କ-ଟାମୁ-ଣ୍ଡ ପରେ ମିଳିଲା କ-ଟାହା-ତ : ଅନ୍ଧାରୁଆ ରାସ୍ତାରେ ମିଳିଲା ଯୁବକଙ୍କ ମୃ-ତ ଶରୀର

ଚାଞ୍ଚଲ୍ୟରେ ଏବେ ରାଜଧାନୀ ଭୁବନେଶ୍ଵର। ରାଜଧାନୀ ଅନ୍ଧାରୁଆ ରାସ୍ତାରୁ ମିଳିଲା ଅଜଣା ଯୁବକଙ୍କ କ୍ଷ-ତ ବି-କ୍ଷ-ତ ମୃ-ତ ଶରୀର। ଜଣେ ଅଜଣା ଯୁବକଙ୍କ କ୍ଷ-ତବି-କ୍ଷତ ମୃ-ତ ଶରୀର ଜ-ବ-ତ କରିଛି ଚନ୍ଦକା ଥା-ନା ପୋ-ଲି-ସ।

ସୂଚନା ଅନୁସାରେ, ଆଜି ସକାଳ ସମୟରେ ରାସ୍ତା କଡ଼ରେ ଏକ ମୃ-ତ ଶରୀର ପଡ଼ିଥିବାର କିଛି ଲୋକ ଦେଖିଥିଲେ। ଆଉ ଏହାପରେ ଚନ୍ଦକା ଥା-ନାକୁ ଖବର ଦେଇଥିଲେ। ଚନ୍ଦକା ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ମୃ-ତ ଶରୀରକୁ ଜ-ବ-ତ କରିଛି। ଘ-ଟ-ଣାସ୍ଥ-ଳର କିଛି ଦୂରରେ ପଡ଼ିଥିଲା ଯୁବକଙ୍କ କ-ଟା ହାତ। ମୃ-ତ ଶରୀର ପାଖରେ ପଡ଼ିଥିଲା ଏକ ଦାମୀ ବାଇକ। ଏ ପର୍ଯ୍ୟନ୍ତ ଯୁବକଙ୍କର ପରିଚୟ ମିଳିପାରିନାହିଁ। ପୋ-ଲି-ସ ମୃ-ତ ଶରୀରର ପୋ-ଷ୍ଟ ମ-ର୍ଟ-ମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Google

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଅନ୍ଧାରୁଆ ରାସ୍ତାରେ ଜଣେ ମହିଳାଙ୍କ ମୁ-ଣ୍ଡ ବି-ହୀ-ନ ଶ-ବ ମିଳିଥିଲା। ଯାହାପରେ ଭୁବନେଶ୍ୱରରେ ହଇଚଇ ଖେଳି ଯାଇଥିଲା। କିନ୍ତୁ,ଘ-ଟ-ଣାର କିଛି ଦିନ ପରେ ପୋ-ଲି-ସ ଘ-ଟ-ଣାର ଗୁ-ମର ଖୋଲିଥିଲା। ମହିଳାଙ୍କୁ ହ-ତ୍ୟା କରିବାପରେ ଅ-ଭିଯୁ-କ୍ତ ଅନ୍ଧାରୁଆ ଠାରେ କ-ଟାମୁ-ଣ୍ଡ ପକାଇଥିଲେ। ସେହି ଘ-ଟ-ଣାରେ କିଛି ଅ-ଭିଯୁ-କ୍ତଙ୍କୁ ପୋ-ଲି-ସ ମଧ୍ୟ ଗି-ର-ଫ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *