ଝିଅଟି ପାଣି ଭିତରେ କଲା ଏମିତି ଜବରଦସ୍ତ ଡ୍ୟାନ୍ସ । ଯାହାକୁ ଦେଖିବାପରେ ଆପଣ ଚୁପ ହୋଇ ରହିଯିବେ,ଦେଖନ୍ତୁ ଭିଡିଓ

ସ୍ପେନ ର ଏକ ଡ୍ୟାନ୍ସରଙ୍କ ଭିଡ଼ିଓ ଏମିତି ଭାଇରାଲ ହେବାରେ ଲାଗିଛି । ସେ ପାଣି ଭିତରେ ଏମିତି ଡ୍ୟାନ୍ସ କରିଥିଲେ ଯେଉଁ ଭିଡ଼ିଓକୁ ଆପଣ ଦେଖିଲେ ବିଶ୍ବାସ କରିପାରିବେ ନାହିଁ । ଏହି ମହିଳାଙ୍କ ନାମ Arianda Hafez । ସେ ପେଶାରେ ଜଣେ କୋରିଓଗ୍ରାଫର ଅଟନ୍ତି ।

ଏହି ଭିଡ଼ିଓକୁ ରାୟଟର୍ସ ଶେୟର କରିଛନ୍ତି । ଏହି ଭିଡ଼ିଓରେ ଦେଖାଯାଉଛି ସେ ପାଣି ଭିତରେ ଡ୍ୟାନ୍ସ ପରଫରମାନ୍ସ କରୁଛନ୍ତି । ସେ ପାଣି ଭିତରେ ଏମିତି ଡ୍ୟାନ୍ସ କରୁଛନ୍ତି କି, ଦେଖିବା ବାଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଯାଉଛି । ଏହି ଡ୍ୟାନ୍ସ ଭିଡ଼ିଓ ପାଖାପାଖି 3 ମିନିଟର ଅଟେ ଯାହାକୁ Frenchman Bastien Soleil ଡ଼ାଇରେକ୍ଟ କରିଛନ୍ତି ।

Arianda ଇଂଷ୍ଟାରେ ଲେଖିଥିଲେ କି, ସେ ଅଣ୍ଡର ୱାଟର ମଡେଲ ଅଟନ୍ତି । ଏହି ଭିଡ଼ିଓରେ ଦେଖାଯାଉଛି କି, ସେ ଇଂଷ୍ଟାରେ ଭଲ ଭଲ ପୋଜ ଦେଇଛନ୍ତି ।

ଲୋକମାନଙ୍କୁ ତାଙ୍କର ଡ୍ୟାନ୍ସର ଶୈଳୀ ବହୁତ ପସନ୍ଦ ଆସୁଛି। ଲୋକମାନେ କହିଥିଲେ, ଏହି ଚମତ୍କାର ଭିଡ଼ିଓ ସେ କେବେବି ଦେଖିନଥିଲେ ।

ୟୁଜର୍ସ ମାନେ ଲେଖିଥିଲେ, ସେମାନେ ଏହି ଅଣ୍ଡର ୱାଟର ଭିଡ଼ିଓ ଆଜି ପର୍ଯ୍ୟନ୍ତ ଦେଖିନଥିଲେ । ଆପଣଙ୍କୁ ଏହି ଡ୍ୟାନ୍ସ କେମିତି ଲାଗିଲା ? କଣ ଆପଣ କେବେ ପାଣିରେ ଏହିପରି ଡ଼୍ୟାନ୍ସ ଦେଖିଛନ୍ତି କି ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *