କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳାଙ୍କ ଉପରେ ୱାର୍ଡ ବୟର ଅଧରାତିରେ ରେ-ପ ଉଦ୍ୟମ

ପୁରା ଦେଶରେ କରୋନାର କହର ଲାଗି ରହିଛି । ଏହିସମୟରେ ଡ଼କ୍ଟରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀ ଭଗବାନ ସଦୃଶ ହୋଇଥାନ୍ତି । କାରଣ ସେମାନେ ନିଜର ଜୀବନ ସହିତ ଖେଳି ଅନ୍ୟକୁ ସୁରକ୍ଷା ଦେଇଥାନ୍ତି । ଏହିସମୟରେ ମଧ୍ୟପ୍ରଦେଶର ଗୁଆଲିୟର ଜିଲ୍ଲାରେ ଏକ ହସ୍ପିଟାଲରେ ଲ-ଜ୍ୟା-ଜ-ନ-କ ଘ-ଟ-ଣା ଦେଖିବାକୁ ମିଳିଛି । ଏଠାରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳାଙ୍କ ଉପରେ ୱାର୍ଡ ବୟ ଅଧରାତିରେ ରେ-ପ ଉଦ୍ୟମ କରିଥିଲା। ମହିଳା ଜଣକ ଚିଲାଇଥିଲେ ଓ ଆ-ରୋ-ପୀ ସେଠାରୁ ଚାଲିଯାଇଥିଲା ।

ଅଧରାତିରେ ଚେକଅପ ନାମରେ କରିଲା ଏହିକାମ :-

ଏହି ଘ-ଟ-ଣା ଗୁଆଲିୟରର ଲୋଟସ କୋଭିଡ଼ ହସ୍ପିଟାଲର ଅଟେ । ଘ-ଟ-ଣା-ର ସୂଚନା ଆଡ଼ିଶନାଲ ଏସପି ହିତିକା ବସଲ ଦେଇ କହିଥିଲେ କି, ଘ-ଟ-ଣା ଶନିବାର ରାତି 11 ରୁ 12 ଘଟିକା ମଧ୍ୟରେ ହୋଇଥିଲା । ଯେଉଁଠାରେ କଥିତ ଆକାରରେ ଜଣେ ୱାର୍ଡ ବୟ କରୋନା ରୋଗୀଙ୍କୁ ବ-ଳା-ତ୍କା-ର କରିବାକୁ ଚେଷ୍ଟା କଲା । ଆ-ରୋ-ପୀ-କୁ ପୋ-ଲି-ସ ଗି-ର-ଫ କରିସାରିଛି ।

ମହିଳା ଜଣକ କହିଲେ ସମ୍ପୂର୍ଣ୍ଣ ଘ-ଟ-ଣା :-

ଏହି 45 ବର୍ଷୀୟ ମହିଳା ଜଣକ କହିଥିଲେ, ୱାର୍ଡ ବୟ ବାହାନାରେ ଚେକଅପ ପାଇଁ ଆସିଥିଲେ । ଚେକଅପ ନାମରେ ଅ-ଭ-ଦ୍ର ପରି ବ୍ୟବହାର କଲା । ଏହାପରେ ସେ ଡୋରକୁ ଭିତର ପଟୁ ବନ୍ଦ କରିଥିଲା ଓ ମୁଁ ଯେତବେଳେ ଚିଲାଇବାକୁ ଲାଗିଲି ସେ ସେଠାରୁ ପଳାଇଥିଲା ।

ଅକ୍ସିଜେନ ସପୋର୍ଟରେ ରହିଛନ୍ତି ମହିଳା :-

ପୋଲିସ ମୁତାବିକ, ଶିବପୁରୀ ଜିଲ୍ଲାରେ ରହୁଥିବା ଏହି ମହିଳା ଜଣକ କରୋନା ସଂକ୍ରମିତ କାରଣରୁ ଅବସ୍ଥା ଠିକନଥିଲା । ତାଙ୍କ ପରିଜନ ତାଙ୍କୁ ଏପ୍ରିଲ 16 ତାରିଖରେ ଗୁଆଲିୟର ହସ୍ପିଟାଲରେ ଭର୍ତି କରାଇଥିଲେ । ଏହାପରେ ହସ୍ପିଟାଲ ମହିଳାଙ୍କୁ କୋଭିଡ଼ ସେଣ୍ଟରରେ ଭର୍ତ୍ତି କରାଇଥିଲେ । ଅକ୍ସିଜେନ ସପୋର୍ଟ ଦ୍ୱାରା ମହିଳାଙ୍କୁ ଚିକିତ୍ସା କରାଯାଉଥିଲା। ଏହିସମୟରେ ତାଙ୍କ ସହ ଏହି ଘଟଣା ହୋଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *