ରାଜ୍ୟରେ ୫ ହଜାର ମୁହାଁ କରୋନା ସଂ-କ୍ରମ-ଣ : ୨୪ ଘଣ୍ଟାରେ ୪,୮୫୧ ଜଣ ପ-ଜିଟି-ଭ ଚିହ୍ନଟ,୫ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂ-କ୍ରମି-ତଙ୍କ ସଂଖ୍ୟା। ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗୁଚି ସଂ-କ୍ରମ-ଣ ସଂଖ୍ୟା। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪,୮୫୧ ଜଣ କରୋନାରେ ଆ-କ୍ରା-ନ୍ତ ହୋଇଥିବା ସମୟରେ ୫ ଜଣ କରୋନାରେ ପ୍ରା-ଣ ହରାଇଛନ୍ତି। ଏହି ଆ-କ୍ରା-ନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨,୮୧୪ ଜଣ ଚିହ୍ନଟ ହୋଇଥିବା ସମୟରେ ୨,୦୩୭ ଜଣ ଲୋକାଲ କେ-ସ ରହିଛି। ଆଜି ନୂଆପଡ଼ା ଜିଲ୍ଲାରୁ ୨ ଜଣ,ମୟୂରଭଞ୍ଜ ଜିଲ୍ଲାରୁ ଜଣେ,ସୁନ୍ଦରଗଡ ଓ କଟକରୁ ଜଣେ ଲେଖାଏଁ ଆ-କ୍ରା-ନ୍ତଙ୍କର ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୧୧ ଜଣ,ବାଲେଶ୍ଵର ଜିଲ୍ଲାରୁ ୫୨ ଜଣ,ବରଗଡ ଜିଲ୍ଲାରୁ ୩୧୮ ଜଣ,ଭଦ୍ରକ ଜିଲ୍ଲାରୁ ୭୩ ଜଣ,ବଲାଙ୍ଗୀର ଜିଲ୍ଲାରୁ ୨୨୭ ଜଣ,ବୌଦ୍ଧ ଜିଲ୍ଲାରୁ ୨୨ ଜଣ,କଟକ ଜିଲ୍ଲାରୁ ୩୦୪ ଜଣ,ଦେବଗଡ ଜିଲ୍ଲାରୁ ୩୫ ଜଣ,ଢେଙ୍କାନାଳ ଜିଲ୍ଲାରୁ ୩୧ ଜଣ,ଗଜପତି ଜିଲ୍ଲାରୁ ୩୫ ଜଣ,ଗଞ୍ଜାମ ଜିଲ୍ଲାରୁ ୧୫୧ ଜଣ,ଜଗତସିଂହପୁର ଜିଲ୍ଲାରୁ ୩୯ ଜଣ,ଯାଜପୁର ଜିଲ୍ଲାରୁ ୬୪ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୨୯୦ ଜଣ,କଳାହାଣ୍ଡି ଜିଲ୍ଲାରୁ ୭୯ ଜଣ,କନ୍ଧମାଳ ଜିଲ୍ଲାରୁ ୨୭ ଜଣ କରୋନା ସଂ-କ୍ରମ-ଣରେ ଚିହ୍ନଟ ହୋଇଛନ୍ତି।

ସେହିପରି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୮ ଜଣ,କେନ୍ଦୁଝର ଜିଲ୍ଲାରୁ ୧୬୬ ଜଣ, ଖୋର୍ଦ୍ଧା ଜିଲ୍ଲାର ୭୦୩ ଜଣ,କୋରାପୁଟ ଜିଲ୍ଲାରୁ ୬୨ ଜଣ,ମାଲକାନଗିରି ଜିଲ୍ଲାରୁ ୩୧ ଜଣ,ମୟୂରଭଞ୍ଜ ଜିଲ୍ଲାରୁ ୭୮ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୯୪ ଜଣ,ନୟାଗଡ ଜିଲ୍ଲାରୁ ୬୬ ଜଣ, ନୂଆପଡ଼ା ଜିଲ୍ଲାରୁ ୪୮୬ ଜଣ,ପୁରୀ ଜିଲ୍ଲାରୁ ୨୨୩ ଜଣ,ରାୟଗଡ଼ା ଜିଲ୍ଲାରୁ ୮୫ ଜଣ,ସମ୍ବଲପୁର ଜିଲ୍ଲାରୁ ୧୭୧ ଜଣ,ସୋନପୁର ଜିଲ୍ଲାରୁ ୯ ଜଣ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୮୨,୩୧୫ ଜଣ କରୋନା ଆ-କ୍ରା-ନ୍ତ ଚିହ୍ନଟ ହୋଇଥିବା ସମୟରେ ୩,୪୯,୩୭୭ ଜଣ ସୁସ୍ଥ ହୋଇଛନ୍ତି। ଆଉ ୩୦,୯୨୭ ଜଣ ଚିକିତ୍ସାରେ ଅଛନ୍ତି। ଆଉ ଆଜି ୫ ଜଣଙ୍କର କରୋନାରେ ପ୍ରା-ଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜ-ନି-ତ ମୃ-ତ୍ୟୁ ସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *