ମଣିଷକୁ ଟାଣି ଟାଣି ପଲଙ୍କ ତଳକୁ ନେଇଗଲା ବିଶାଳ ଅଜଗର,ଗି-ଳି-ବା ପୂର୍ବର ଲୋକମାନେ….ଜାଣନ୍ତୁ ପୁରା ଘଟଣା

ସାପକୁ ଦେଖିବାମାତ୍ରେ ଲୋକମାନଙ୍କର ହୋସ ଉଡ଼ିଯାଏ | ସାପ ଯେତେ ବି ଛୋଟ ହେଇଥାଉ ନା କାହିଁକି, ତାକୁ ଦେଖି କେତେ କେତେ ଲୋକଙ୍କର ହୋସ ଉଡିଯାଇଛି | ଏପରି ପରିସ୍ଥିତିରେ ଟିକେ ଭାବନ୍ତୁ, ଯଦି ଗୋଟିଏ ଜାଗାରୁ ଅନେକ ବିଶାଳ ସାପ ମିଳିବ ତେବେ କ’ଣ ହେବ ? ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ ପଲଙ୍କ ତଳୁ ଲୋକମାନଙ୍କୁ ଅନେକ ବଡ଼ ବଡ଼ ସାପ ମିଳିଲା | ଯେତେବେଳେ ସେଗୁଡିକୁ ବାହାର କରାଗଲା, ସେତେବେଳେ ଅଜଗର ଲୋକମାନଙ୍କ ଉପରେ ଆ-କ୍ର-ମ-ଣ କରିଦେଲା |

ପଲଙ୍କ ତଳେ ଚାପି ହୋଇ ରହିଥିଲା ମଣିଷ :-

ଏହି ଭିଡିଓରେ ଦେଖିପାରିବେ ଯେ କିଛି ଲୋକ ମିଶି ଗୋଟିଏ ପଲଙ୍କକୁ ହଟାଉଥିବାର ଦେଖାଯାଉଛି | ଏହାପରେ ସେଠାରୁ ଅନେକ ଅଜଗର ବାହାରିଲେ | ଏହାସହିତ ଗୋଟିଏ ମଣିଷ ମଧ୍ୟ ତା’ଭିତରୁ ମିଳିଲା | ଲୋକମାନେ ଯେକୌଣସି ପ୍ରକାରେ ବ୍ୟକ୍ତିଙ୍କୁ ବାହାରକୁ ବାହାର କଲେ | ଏହାପରେ ସାପକୁ ଗଣିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |

ମୁହଁ ଉଠାଇ ସାପମାନେ କଲେ ଆ-କ୍ର-ମ-ଣ :-

ଯେତେବେଳେ ସ୍ନେକ କ୍ୟାଚର୍ସ ସାପକୁ ବାହାର କରିବା ଆରମ୍ଭ କଲେ, ସେତେବେଳେ ସମସ୍ତଙ୍କର ହୋସ ଉଡ଼ିଗଲା | ସେମାନଙ୍କ ମଧ୍ୟରେ କିଛି ସାପ ଛୋଟ ଥିଲେ ଏବଂ କିଛି ବହୁତ ବଡ଼ ସାପ ମଧ୍ୟ ଥିଲେ | ଯେତେବେଳେ ସାପକୁ ହଟାଇବା ଆରମ୍ଭ କରାଗଲା, ସେତେବେଳେ ସେ ଲୋକମାନଙ୍କ ଉପରେ ଆ-କ୍ର-ମ-ଣ କରିବାକୁ ଆରମ୍ଭ କରିଦେଲା | ଯେକୌଣସି ପ୍ରକାରେ ଏହି ସାପମାନଙ୍କର ପାଟିକୁ ଧରି ଜଙ୍ଗଲରେ ଛାଡି ଦିଆଗଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *