ରାଜ୍ୟରେ ୬ ହଜାର ପାର ହେଲା ସଂ-କ୍ରମ-ଣ ସଂଖ୍ୟା, ୭ କରୋନା ଆ-କ୍ରା-ନ୍ତଙ୍କ ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୧୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୨୮୫୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୭ ଜଣଙ୍କର କରୋନାଜନିତ ମୃ-ତ୍ୟୁ ହୋଇଛି।

ସେହିପରି ନୂଆପଡ଼ା ଜିଲ୍ଲାରୁ ୪୫୯ ଜଣ,କଳାହାଣ୍ଡି ଜିଲ୍ଲାରୁ ୪୫୨ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୪୨୭ ଜଣ,ଅନୁଗୁଳ ଜିଲ୍ଲାରୁ ୧୩୬ ଜଣ,ବାଲେଶ୍ଵର ଜିଲ୍ଲାରୁ ୭୮ ଜଣ,ବରଗଡ ଜିଲ୍ଲାରୁ ୨୩୬ ଜଣ,ଭଦ୍ରକ ଜିଲ୍ଲାରୁ ୭୧ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୨୬ ଜଣ,କଟକ ଜିଲ୍ଲାରୁ ୩୬୦ ଜଣ,ଗଞ୍ଜାମ ଜିଲ୍ଲାରୁ ୧୩୫ ଜଣ,ଯାଜପୁର ଜିଲ୍ଲାରୁ ୧୫୪ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୩୫୫ ଜଣ,କେନ୍ଦୁଝର ଜିଲ୍ଲାରୁ ୨୦୫ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୩,୮୮,୪୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୩,୫୧,୩୮୬ ଜଣ ସୁସ୍ଥ ହୋଇସାରିଲାଣି। ୩୫,୦୭୫ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଆଉ ଆଜି ରାଜ୍ୟରେ ୭ ଜଣଙ୍କର ମୃ-ତ୍ୟୁ ଘଟିଛି। ଗତକାଲି ତୁଳନାରେ ୨୭ ପ୍ରତିଶତ ସଂ-କ୍ରମ-ଣ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *