ରାଜ୍ୟରେ ଦୈନିକ ସଂକ୍ରମଣ ୪ ହଜାର ଟପିଲା : ୨୪ ଘଣ୍ଟାରେ ୪୪୪୫ ଜଣ ଆ-କ୍ରା-ନ୍ତ ଚିହ୍ନଟ,୪ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪ ହଜାରକୁ ପାର ହୋଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆ-କ୍ରା-ନ୍ତଙ୍କ ସଂଖ୍ୟା ୪୪୪୫ ଜଣ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୭୪ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୧୮୭୧ ଜଣ ଚିହ୍ନଟ ହୋଇଛନ୍ତି।ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ ଚିହ୍ନଟ ହୋଇଥିବା ସମୟରେ,କଟକ ଜିଲ୍ଲାରୁ ୨୫୧ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୨୭ ଜଣ,ସମ୍ବଲପୁର ଜିଲ୍ଲାରୁ ୨୪୧ ଜଣ,ବାଲେଶ୍ୱର ଜିଲ୍ଲାରୁ ୧୨୩ ଜଣ,ନୂଆପଡ଼ା ଜିଲ୍ଲାରୁ ୪୩୭ ଜଣ,ବଲାଙ୍ଗିର ଜିଲ୍ଲାରୁ ୧୬୮ ଜଣ,ବରଗଡ଼ ଜିଲ୍ଲାରୁ ୧୭୮ ଜଣ, ଆଉ ଷ୍ଟେଟ ପୁଲରୁ ୧୨୫ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପୁରୀ ଜିଲ୍ଲାରୁ ୨୧୯ ଜଣ,କେନ୍ଦୁଝର ଜିଲ୍ଲାରୁ ୭୫ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୨୩୧ ଜଣ,ଯାଜପୁର ଜିଲ୍ଲାରୁ ୫୮ ଜଣ,ମୟୂରଭଞ୍ଜ ଜିଲ୍ଲାରୁ ୧୦୦ ଜଣ,ଗଞ୍ଜାମ ଜିଲ୍ଲାରୁ ୬୨ ଜଣ,କଳାହାଣ୍ଡି ଜିଲ୍ଲାରୁ ୨୭୩ ଜଣ,ଭଦ୍ରକ ଜିଲ୍ଲାରୁ ୪୩ ଜଣ,ଅନୁଗୁଳ ଜିଲ୍ଲାରୁ ୮୭ ଜଣ, ସୋନପୁର ଜିଲ୍ଲାରୁ ୨୨ ଜଣ,ରାୟଗଡ଼ା ଜିଲ୍ଲାରୁ ୫୩ ଜଣ, କୋରାପୁଟ ଜିଲ୍ଲାରୁ ୨୧ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୫ ଜଣ,ଦେବଗଡ଼ ଜିଲ୍ଲାରୁ ୩୫ ଜଣ,ଗଜପତି ଜିଲ୍ଲାରୁ ୧୦ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ କରୋନାରେ ମୋଟ ୩,୭୨,୭୦୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ୩,୪୬,୧୩୪ ଜଣ ସୁସ୍ଥ ହୋଇସାରିଲାଣି। ଆଉ ବର୍ତ୍ତମାନ ଆକ୍ଟିଭ କେ-ସ ୨୪,୫୬୮ ଜଣ ରହିଛନ୍ତି। ଆଜି ରାଜ୍ୟରେ ୪ ଜଣଙ୍କର ମୃ-ତ୍ୟୁ ହୋଇଛି। ସେଥିମଧ୍ୟରୁ ସୁନ୍ଦରଗଡରୁ ୨ ଜଣ, ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ସଂକ୍ର-ମଣରେ ମୃ-ତ୍ୟୁ ଘଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *