ସଟଡାଉନ ସମୟରେ କାହାକୁ ମିଳିବ ଅନୁମତି ଜାଣନ୍ତୁ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏସଆରସି ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ (ଶନିବାର,ରବିବାର) ସଟଡାଉନ କରିବାକୁ ଘୋଷଣା କରିଛନ୍ତି। ଏନେଇ ଏସଆରସି ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଏହି ସଟଡାଉନ ସମୟରେ ଅତି ଜ-ରୁ-ରୀକା-ଳୀନ ସେବା ଗୁଡିକ କ-ଟକ-ଣା ମୁକ୍ତ କରାଯାଇଛି। ସ୍ୱାସ୍ଥ୍ୟସେବାରେ ନିୟୋଜିତ ହୋଇଥିବା କର୍ମଚାରୀ ଏହି ସମୟରେ ଯିବା ଆସିବା କରିପାରିବେ।

ସେହିପରି ଭାବରେ ପୋ-ଲି-ସ କର୍ମଚାରୀ,ଅ-ଗ୍ନିଶ-ମ ବିଭାଗ, ପୌର କର୍ମଚାରୀ,ଟେଲିକମ ବିଭାଗ,ପେଟ୍ରୋଲ ପମ୍ପ,ଗ୍ୟାସ,ଜଳଯୋଗାଣ କର୍ମଚାରୀ,ସ୍ୱରେଜ ଏବଂ ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ,କମିଶନରେଟ ଓ ଜିଲ୍ଲା ପୋ-ଲି-ସ ଦ୍ୱାରା ଚିହ୍ନିତ ସାମ୍ବାଦିକଙ୍କ ପାଇଁ କ-ଟକ-ଣାମୁ-କ୍ତ ରହିବ।ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ମାଲ ପରିବହନ ଗାଡି,ଶିଳ୍ପ ସଂସ୍ଥା,କୃଷି କାର୍ଯ୍ୟ ଏହି ସବୁକୁ କ-ଟକ-ଣା ମୁକ୍ତ କରାଯାଇଛି।

Google

ସେହିପରି ଭାବରେ ବାହାଘର ପାଇଁ ମୋଟ ୫୦ ଜଣ (ବର,କନ୍ୟା,ପୁରହିତ ଆଦି) କୁ ଅନୁମତି ଦିଆଯାଇଛି। ବରଯାତ୍ରୀର ଶୋଭାଯାତ୍ରା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରାଯାଇଛି। ବାହାଘରରେ ଯେଉଁ ୫୦ ଜଣ ଉପସ୍ଥିତ ରହିବେ ସେମାନଙ୍କର ଏକ ତାଲିକା ସ୍ଥାନୀୟ ଅଧିକାରୀଙ୍କୁ ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡ଼ିବ। ସେହିପରି ଭାବେ ଶୁଦ୍ଧି କାମରେ ମୋଟ ୨୦ ଜଣ(ଗୃହକର୍ତ୍ତା,ପୂଜକ,ବନ୍ଧୁବାନ୍ଧବ)ଙ୍କୁ ଅନୁମତି ଦିଆଯିବ। ଆସନ୍ତା ୨୪ ତାରିଖରୁ ଏହି କ-ଟକ-ଣା ଲାଗୁ କରିବା ପାଇଁ ଏସଆରସି ତରଫରୁ ଘୋଷଣା କରାଯାଇଛି।

ସେହିପରି ଅଙ୍ଗନୱାଡ଼ି,ଯାତ୍ରା,ଅପେରା ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *