ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ କରୋନା, ଭୋଟିଂ ପୂର୍ବରୁ

ଭୋଟିଂ ପୂର୍ବରୁ ପଡିଲା ଆଉ ଏକ କରୋନା ଚଡକ, ବଢ଼ାଇଲା କରୋନାର ଚିନ୍ତା। ମହାମାରୀରେ କରୋନା ଭାଇରସରେ ଆ-କ୍ରା-ନ୍ତ ହେଲେ ଦେଶର ମୁଖ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର। ନୂତନ ଭାବରେ ଭାର ସମ୍ଭାଳିଥିବା ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କର କୋଭିଡ ରି-ପୋ-ର୍ଟ ପଜିଟିଭ ଆସିଥିବାର ସୂଚନା ମିଳିଛି। ନିର୍ବାଚନ କମିଶନରଙ୍କ ୨ ବରିଷ୍ଠ ଅଧିକାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ଭୋଟିଂର ଚିନ୍ତା ଘାରିଛି, ସମସ୍ତ ମନରେ ଭ-ୟର ଏକ ବାତାବରଣ ସୃଷ୍ଟି ହୋଇଛି। ଆଗକୁ ପଶ୍ଚିମବଙ୍ଗର ହେବାକୁ ଥିବା ବାକି ୩ଟି ପର୍ଯ୍ୟାୟର ମତଦାନକୁ ନେଇ ଚିନ୍ତା ବଢ଼ିଯାଇଛି।

Google

ସୂଚନା ଅନୁସାରେ, ସୁନିଲ ଅରୋରାଙ୍କ ପରେ ଗତ ସପ୍ତାହରେ ସୁଶୀଳ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱଭାର ଗ୍ରହଣ କରିଥିଲେ। ଫେବୃୟାରୀ ୧୪, ୨୦୧୯ ଲୋକସଭା ନିର୍ବାଚନ ସମୟର ସୁଶୀଳ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତା ବର୍ଷ ମେ ମାସ ୧୪ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିବ।

ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଗତ ୬ ଦିନ ମଧ୍ୟରେ ଦେଶରେ ଲଗାତର ଆ-କ୍ରା-ନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୯ ହଜାର ୧୭୦ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ କରୋନା ଜ-ନି-ତ ଦୈନିକ ମୃ-ତ୍ୟୁ ସଂଖ୍ୟା ୧୭୬୧ ଅତିକ୍ରମ କରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *