ଯିଏକି ତାଙ୍କର ପୁଅ ବାହାଘରରେ ଧଳା ଗାଉନ ପିନ୍ଧି ଆସିଥିଲେ। କିନ୍ତୁ ଏସବୁ ଭଲ ପାଇଁ ହୋଇଥିଲା।

ନିଜର ଟିକଟକ ଭିଡିଓରେ କ୍ଳୋ କହିଲେକି ଯାହା ଉପରେ ତରକାରୀ ପଡିଥିଲା ସେହି ମହିଳା ଓ ଅନ୍ୟ ଲୋକ ନିକଟରେ ରହୁଥିଲେ। ସେଥିପାଇଁ ସେ ତତ୍କାଳ ଡ୍ରେସ ବଦଳି ଦେଇଥିଲେ ଓ ପୁଣି ବିବାହରେ ସାମିଲ ହୋଇଥିଲେ।

କ୍ଳୋ ଏହି ବିଷୟରେ କହିଲେକି ଏହି ଘଟଣା ପରେ ସେ ସମ୍ପୂର୍ଣ ଭାବରେ ନରମି ଯାଇଥିଲେ। କାରଣ ସେ ଭାବିଥିଲେ ତାଙ୍କୁ ଏଥିପାଇଁ ବହୁତ ଗା-ଳି ପଡିବ କାରଣ ଏହା ବହୁତ ବଡ ଭୁଲ ଥିଲା କିନ୍ତୁ ସେତେବେଳେ ଏହାର ବିପରୀତ ହେଲା। ମୋତେ କେହି କିଛି କହିଲେ ନାହିଁ ବରଂ ମୋତେ ପୁରସ୍କାର ଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *