କେମିତି ଏମାନେ କଟାଉଛନ୍ତି ଜୀବନ !

ଆଜି ଦେଶ କରୋନା ସହିତ ଯୁ-ଦ୍ଧ କରୁଛି । ବହୁତ ଜଣଙ୍କ ଜୀବନ ଏଥିରେ ଚାଲିଯାଇଛି । ବହୁତ ଏଥିରେ ଲଢ଼ୁଛନ୍ତି । ଡ଼କ୍ଟର୍ସ ଓ ନର୍ସ ଲଗାତାର ଭାବରେ ନିଜ କାମ କରୁଛନ୍ତି । ଏହାମଧ୍ୟରେ ଲୋକମାନଙ୍କ କ୍ରୋଧ ମଧ୍ୟ ବେଳେବେଳେ ତାଙ୍କ ପାଖକୁ ଆସିଥାଏ । ଯାହାକି ସଠିକ କଥା ନୁହେଁ । ଯୁ-ଦ୍ଧ ଆମର କରୋନା ସହିତ ନାକି, ଡ଼କ୍ଟର୍ସ ଓ ନର୍ସ ମାନଙ୍କ ସହିତ ଅଟେ । ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଏଥିରେ ଦେଖାଯାଉଛି କେମିତି ଡ଼କ୍ଟର୍ସ ଓ ନର୍ସ ମାନେ ଏହିସମୟରେ ନିଜର ଦିନ କଟାଉଛନ୍ତି ।

ବନ୍ଦନା ମହାଜନ ନାମକ ଏକ ଟ୍ୱିଟର ୟୁଜର୍ସ ଏହାକୁ ଶେୟର କରିଥିଲେ । ଏଥିରେ ଦେଖାଯାଉଛି କେମିତି ଜଣେ ନର୍ସ ଥକିଯାଇ ବସିଛନ୍ତି । ସେ ଲେଖିଥିଲେ, ମୋତେ କୋଭିଡ଼ ହୋଇଥିଲା ଓ ମୁଁ ଛଅ ଦିନ ହେବ ସେଠାରେ ଆଡ଼ମିଟ ଥିଲି।

ସେ ନିଜର ଟ୍ୱିଟରରେ ଆଗକୁ ଲେଖିଥିଲେ, ସେ ନର୍ସଙ୍କୁ ପଚାରିଥିଲେ ସେ ଏହିକାମ କେତେ ସମୟ ହେବ କରୁଛନ୍ତି ? ସେ କହିଥିଲେ, ଯେବେଠାରୁ କୋଭିଡ଼ ଆସିଛି, ମୋର ଏକ ପିଲା ଅଛି ଯିଏକି ପ୍ୟାରେଣ୍ଟସ ପାଖରେ ରହୁଛି । କିଛିଦିନ ହେବ ହଷ୍ଟେଲରେ ରହିଲି ଓ ମୁଁ ଘରକୁ ଯାଏନାହିଁ । ଏବେ ଏହାର ପରୀକ୍ଷ ଅଛି ।

ସେ କୁହନ୍ତି, ତାଙ୍କ ପତି ଗଲ୍ଫରେ ରୁହନ୍ତି ଓ ମୁଁ ତାଙ୍କୁ ଏୟାରପୋର୍ଟକୁ ଆଣିବାକୁ ଯିବାକୁ ଚାହେଁ କିନ୍ତୁ କରିପାରୁନାହିଁ। ସେ ଆଗକୁ ଲେଖିଥିଲେ, ସେଠାରେ ଜଣେ ମାଉସୀ ବସିଥିଲେ, ଯିଏ ମୋ ପାଇଁ ପାଣି ଗ୍ଲାସ ଆଣିଥିଲେ ଓ ମୁଁ ତାଙ୍କୁ ଧନ୍ୟବାଦ ଦେଇଥିଲି । ସେ କହିଥିଲେ, ଏଯାଏଁ ତାଙ୍କୁ କେହି ଏହିକଥା କହିନଥିଲେ । ଏହାପରେ 10 ମିନିଟ ଭିତରେ ଆମ ମଧ୍ୟରେ ଏକ ବନ୍ଧୁତା ହୋଇଯାଇଥିଲା ।

ସେ ଆଗକୁ ଲେଖିଥିଲେ, ଡ଼କ୍ଟର୍ସଙ୍କ ଡ୍ୟୁଟିରେ ବହୁତ ପରିଶ୍ରମ ଅଟେ । ସର୍ବଦା ସେମାନଙ୍କୁ ମଧ୍ୟ ଭୟ ରହିଥାଏ କି, ତାଙ୍କୁ ଭାଇରସ ଯେମିତି ସଂକ୍ରମଣ ନହୁଏ । ସେ ନିଜର ଆଗାମୀ ଟ୍ୱିଟରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।

ଶେଷରେ ସେ ଟ୍ୱିଟ କରି କହିଥିଲେ, ମାସ୍କ ପିନ୍ଧନ୍ତୁ ଓ ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହି ଭାଇରସ ଆପଣଙ୍କୁ ନୁହେଁ କେତେକ ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *