ନିଜ ପରିସ୍ରା ପିଇବାକୁ ପସନ୍ଦ କରେ ଏହି ବ୍ୟକ୍ତି,ବାପା ରା-ଗ-ରେ କଲେ ଏମିତି କାମ,ଜାଣନ୍ତୁ ପୁରା ଖବର

ସାଧାରଣତଃ ଆପଣ ଶୁଣିଥିବେ ପ୍ରତିଦିନ ରେଡ ମ-ଦ ପିଇବା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ|ଏଥିରେ ନିଜର ତ୍ୱଚା ଉଜ୍ଜ୍ୱଳ ରହେ ଓ ଶରୀରର ଅନ୍ୟ ଅଙ୍ଗକୁ ଲାଭ ମିଳେ|କିନ୍ତୁ ଆପଣ କେବେ ଶୁଣିଛନ୍ତି କି ନିଜ ପରିସ୍ରା ନିଜେ ପିଇବାର ଲାଭ? ଏହା ଟିକିଏ ଆପଣଙ୍କୁ ଆ-ଶ୍ଚ-ର୍ଯ୍ୟ ଓ ଅଜବ ଲାଗିପାରେ|ହଁ ଆଜ୍ଞା ଜଣେ ବ୍ୟକ୍ତି ନିଜର ପରିସ୍ରା ନିଜେ ପିଉଛି|

ଡେଲି ମେଲ ଖବର ଅନୁଯାୟୀ ବ୍ରିଟେନ ସ୍ଥିତ ହମ୍ପସାୟରର ଫାର୍ନବୋରକରେ ଜଣେ ବ୍ୟକ୍ତି ହେରି ମେଟାଡିନ ପ୍ରତିଦିନ ପରିସ୍ରା ପିଇଥାଏ|ତାର ଦାବି ଯେ ଏହା ଫଳରେ ତାକୁ ଭଲ ଲାଗେ|ଏଥିପାଇଁ ସେ ନିଜର ପରିସ୍ରା ପ୍ରତିଦିନ ପିଇଥାଏ|ହେରୀଙ୍କ ଦାବି ଯେ ଏହା ଆଣ୍ଟି ଏଜିଙ୍ଗ ଫଳରେ ଶରୀରରେ ମଶ୍ଚରାଇଜ ମଧ୍ୟ କରିଥାଏ|

ମିଡିଆ ରିପୋର୍ଟ ଅନୁସାରେ ୩୩ ବର୍ଷୀୟ ହେରୀ ମେଟାଡିନ ପ୍ରତିଦିନ ୨୦୦ମିଲି ଏଜ୍ଡେ ୟୁରିନ ପିଇଥାନ୍ତି,ଯାହା କିଛି ମାସ ପୂର୍ବରୁ ବା କିଛି ସପ୍ତାହ ପୂର୍ବର ହୋଇଥାଏ|ଆରମ୍ଭରେ ଏହାର ଟେଷ୍ଟ ବହୁ ଖରାପ ଲାଗୁଥିଲା ଏବେ ପସନ୍ଦ ଆସିଲାଣି|ସେ କହିଛନ୍ତି ଏହା ଫଳରେ ସେ ପୂର୍ବ ଅପେକ୍ଷା ସ୍ୱସ୍ଥ୍ୟ, ସ୍ମାର୍ଟ ଓ ଖୁସି ଅନୁଭବ କରୁଛନ୍ତି|ସେ କହିଛନ୍ତି ଏହା ଫଳରେ ତାଙ୍କ ଡିପ୍ରେସନ ମଧ୍ୟ ଠିକ୍ ହୋଇଛି|

ହେରୀ ପାୱାର ଅଫ୍ ଏଜେଡ୍ ୟୁରିନ ଉପରେ ଦୁଇଟି ବହି ଲେଖିଛନ୍ତି|ଏହାସହ ସେ ଚାହାନ୍ତି ଯେ ଲୋକମାନେ ଏହାର ଉପଚାର ବିଷୟରେ ଖୋଲାଖୋଲି ଜାଣନ୍ତୁ|ସେ ତାଙ୍କ ବହିରେ ଲେଖିବା ସହ ଜୋର ଦେଇ କହିଛନ୍ତି ଯେ ଏହା ଶକ୍ତିଶାଳୀ ଔଷଧ ଅଟେ|

ହେରୀ ମେଟିଡିନ ନିଜର ଇନଷ୍ଟାଗ୍ରଖମ ଫଟୋ ସେୟାର କରିଛନ୍ତି|ସେଥିରେ ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ଡାଏରୀରେ ଏକ ସନ୍ଦେଶ ଲେଖିକି ରାଗିଥିଲେ|ତାଙ୍କ ବାପା ଲେଖିଥିଲେ ନିଜର ପରିସ୍ରା ପିଇବା ଵନ୍ଦ କର,ତୁମେ ଖରାପ|ସାଧାରଣ ଲୋକଙ୍କ ଭଳି ଟଏଲେଟ୍ ବ୍ୟବହାର କର|ଏହି ପୋଷ୍ଟରେ ଡେରୀ କ୍ୟାପସନରେ ଲେଖିଛନ୍ତି ବାପା ମୋ ଡାଏରୀକୁ ଏଭଳି ଭାବେ ବରବାଦ କରୁଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *