ଏଠାରେ ମହିଳାଙ୍କ ଗର୍ଭବତୀ ହେବା ଉପରେ ଲାଗିଲା ବ୍ୟାନ,ସରକାର କହିଲେ ଯେ ପର୍ଯ୍ୟନ୍ତ କରୋନା ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ଗର୍ଭଧାରଣ କରନ୍ତୁ ନାହିଁ,ପଢନ୍ତୁ ପୁରା ଖବର

୨୦୨୦ ଠାରୁ କରୋନା ତବାହୀ ମଚାଇ ରଖିଛି|ସମସ୍ତଙ୍କୁ ଆଶା ଥିଲା ଯେ ୨୦୨୧ରେ କରୋନାର ପ୍ରକୋପ ଶେଷ ହୋଇଯିବ|କିନ୍ତୁ ଏମିତି କିଛି ହେଲା ନାହିଁ|ପୂର୍ବ ଥର ଅପେକ୍ଷା ଭାଇରସ ଏଥର ଯେଉଁ ରୂପ ନେଇଛି ତାହା ଭୟଙ୍କର|ଭାରତରେ ଦ୍ୱିତୀୟ ଲହରୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିଲା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଓ ରିକଭରି ରେଟ୍ ହ୍ରାସ ପାଇଛି ଯାହା ଚିନ୍ତାର ଏକ ବିଷୟ|ବ୍ରାଜିଲରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଚାଲିଛି|ଏହାକୁ ନେଇ ସରକାର ନିବେଦନ କରିଛନ୍ତି ଯେ ଯେପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହର ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ପ୍ରେଗନାଂଟ ହୁଅନ୍ତୁ ନାହିଁ|

ପ୍ରାଇମେରୀ ହେଲ୍ଥ କେୟାର ଅଫ୍ ବ୍ରାଜିଲିଆନ ହେଲ୍ଥ ମିନିଷ୍ଟ୍ରିର ରାଫେଲ କ୍ୟାମେରା କହିଛନ୍ତି ଯେ ଏହି ଥର ବ୍ୟାପିଥିବା କୋଭିଡ ଭ୍ୟାରିଏଣ୍ଟ ବହୁ ଖତରନାକ|ଏହା ଗର୍ଭବତୀ ମହିଳାଙ୍କୁ ଅଧିକ ପ୍ରଭାବିତ କରୁଛି|ଏଭଳି ପରିସ୍ଥିତିରେ ମହିଳାଙ୍କୁ ପ୍ରେଗନାଂଟ ନହୋଇ ସ୍ଥିତି ସୁଧୁରିଲେ ହେବା ନିରାପଦ ଉଚିତ

ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନକୁ ମେଡିକାଲ ଏକ୍ସପର୍ଟ ସମର୍ଥନ କରିଛନ୍ତି|ମେଡିକାଲ ଏକ୍ସପର୍ଟଙ୍କ କହିବାନୁଯାୟୀ କୋଭିଡର ଏହି ଲହର ବହୁତ ଅଧିକ ପ୍ରଭାବ ପ୍ରେଗନାଂଟ ମହିଳା ଉପରେ ପଡୁଛି|ତାଙ୍କୁ ଭାଇରସ ସହଜରେ କବଳିତ କରୁଛି|ଏହାସହ ତାଙ୍କ ବ୍ୟବହାର ଆଗ୍ରେସିଭ ହେଉଛି|ଏମିତିରେ ମହିଳାଙ୍କୁ ପ୍ରେଗନେନ୍ସି ଆଭଏଡ୍ କରିବା ଆବଶ୍ୟକ|

ଦୁନିଆର କରୋନାରେ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଛି|ଏହାପରେ ବ୍ରାଜିଲର ନମ୍ବର ଆସିଥାଏ|ଏଠାରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୭୪୯ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୩.୮ ମିଲିୟନ ଅଟେ|ଏହି କାରଣରୁ ବହୁ ମହିଳାଙ୍କୁ ପ୍ରେଗନାଂଟ ନହେବା ପାଇଁ ଅନୁରୋଧ କରାଯାଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *