୧୮ ରୁ ୨୪ ବର୍ଷ ବୟସର ବ୍ୟକ୍ତିଙ୍କ ଆକାଉଣ୍ଟରେ କୋଭିଡ ରିଲିଫ ଫାଉଣ୍ଡ ନାମରେ ଆସିବ ୪୫ ହଜାର ଟଙ୍କା, ଜାଣନ୍ତୁ କେଉଁ ଦେଶର

ଦୁନିଆକୁ କରୋନା ମହାମାରୀ କାରଣରୁ ବହୁତ ଅସୁବିଧାକୁ ସାମ୍ନା କରିବାକୁ ପଡୁଛି | ଅନେକ ଦେଶ ଶ୍ମାଶନ ଘାଟରେ ବଦଳିଯାଇଛି | ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ଏହି ମହାମାରୀ ୨୦୨୧ ମସିହାରେ ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମରେ ଆତଙ୍କର ଯେଉଁ ପାହାଚ ଲୋକମାନଙ୍କୁ ଦେଖାଯାଉଛି, ତାହା ଭୟାନକ ଅଟେ | କେବଳ ଭାରତ ନୁହେଁ,ବରଂ ଆମେରିକା,ୟୁକେ ଭଳି ଦେଶ ମଧ୍ୟ ଏହି ଭାଇରସ ଦ୍ୱାରା ନଷ୍ଟ ହୋଇଯାଇଛନ୍ତି | ଏଭଳି ପରିସ୍ଥିତିରେ ବର୍ତ୍ତମାନ ୟୁକେର One Nation Conservatives (Caucus) ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିବେଦନ କରିଛି ଯେ ଦେଶର ପ୍ରତ୍ୟେକ ଯୁବକଙ୍କ ଆକାଉଣ୍ଟରେ ୫୦୦ ୟୁରୋ ଅର୍ଥାତ ୪୫ ହଜାର ଟଙ୍କା ଦିଆଯାଉ | ଏହାକୁ ନେଇ ୧୦୦ MP ବୋରିସ ଜନସନଙ୍କୁ କୋଭିଡ ରିଲିଫ ଫଣ୍ଡ ଜାରି କରିବାକୁ କହିଛନ୍ତି |

ଟ୍ରିଲିୟନ ଭଳି ଆସିବ ବଜେଟ :-

ୟୁକେରେ କରୋନା ହଇଚଇ ସୃଷ୍ଟି କରିଛି | ଦେଶରେ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ବଢିଯାଇଛି | ବର୍ତ୍ତମାନ ଆସିଥିବା ଦ୍ୱିତୀୟ ପର୍ଯ୍ୟାୟ ଦେଶକୁ ନଷ୍ଟ କରିଦେଇଛି | କୋଭିଡ ରିଲିଫ ଫଣ୍ଡ ମାଧ୍ୟମରେ ଦେଶର ପ୍ରତ୍ୟେକ ୧୮ ରୁ ୨୪ ବର୍ଷୀୟ ଯୁବପିଢ଼ିଙ୍କ ଆକାଉଣ୍ଟରେ ୫୦୦ ୟୁରୋ ଅର୍ଥାତ ୪୫ ହଜାର ଟଙ୍କା ଦେବାପାଇଁ ପ୍ରସ୍ତାବ ରଖାଯାଇଛି | ଯଦି ସରକାର ଏହାକୁ ପାସ କରନ୍ତି, ତେବେ ଏଥିରେ ୨.୮ ବିଲିୟନ ୟୁରୋ ଖର୍ଚ୍ଚ ହେବ |

ବେରୋଜଗାରୀ ମୁଖ୍ୟ ସମସ୍ୟା :-

ୟୁକେରେ ୨୦୨୦ ମସିହାର ଆରମ୍ଭରୁ ହୋଇଥିବା ମହାମାରୀ କାରଣରୁ ଅନେକ ଲୋକମାନଙ୍କର ଜୀବନ ନଷ୍ଟ ହୋଇଯାଇଛି | ଏହି କାରଣରୁ ଅନେକ ଲୋକଙ୍କର ଜୀବନ ଚାଲିଗଲା ଏବଂ ଏହାସହିତ ଅନେକ ଲୋକଙ୍କର ଚାକିରୀ ଚାଲିଗଲା | ୧୦୦ MP ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦେଶର ଯୁବାମାନଙ୍କ ପାଇଁ ସବୁଠାରୁ ଅଧିକ ୟୁଜଫୁଲ ହେବ | ସେମାନଙ୍କୁ ଏହି ଫଣ୍ଡରୁ ମହାମାରୀର ଏହି ସମୟରେ କିଛି ସାହାଯ୍ୟ ମିଳିଯିବ, ଯେପରିକି ସେମାନେ ନିଜ ଭବିଷ୍ୟ ପାଇଁ କିଛି ପ୍ଲାନ କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *